Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |

17-Aug-2026

ଭାଟ କୁମାରଡ଼ା ରେ  ଯୁବକ ଙ୍କୁ ଗାଡି ମଡ଼େଇ ଦେବା ପରେ ମେଡିକାଲ ରେ ମୃତ୍ୟୁ ପରେ   ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ | 

ଓଡିଶା ଜନ ମତ ବ୍ୟୁରୋ, 

ଆଜି ସନ୍ଧ୍ୟା  5ଘଣ୍ଟ ସମୟରେ  ଭାଟ କୁମରଡ଼ା କୁମ୍ଭାରୀ ସାହିର ରାଜମିସ୍ତ୍ରୀ ଭାବେ କାମ କରୁଥିବା ରଘୁନାଥ ବେହେରା (କାଳିଆ )45ବର୍ଷ, ପିତା -- ବାଜି ବେହେରା ନିଜ ସାଇକେଲ ରେ ବାଇଧର ଠାକୁରାଣୀ ଙ୍କ ମନ୍ଦିର ପାଖକୁ ମାଟି ଦୀପାଳି ପୂଜାରୀକୁ ଦେବା ପାଈଁ   ଯାଇ ନିଜ ଘର ଭାଟ କୁମାରଡ଼ା କୁ ଫେରିବା ସମୟରେ  ପୁରୁଷୋତ୍ତମପୁର ପଟରୁ ବ୍ରହ୍ମପୁର  ଯାଉଥିବା ଏକ ପିକାପ ଭେନ  ଯାହାର ନଂ --OD 07-J --9012, ତାଙ୍କୁ ପଛପଟୁ ଧକ୍କା ଦେଇଥିଲା   ଯାହା ଫଳରେ ଉପସ୍ଥିତ ଲୋକମାନେ ଆହତ କାଳିଆକୁ  ପ୍ରଥମେ ଭାଟ କୁମାରଡ଼ା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଓ  ପରେ ଅବସ୍ଥା ଗୁରୁତର ହେବାରୁ 108 ଆମ୍ବୁଲାନ୍ସ ଯୋଗେ  ବ୍ରହ୍ମପୁର ମେଡିକାଲ କୁ ନେଇଥିଲେ | ହେଲେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ! | ଏହି ଖବର ଗାଁରେ ପ୍ରଚାରିତ ପରେ ଉତ୍ୟକ୍ତ ଲୋକେ ପୁରୁଷୋତ୍ତମପୁର, ଭାଟ କୁମାରଡ଼ା ରାସ୍ତା ରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ!| ତେବେ ଖବର ପାଇ ପୁରୁଷୋତ୍ତମପୁର  ଏସଡ଼ି ପିଓ ସୁଜିତ କୁମାର ନାୟକ, ଆଇ ଆଇ ସି କୁଲମଣି ସେଠୀ ଓ ଷ୍ଟାଫ ପହଞ୍ଚିଥିଲା ବେଳେ  ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଘଟଣା ସ୍ଥଳ ରେ ପହଞ୍ଚି ଇତ୍ୟକ୍ତ ଲୋକଙ୍କୁ ବୁଖାସୁଝା କରିଛନ୍ତି | ଏପଟେ ଆଜି ସଂକ୍ରାନ୍ତି ଥିବାରୁ ମାଆ ତାରା ତାରିଣୀ ଓ ଦକ୍ଷିଣ କାଳୀ ଙ୍କ ପୀଠକୁ ଯାଉଥିବା ଓ ଫେରୁଥିବା ବହୁ  ଯାତ୍ରୀ ସେମାନଙ୍କ ଗାଡି କୁ ଧରି ଅପେକ୍ଷା ରେ ରହିଛନ୍ତି | ତେବେ ରାତ୍ର  10ଘଣ୍ଟ ପରେ  ସମସ୍ତ ଅଫିସର  ମାନେ ଜିଲ୍ଲା ପାଳ ଙ୍କ ସହ କଥାବାର୍ତା କରି  ମୁଖ୍ୟମନ୍ତ୍ରୀ ଙ୍କ ଫଣ୍ଡ ରୁ  4ଲକ୍ଷ ପ୍ରଦାନ କରୁଥିଲା ବେଳେ  ଜିଲ୍ଲପାଳ ଙ୍କ ରେଡ କ୍ରସ  ଫଣ୍ଡରୁ  କିଛି ଦେବେ | ଏବଂ ଖସି ଯାଉଥିବା  ଡ୍ରାଇଭର ର ଗାଡିକୁ ଅଟକାଇ ଥିଲେ ଏବଂ ତାକୁ ପୋଲିସ ରେ ଦେଇଥିଲେ | ଏବଂ ଗାଡି ମାଲିକ ମଧ୍ୟ ତାଙ୍କ ଗାଡିର ଇନ୍ସୁରାନ୍ସ ରୁ କିଛି ଅର୍ଥ ପାଇବେ ବୋଲି କହିବାରୁ ରାସ୍ତା ରୋକ  ପ୍ରତ୍ୟାହୃତ ହୋଇ ଥିଲା ||ଏବଂ ଅଟକି ଥିବା ଗାଡି  ଗୁଡିକ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଇଥିଲରେ  | 

News Comment

You Might Also Like

BACK TO TOP