Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |

11-Aug-2026

ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ ।
ଛତ୍ରପୁର, ତା.୧୧ / ୮,

କେ.ସତ୍ୟନାରାୟଣ ରେଡ୍ଡୀ :---
ସରକାରଙ୍କ ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତି କୁ ପରିବର୍ତ୍ତନ କରିବା ପାଇଁ ଦାବୀ ଉଠାଇ ବିଶିଷ୍ଟ ଆଇନଜୀବି ତଥା ସମାଜସେବୀ ହିଞ୍ଜିଳି ଅଞ୍ଚଳରୁ ପ୍ରତିନିଧିତ୍ଵ କରୁଥିବା କଂଗ୍ରେସ୍ ନେତା ରଜନୀକାନ୍ତ ପାଢ଼ୀ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଆଇନଜୀବି ଶ୍ରୀ ପାଢ଼ୀଙ୍କ ସମେତ ତ୍ରିନାଥ ପାଢ଼ୀ, ମନମୋହନ ପାଢ଼ୀ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖଙ୍କ ସହ ଏକ ମିଳିତ ପ୍ରତିନିଧିମଣ୍ଡଳୀ ଜିଲ୍ଲପାଳ ଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ଯରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । 
   ଯାହାଦ୍ୱାରାକି, ରାଜ୍ୟ ସରକାରଙ୍କ ନୂତନ ଧାନ ସଂଗ୍ରହ ପଞ୍ଜୀକରଣ ନୀତିରେ ଗଞ୍ଜାମ ଜିଲ୍ଲାର ବହୁ ଗରୀବ ଚାଷୀ ପଞ୍ଜୀକୃତ ହେବାରେ ବାଧକ ସାଜିଛି ବୋଲି ଅଭିଯୋଗ ହୋଇଛି । କେବଳ ଶିସ୍ତୁ ଓ ଚୁକ୍ତିନାମା ଅନୁଯାୟୀ ପଞ୍ଜୀକୃତ କରାଇବା ସମ୍ବନ୍ଧେରେ ଶ୍ରୀ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶା ସରକାର ଲାଗୁ କରିଥିବା ଧାନ ବିକ୍ରୀ ପଞ୍ଜୀକୃତ ନିୟମ ଅନୁସାରେ ଯେଉଁ ଚାଷ ନିୟମ ଆଣିଛନ୍ତି, ସେଥିରେ ପ୍ରାୟ ୯୦ ପ୍ରତିଶତ ଭାଗଚାଷୀ ଙ୍କ ପକ୍ଷେ ବାଧକ ସାଜିଛି । ଯାହାକି ଭାଗଚାଷୀ ପଞ୍ଜୀକୃତ ହୋଇପାରିବେ ନାହିଁ । ତେଣୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ହିତ ସାଧନ ସକାଶେ ନିମ୍ନ ପ୍ରକାରେ ପଞ୍ଜୀକୃତ କରାଇବା ଅବଶ୍ୟକ ବୋଲି ମତପ୍ରକାଶ କରି ଏହା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଅଣାଯିବା ସାଂଗକୁ ଉକ୍ତ ନିୟମ ଧାରା ପ୍ରତ୍ୟାହାର କରିବାକୁ ଶ୍ରୀ ପାଢ଼ୀ ଦାବୀ କରିଛନ୍ତି । ଏହା କାର୍ଯ୍ୟକାରୀ ନ ହେଲେ ଆଗମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ପ୍ରସାଶନ କୁ ଚେତାବନୀ ଦେଇଛନ୍ତି ।
ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଏକ ପ୍ରେସମିଟ୍ କରି ଗଣମାଧ୍ୟମ ପ୍ରତିନିଧି ଙ୍କ ଆଗରେ ଧାନଚାଷୀ ଙ୍କ ଉପରେ ସରକାରଙ୍କ ମାରଣ ନୀତିକୁ ତୀବ୍ର ସମାଲୋଚନା କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି କ୍ଷୋଭର ସହ କହିଛନ୍ତି ।
ଏଠାରେ ସେ ଦର୍ଶାଇଛନ୍ତି ଯେ` ଯେଉଁ ବ୍ୟକ୍ତିଙ୍କ ପିତା କିମ୍ବା ମାତାଙ୍କ ନାମରେ ଜମି ଅଛି ସେ ନିଜ ନାମରେ ଶିସ୍ତୁ ଦିଅନ୍ତୁ ।
ଯଦି ଭାଗଚାଷୀ ହୋଇଥିବେ ପଟ୍ଟାଧାରୀଙ୍କ ଶିସ୍ତୁ ସହ ଚୁକ୍ତିନାମା ପତ୍ର ଏବଂ ମନ୍ଦିର ଜମିର ଗ୍ରାମ ସରପଞ୍ଚଙ୍କ ସ୍ବାକ୍ଷର ସହ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ପତ୍ର ଦାଖଲ କରିବା ବନ୍ଦୋବସ୍ତ ନିୟମ ଧାରାରେ ବହୁ ଧାନଚାଷୀ ଉପକୃତ ହୋଇପାରିବେ ।
ତୁରନ୍ତ ଉପରୋକ୍ତ ଦାଵୀ ର ସମାଧାନ ନ ହୁଏ, ତେବେ ଆସନ୍ତା ତା.୨୧.୦୮.୨୦୨୬ ରିଖ ଠାରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଅନଶନ କରିବେ ବୋଲି ପ୍ରସାଶନ କୁ ଚେତାବନୀ ଦେଇଛନ୍ତି ।।

News Comment

You Might Also Like

BACK TO TOP