Breaking News

ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||     

ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |

14-Aug-2026

ହାତୀ ସୁରକ୍ଷା ଡ୍ୟୁଟିରେ ଥିବ  ବନ କର୍ମଚାରୀଙ୍କୁ ପଥର ମାରି ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ | 

   ହାତୀ ସୁରକ୍ଷା ଡ୍ୟୁଟି କରୁଥିବ  ସମୟରେ ଜଣେ ବନ କର୍ମଚାରୀଙ୍କ ଉପରେ ପଥର ଫିଙ୍ଗି ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ଅନୁଗୁଳ ବନଖଣ୍ଡ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।ଛେଣ୍ଡିପଦା ରେଞ୍ଜ ଅଧୀନରେ ହାତୀ ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଏଲିଫାଣ୍ଟ ସ୍କ୍ୱାଡ୍ ସଦସ୍ୟ ଶ୍ରୀ ସୁଦର୍ଶନ ସାହୁଙ୍କ ଉପରେ ପଥର ଫିଙ୍ଗି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ବାଗଡ଼ିଆ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଧାତା ମାଝୀଙ୍କୁ ଗିରଫ କରିଛି। ସେ କଦମଘାଟ, କର୍ଣ୍ଣପାଳ ଗ୍ରାମର ଗୋପୀ ମାଝୀଙ୍କ ପୁଅ ବୋଲି ଜଣାପଡ଼ିଛି।ଗିରଫ ପରେ ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଛି। ଘଟଣାରେ ପୋଲିସ ପ୍ରଶାସନର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସହଯୋଗକୁ ଅନୁଗୁଳ ବନଖଣ୍ଡ ପକ୍ଷରୁ ପ୍ରଶଂସା କରାଯାଇଛି।ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ମୁଖସାରୀ ବନ କର୍ମଚାରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ମାନବ ସୁରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ମାନବ-ହାତୀ ସଂଘର୍ଷ ହ୍ରାସ ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ଦାୟିତ୍ୱପୂର୍ଣ୍ଣ ଆଚରଣ ଅତ୍ୟନ୍ତ ଆବଶ୍ୟକ।

News Comment

You Might Also Like

BACK TO TOP