Breaking
News
Breaking
News
16-Aug-2026
ପୁରୁଷୋତ୍ତମପୁର ସହର ରେ ମଣ୍ଡଳ ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |
ଓଡିଶା ଜନ ମତ ବ୍ୟୁରୋ,
ପୁରୁଷୋତ୍ତମପୁର ସହର ରେବିଜେପି ମଣ୍ଡଳ ସଭାପତି ନୀଲେସୁ ମହାରଣା ଓ ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ ଙ୍କ ମିଳିତ ସଂଯୋଜନା ରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି | ପତାକା ଉତ୍ତୋଳନ ସହିତ ଜାତୀୟ ସଂଗୀତ ଗାନ କରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ପଦଯାତ୍ରାରେ ବାହାରି ବଜାର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପୁଣି ରାଧାକାନ୍ତ ସାହି ପରୀକ୍ରମଣ କରି ଜଗନ୍ନାଥ ମନ୍ଦିର ରେ ଉପସ୍ଥିତ ନେତା କର୍ମୀଙ୍କୁ ନେଇ ସ୍ୱଳ୍ପ ସମୟର ବୈଠକ କରି ବିସ୍କେଟ ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ନେତା କର୍ମୀ ମାନେ ହେଲେ ନିଳାଞ୍ଚଳ ମହାରଣା ନଗର ମଣ୍ଡଳ ସଭାପତି,ସୁଦର୍ଶନ ବେହେରା ବିଧାୟକ ପ୍ରତିନିଧି,କୃଷ୍ଣ ଚନ୍ଦ୍ର ନାୟକ ପୂର୍ବତନ ମଣ୍ଡକ ସଭାପତି,ମନୋଜ ମହାପାତ୍ର
ପୂର୍ବତନ ମଣ୍ଡଳ ସଭାପତି,K ରମେଶ ଦୋରା ସମାଜ ସେବୀ,
ସରୋଜ କୁମାର ପଣ୍ତା ଜେନେରାଲ ସେକ୍ରେଟାରୀ,ଯୋଗିନ୍ଦ୍ର ଗୌଡ଼
କୃଷକ ମୋର୍ଚ୍ଚା ସଭାପତି,ପୁଷ୍ପାଞ୍ଜଳି ଦଳେଇ ମହିଳା ମୋର୍ଚ୍ଚା ସଭାନେତ୍ରୀ,ସନ୍ତୋଷ କୁମାର ପଣ୍ତା ବରିଷ୍ଟ କାର୍ଯ୍ୟକର୍ତ୍ତା,ରବୀନ୍ଦ୍ର ନାୟକ
ବରିଷ୍ଟ କାର୍ଯ୍ୟକର୍ତ୍ତାଙ୍କ ସହ ଅନ୍ୟନ୍ୟ ମହିଳା ନେତ୍ରୀ ଉପସ୍ଥିତ ଥିଲେ |
BACK TO TOP