Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||

13-Aug-2026

ତାରା ତାରିଣୀ ମହାବିଦ୍ୟାଳୟ ର 48 ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ |

 ଓଡିଶା ଜନ ମତ ବ୍ୟୁରୋ, 

ତାରା ତାରିଣୀ ମହା ବିଦ୍ୟାଳୟ ର 48 ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ର ଅଧକ୍ଷ  ଡ଼ଃ ଅରବିନ୍ଦ ଦାଶ ଙ୍କ  ସଂଯୋଜନା ରେ   ଅନୁଷ୍ଠିତ ହୋଇ ଯାଇଛି!| ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେମହାବିଦ୍ୟାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି  ବାସୁଦେବ ମହାପାତ୍ର ଯୋଗ ଦେଇଥିଲା ବେଳେ , ସମ୍ମାନିତ ଅତିଥି  ଭାବେ  ପୁରୁଷୋତ୍ତମପୁର ତହସିଲଦାର  ବିନୋଦ କୁମାର ବେହେରା, ଫାଉଣ୍ଡର ସମ୍ପାଦକ ତଥା ବରିଷ୍ଠ ଆଇନ ଯିବି ସୂର୍ଯ୍ୟ ନାରାୟଣ ସାମନ୍ତରା, ମହାବିଦ୍ୟାଳୟ ପ୍ରତିଷ୍ଠାତା  ସ୍ବର୍ଗତ ନାରାୟଣ ସାମନ୍ତରାୟ ଙ୍କ ସୁପୁତ୍ର ଅଶୋକ କୁମାର ସାମନ୍ତରା  , ଏବଂ ପୂର୍ବତନ  ଅଧକ୍ଷ  ତଥା କଲେଜ ପ୍ରଶାସନିକ ଅଧିକାରୀ ଡ଼ଃ ପ୍ରଦୀପ କୁମାର ସାହୁ,  ଓଡ଼ିଆ ଅଧ୍ୟାପକ ଡ଼ଃ  ନରେନ୍ଦ୍ର କୁମାର ସେନାପତି, ଓ  ବଟିନି ଅଧ୍ୟାପକ   ଡ଼ଃ ନାଇଡ଼ୁ ମୋହନ ମଞ୍ଚାସିନ ଥିଲେ  | ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଗଣପତି ପୂଜା ପୂର୍ବକ ପ୍ରତିଷ୍ଟାତା ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ  ଗଞ୍ଜାମ ତଥା ମହାବିଦ୍ୟାଳୟ ର  ନାମିତ ମା ତାରାତାରିଣୀ ଙ୍କ ଫୋଟରେ ପ୍ରଦୀପ ପ୍ରଜ୍ବଳନ କରି  ପ୍ରଣିପାତ ପୂର୍ବକ  ତାଙ୍କର ଆଶ୍ରିତ  ହୋଇ ଥିଲେ | ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଛ ଓ ଉପ ଢୌକନ ଦେଇ ସ୍ୱାଗତ କରିଥିଲେ |  ମଞ୍ଚରେ ଅତିଥି ପରିଚୟ  ଅଧ୍ୟାପିକା ଡ଼ଃ ମୋନାଲିଶା ମିଶ୍ର କରିଥିଲା ବେଳେ  ଅଧ୍ୟାପକ ପ୍ରବୀର କେଶରୀ ପ୍ରଧାନ  ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଅଧକ୍ଷ ସମ୍ପାଦକ ବିବରଣୀ ପାଠ କରିଥିଲା ବେଳେ  ମଞ୍ଚାସିନ ଅତିଥି ମାନେ ବହୁ ଘାତ, ପ୍ରତିଘାତ ମଧ୍ୟରେ ଏହି ମହାବିଦ୍ୟାଳୟ  ଗୋଟିଏ ତରୁ ଭଳି ହୋଇଥିଲା ବେଳେ  ଆଜି  ମହା ଦ୍ରୁମ ରେ ପରିଣତ ହୋଇଛି | ଏହି ମହାବିଦ୍ୟାଳୟ ହୋଇଥିବା ଜମି ମନ୍ଦିର ନାମରେ ରହି ଥିବାରୁ ଆଜି ପର୍ଯ୍ୟନ୍ତ ତାହା ପଟ୍ଟା ହୋଇ କଲେଜ ନାମରେ ହୋଇପାରି ନଥିବାରୁ ଉପସ୍ଥିତ ତହସିଲଦାର ଙ୍କୁ ଏହାର କାର୍ଯ୍ୟ ପାଈଁ ଅନୁରୋଧ କରିଥିଲେ | ସୂର୍ଯ୍ୟ ବାବୁ ତାଙ୍କ ଭାଷଣ ରେ ଏହି କଲେଜ ପାଈଁ ବହୁ ଥର ବୈଠକ ପରେ କଲେଜ  ଆରମ୍ଭ ହୋଇ ଥିଲା  | ପ୍ରତିଷ୍ଠାତା ଙ୍କ ସହ ବହୁ ଅଞ୍ଚଳ ବାସି ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରେ ଏହି ମହାବିଦ୍ୟାଳୟ ଆରମ୍ଭ ହୋଇ ଆଜି ଏହା ବ୍ଲକରେ ତଥା ଓଡ଼ିଶାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି | 
ସେହିପରି ପ୍ରତିଷ୍ଠାତା ଙ୍କ ଦାୟାଦ ଅଶୋକ ବାବୁ ଏହି ମହାବିଦ୍ୟାଳୟ ଯୋଗୁଁ ଆଜି ଦୁଇ ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଏଠାରେ ଅଧୟନ କରି ଛନ୍ତି |ବର୍ତମାନ ବହୁ ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ସମସ୍ତ ଅଧ୍ୟାପକ କ୍ଲାସ କରୁଛନ୍ତି  |  କିନ୍ତୁ କେମେଷ୍ଟ୍ରି ଅଧ୍ୟାପକ ଖାଲି ଥିବାରୁ ଏବଂ ବର୍ତମାନ ର ଅଧକ୍ଷ କେବଳ ଜଣେ ବିଭାଗୀୟ ମୁଖ୍ୟ ହୋଇଥିବାରୁ ପିଲାଙ୍କୁ ପାଠ ପଢେଇବା ନିହାତି ଦରକାର ଅଟେ  | ତେଣୁ ଅଧକ୍ଷ ମଧ୍ୟ କ୍ଲାସ କଲେ ଛାତ୍ର, ଛାତ୍ରୀ ଉପକୃତ ହୋଇ ପାରିବେ  ଏବଂ ସେହି ବିଭାଗ ର ଭବିଷ୍ୟତ ମଧ୍ୟ ଉଜ୍ବଳ ହେବ ବୋଲି ମତ ଦେଇଥିଲେ | ପୂର୍ବତନ ଅଧକ୍ଷ ପ୍ରଦୀପ କୁମାର ସାହୁ  ତାଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟ ପାଈଁ ଏହିବର୍ଷ ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ ତାଙ୍କରି ସମୟରେ ଆଣିଥିବା ଛଅ କୋଟି ଟଙ୍କା  ମହାବିଦ୍ୟାଳୟ ର ଉନ୍ନତି କାର୍ଯ୍ୟ ରେ ବିନିଯୋଗ କରିବାକୁ ବର୍ତ୍ତମାନ ର ଅଧକ୍ଷ ଙ୍କୁ ଅନୁରୋଧ କରିଥିଲେ | ସେହିପରି   ଅତିଥି ଅଧ୍ୟାପକ ମାନଙ୍କ ନିମନ୍ତେ ସର୍ବନିମ୍ନ 15ହଜାର ଟଙ୍କା ଦେଲେ ସେମାନେ ଉପକୃତ ହୋଇ ପାରିବେ ବୋଲି କହିଥିଲେ | ଓଡ଼ିଆ ଅଧ୍ୟାପକ ନରେନ୍ଦ୍ର ସେନାପତି ଏହି କଲେଜ ର ପୂର୍ବ ଗାଥା କୁ ବଜାୟ ରଖି ଆହୁରି ଶିଖର ଶୀର୍ଷ ରେ ପହଂଚିବାକୁ ସମସ୍ତ ଙ୍କ ସହଯୋଗ ଦରକାର କହିଥିଲେ |  ଅଧ୍ୟାପକ ମୋହନ ନାଇଡ଼ୁ  ମଧ୍ୟ ତାଙ୍କ ଭାଷଣ ମାଧ୍ୟମ ରେ କଲେଜର ଉନ୍ନତି ଉପରେ ସମସ୍ତେ ହାତ କୁ ହାତ ମିଶାଇ କାର୍ଯ୍ୟ କରିବାକୁ ମତ ଦେଇଥିଲେ | ଶେଷରେ ମୁଖ୍ୟ ଅତିଥି ତାଙ୍କ ଭାଷଣ ରେ ଏହି କଲେଜ ର ପ୍ରତିଷ୍ଠା ଦିବସ ରେ  ପ୍ରତିଷ୍ଠାତା ଓ ଅନ୍ୟନ୍ୟ ସହଯୋଗୀ ବ୍ୟକ୍ତି ବିଶେଷ ଙ୍କ ଯୋଗୁଁ ଆଜି ଏହି ମହାବିଦ୍ୟାଳୟ 48ବର୍ଷ ରେ ପାଦ ଥାପି ଥିବାର କହିଥିଲେ |  କଲେଜ ର ବିଭିନ୍ମ ଛାତ୍ର, ଛାତ୍ରୀ ଭଲ ନଂ ରଖି ବିଭିନ୍ନ ବିଭାଗରେ ଶ୍ରେଷ୍ଠ ହୋଇ ନାମ ରଖିଥିବାରୁ ଅତିଥି ମାନଙ୍କ ଦ୍ୱାରା ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା | ଶେଷ ସୋପାନ ରେ ଅତିଥିଙ୍କ ନିମନ୍ତେ ବିଦାୟ  ସଂଗୀତଅଧ୍ୟାପକ ପ୍ରବୀର କେଶରୀ ପ୍ରଧାନ ସୁମଧୁର କଣ୍ଠ ରେ ଭଜନ ଗାନ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଦୁଇଜଣ ପୂର୍ବତନ ଅଧକ୍ଷ  ଡ଼ଃ ଅରବିନ୍ଦ ପାଢ଼ୀ ,ଓ ପୂର୍ବତନ ଅଧକ୍ଷ ସିମାଞ୍ଚଳ ପଟନାୟକ ଯୋଗଦେଇ ସମସ୍ତ ଷ୍ଟାଫ, ଛାତ୍ର, ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ  ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, ଷ୍ଟାଫ ସହଯୋଗ କରି ଥିଲେ  | କିନ୍ତୁ ଦୁଃଖର ବିଷୟ ଏହିକି ଯେ ପ୍ରତେକ ବିଭାଗର ଜଣେ ଛାତ୍ର, ଓଜଣେ ଛାତ୍ରୀ ଯୋଗଦେବାକୁ ନୋଟିସ କରାଯାଇଥିବା ଯୋଗୁଁ  ଛାତ୍ର, ଛାତ୍ରୀ ଙ୍କ ମନରେ ନୈରାଶ୍ୟ ଭାବନା ଜାଗି ଥିଲା  |  ଅବଶ୍ୟ ପିଲାମାନଙ୍କ ପରୀକ୍ଷା ଥିଲା ତଥାପି ଏହି ନୋଟିସ କରିବାର ନଥିଲା  |  ବହୁତ ଅତିଥି, ଭଦ୍ର ବ୍ୟକ୍ତି ଙ୍କୁ ମଧ୍ୟ ଡାକରା ଯାଇନଥିବା ବାହାରେ ଚର୍ଚ୍ଚା ହେଉଥିଲା | ସର୍ବଶେଷ ରେ ଅଧ୍ୟାପକ  ଡ଼ଃ ସମୀର କୁମାର ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ   ||

News Comment

You Might Also Like

BACK TO TOP