Breaking News

ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||     

ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |

15-Aug-2026

ଗଞ୍ଜାମ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ସହ ସମାହିତ ।
 ଓଡିଶା ଜନ ମତ,ଛତ୍ରପୁର, ତା.୧୫ / ୮,

କେ.ସତ୍ୟନାରାୟଣ ରେଡ୍ଡୀ :------
ଗଞ୍ଜାମ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ସମାରୋହ- ୨୦୨୬ ହର୍ଷଉଲ୍ଲାସ ର ସହ ଉତ୍ସବମୁଖର ପରିବେଶ ମଧ୍ୟରେ ସମାହିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ଉତ୍ସବରେ ମାନ୍ୟବର ପୂର୍ତ୍ତ, ଅବକାରୀ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।  ଗଞ୍ଜାମ ଜିଲ୍ଲାର ଗୌରବମୟ ଇତିହାସ କୁ ଅବଲୋକନ କଲେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ବଳିଷ୍ଠ ନେତ୍ତୃତ୍ଵ ନେଇଥିବା ବୀର ସଂଗ୍ରାମୀ ପୁରୁଷ ଙ୍କ କଥା ଏବେ ବି ଇତିହାସ କୁ ଗୁଞ୍ଜରିତ କରେ । ଏପରିକି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧ୍ୟ ଗଞ୍ଜାମ ଜିଲ୍ଲାର ନେତ୍ତୃବର୍ଗ ଙ୍କ ଭୂମିକା ଅତୁଳନୀୟ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି ।
  ଯାହାକି ଗଞ୍ଜାମ ଜିଲ୍ଲାର ବୀର ପୁରୁଷଙ୍କ ମହାନତା ଓ ପ୍ରଜା ଆନ୍ଦୋଳନ ଜୋରଦାର୍ କରାଯିବା ଲାଗି ସକ୍ରୀୟ ଭୂମିକା ଏକ ଉଲ୍ଲେଖନୀୟ ଅବଦାନ ବୋଲି ମତପ୍ରକାଶ କରି ଗଞ୍ଜାମ ଜିଲ୍ଲା ର ବୀର ସ୍ୱାଧୀନତା ସଂଗ୍ରାମୀ, କଳା,ସାହିତ୍ୟିକ, ସାହିତ୍ୟ ସାଧକ, ବୀର ଶହୀଦ ଙ୍କ ପ୍ରତି ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।  
 ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ଏହି ଜିଲ୍ଲାର ମହତ୍ତ୍ୱ ଭାରତ ତଥା ଓଡ଼ିଶା ଇତିହାସରେ ଚିରନମସ୍ୟ ବୋଲି ମୁଖ୍ୟ ଅତିଥୀ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ଆୟୋଜିତ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ଉତ୍ସବରେ ରିଜର୍ଭ ପୋଲିସ ବାହିନୀ, ଅଷ୍ଟମ ବାଟାଲିୟନ ପୋଲିସ ଫୋର୍ସ, ଓଡ଼ିଶା ହୋମ୍ ଗାର୍ଡ, କଲେଜ୍ ସ୍ତରରେ ନାଭାଲ ୱିଙ୍ଗ, ଏନସିସି କ୍ୟାଡେଟ ଦଳ, ବିଭିନ୍ନ ବିଦ୍ୟାଳୟ ଓ କଲେଜ୍ ସ୍ତରରେ ସ୍କାଉଟ, ରେଡ୍-କ୍ରସ୍, ସିଭିଲିୟନ୍ ଦଳ, ଓଡ଼ିଶା ପୋଲିସ ବ୍ୟାଣ୍ଡପାର୍ଟି ସହ ସର୍ବମୋଟ ୪୦ ଟି ଦଳ ଅଂଶଗ୍ରହଣ କରି ଦେଶ ମାତୃକାର ସେବା ପ୍ରଦର୍ଶନ ସ୍ୱରୂପ ସୁନ୍ଦର ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ ଏବଂ ସର୍ବମୋଟ ମନୋନୀତ ବିଦ୍ୟାଳୟ ସ୍ତରରେ ୬ଟି ଦଳ ସୁନ୍ଦର ଚିତ୍ତାକର୍ଷକ ଶାରିରୀକ କ୍ରୀଡ଼ାପ୍ରଦର୍ଶନ କରି ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲେ । 
ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ଵ ହାସଲ କରିଥିବା କୃତ୍ତି ପ୍ରତିଯୋଗୀ / ଦଳ ଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ପତାକା ଉତ୍ତୋଳନ ମଣ୍ଡପରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ୍ ବି.ସି., ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
ଗଞ୍ଜାମ ଜିଲ୍ଲାର ବହୁ ଉଚ୍ଚପଦାଧିକାରୀ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।
ଏହି ଦିବସ ଅବସରରେ ସ୍ୱାଧୀନ ଚନ୍ତନ୍ ବହୁଭାଷୀ କଵିତା ପାଠୋତ୍ସବ ଏବଂ ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଏହି ଜାତୀୟ ଦିବସ ଉପଲକ୍ଷେ ଦେଶପ୍ରେମ ଭାବନାରେ ଜାଗ୍ରତ କରିଥିଲା ।।

News Comment

You Might Also Like

BACK TO TOP