Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |

12-Aug-2026

ବସ ଧକ୍କାରେ ୨ ଛେଳି ମୃତ, ୮ ଗାଈ,ବଳଦ ଓ ଛେଳି ଗୁରୁତର

ବ୍ରେକ୍‌ ଫେଲ୍‌ ଯୋଗୁଁ ଦୁର୍ଘଟଣା, ବସ୍‌ ଛାଡ଼ିଦେବାକୁ ନେଇ ପ୍ରଶ୍ନ

ଓଡିଶା ଜନମତ ରାୟଗଡା,୧୨/୭,

(କାମେଶ୍ୱର କରକରିଆ): ----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସୀତାପୁର ଓ ନାରାୟଣପୁର ଶିବ ମନ୍ଦିର ନିକଟସ୍ଥ ବ୍ରିଜ ନିକଟରେ ବସ୍‌ ଧକ୍କାରେ ୨ଟି ଛେଳି ମୃତ୍ୟୁ ଘଟିଥିବା ବେଳେ ୮ଟି ଗାଈ, ବଳଦ ଓ ଛେଳି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଚୋରାଳୀମାନେ ଗାଈ ଓ ଛେଳିଙ୍କୁ ପାଣି ପିଆଇବା ପରେ ରାସ୍ତାର ଅନ୍ୟ ପାର୍ଶ୍ୱକୁ ନେଉଥିଲେ। ମୃତ ଛେଳି ଓ ଗାଈ ନାରାୟଣପୁର ପଞ୍ଚାୟତ ଭାତପରଷି ଗାଁର ଲଛମ୍ପତି କାଡ୍ରାକା ର ବୋଲି ଜଣାପଡିଛି।ଏହି ସମୟରେ ରାୟଗଡ଼ାରୁ କଲ୍ୟାଣସିଂହପୁର ଅଭିମୁଖେ ଆସୁଥିବା ‘ରାବଣିଆ (ଶ୍ରୀ ବିଜୟୀ ଦୁର୍ଗା)’ ବସ୍‌ (ଓଡି-୧୮-ବି-୦୩୬୯) ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇ ରାସ୍ତା ପାର ହେଉଥିବା ଗାଈ ଓ ଛେଳିଙ୍କୁ ଧକ୍କା ଦେଇଥିଲା।
ବସ୍‌ ଧକ୍କାରେ ଘଟଣାସ୍ଥଳରେ ଗୋଟିଏ ଛେଳିର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅନ୍ୟ ଗୋଟିଏ ଛେଳିର ମଧ୍ୟ ପରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ଟି ଗାଈ, ବଳଦ ଓ ଛେଳି ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ ଥାନାକୁ ନେଇଥିଲା। ତେବେ ନଥିପତ୍ର ଯାଞ୍ଚ ପରେ ବସ୍‌ଟିକୁ ଶୀଘ୍ର ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାର ୨୪ ଘଣ୍ଟା ମଧ୍ୟରେ ବସ୍‌କୁ କାହିଁକି ଛାଡ଼ି ଦିଆଗଲା, ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କ ରେ ଥାନା ଅଧିକାରୀ ଅଜିତ ପରିଡା ଙ୍କୁ ପଚାରିବାରୁ ସେ କହିଛନ୍ତି ଛେଳି ମାଲିକ ଅଭିଯୋଗ କରିବାକୁ ମନା କରିଥିଲେ ଓ ଛେଳି ମାଲିକ ଓ ବସ ମାଲିକ ମଧ୍ୟରେ ବୁଝାମଣା ହୋଇଥିବା କହିଛନ୍ତି।

News Comment

You Might Also Like

BACK TO TOP