Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|

12-Aug-2026

ମାଆ ଦକ୍ଷିଣକାଳୀମନ୍ଦିର ର ହୁଣ୍ଡୀ ଭାଙ୍ଗି  ନେଇଗଲା ଚୋର  | 

   ଓଡିଶା ଜନ ମତ ବ୍ୟୁରୋ, 

ତାରିଖ --12/08/26,
ଗତକାଲି ରାତ୍ରରେ  ହାଣ୍ଡିଘର ପଞ୍ଚାୟତ ଅନ୍ତର୍ଗତ ଦଳସର ଖଣ୍ଡି ଗ୍ରାମରେ ବିରାଜିତ ମା ଦକ୍ଷିଣ କାଳୀ ଙ୍କ  ମନ୍ଦିର ର ପାଚେରୀ ଡେଇଁ ବେଢା ଭିତରେ ପ୍ରବେଶ କରି ବାହାର ହୁଣ୍ଡୀ କୁ ଭାଙ୍ଗି ସେଥିରେ ଥିବା ଟଙ୍କା ସୁନା, ରୂପା  ସବୁ ଚୋର ନେଇ ଯାଇଛି |  ଏହିଘଟଣା ମନ୍ଦିର ପୂଜକ ଦେଖି  ପ୍ରଥମେ ମନ୍ଦିର ଟ୍ରଷ୍ଟି ସୁଦର୍ଶନ ନାୟକ ଓ ଜଗତବନ୍ଧୁପଣ୍ଡା ଙ୍କୁ ଜଣାଇ ଥିଲେ | ସେମାନେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ଓ ଥାନା ଅଧିକାରୀ ଙ୍କୁ ଜଣାଇ ଥିଲେ  | ଖବର ପାଇ ଏସ୍ଡ଼ିପିଓସୁଜିତ କୁମାର ନାୟକ ଓ ଥାନା ଅଧିକାରୀ କୂଳମଣି ସେଠୀ, ଏସ ଆଇ ସୁଶାନ୍ତ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ ତଦନ୍ତ ଆରମ୍ଭ କରିଥିଲେ | ଓପରେ ସିଡିଟିଭି ଫୁଟେଜ ଯାଞ୍ଚ କରି ଜଣେ ଯୁବକ କୁ ହୁଣ୍ଡୀ ପାଖରେ ଏପଟ, ସେପଟ ହେଉଥିବାର ଜଣା ପଡୁଛି | ତାହାକୁ ଆଧାର କରି ସେ ଏକୁଟିଆ ନା ତାସହିତ ଆଉ କିଏ ଅଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଆଇ ଆଇ ସି  କୂଳମଣି ସେଠୀ| | ପୁରୁଷୋତ୍ତମପୁର ସହର ରେ ଲାଗତର, ରାହାଜାନି, ହତ୍ୟା, ଓ ଚୋରି ଘଟଣାରେ ସମୃକ୍ତ ଅପରାଧୀ ମାନଙ୍କୁ ଏନ କାଉଣ୍ଟର କରିଥିବା ଥାନା ଅଧିକାରୀ (ବାଘ ) ତାଙ୍କ ସହଯୋଗୀ ଙ୍କ ହାବୁଡ଼ରୁ କିଏ ତିଷ୍ଠି ପାରିନାହାନ୍ତି | ଏମାନଙ୍କୁ ବିଶେଷ ସହଯୋଗ କରୁଥିବା ଏସ ଡ଼ି ପିଓ  ସୁଜିତ କୁମାର ନାୟକ (ସିଂହମ ) ଙ୍କ ବିଚକ୍ଷଣ ଦୁରଦୃଷ୍ଟି ଥିବା ପୋଲିସ ଅଧିକାରୀ ମାନେ ଅଳ୍ପ ଦିନରେ ଏହି ଚୋରି ର ଫର୍ଦାଫାସ କରିପାରିବେ ବୋଲି ଜନସାଧରଣ ତଥା ମନ୍ଦିର ଟ୍ରଷ୍ଟି ଓ ଗ୍ରାମବାସୀ ଙ୍କ ବିଶ୍ୱାସ, ଭରସା ରହିଛି  |

News Comment

You Might Also Like

BACK TO TOP