Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||

19-Aug-2026

ସରକାରୀ ଚାକିରୀରେ ନିଯୁକ୍ତି ଦେବା ଆଳରେ ଅନ୍-ଲାଇନ୍ ଅର୍ଥ ଠକେଇ ମାମଲାରେ ଜଣେ ଗିରଫ୍ !

ଓଡିଶା ଜନ ମତ, ଛତ୍ରପୁର, ତା.୧୯ / ୮

କେ.ସତ୍ୟନାରାୟଣ ରେଡ୍ଡୀ:-----

ସରକାରୀ ଚାକିରୀରେ ନିଯୁକ୍ତି ଦେବା ଆଳରେ ଅନ୍-ଲାଇନ୍ ଅର୍ଥ ଠକେଇ ମାମଲାରେ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ କୁ ମିଳିଛି ବଡ଼ ସଫଳତା ।
ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ବଳିଷ୍ଠ ପଦକ୍ଷେପ ଏବଂ ମିଳିତ ସହଯୋଗରେ ଏହି ମାମଲାରେ ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ ନାଡିଆଗାଁ ଅଞ୍ଚଳର ଜଣେ ୪୨ ବର୍ଷର ପୁରୁଷ ପଞ୍ଚାନନ ପଣ୍ଡା ଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । 
ଏଠାରେ ସୂଚନା ଯୋଗ୍ୟ ଯେ` ପଞ୍ଚାନନ ପଣ୍ଡା, ଭୁବନେଶ୍ୱର ର ଓଲ୍ଡ ଟାଉନ୍ ଲିଙ୍ଗରାଜ ମନ୍ଦିର ଥାନା ଅନ୍ତର୍ଗତ ସଦଗୁରୁ ନିବାସ, କୋଟିତୀର୍ଥ ଲେନ୍ ରେ ଭଡ଼ାରେ ରୁହନ୍ତି, ଏବଂ ସେ ପ୍ରାୟତଃ ଦୁଇ ବର୍ଷ ହେଲା ଏଭଳି ଲୋକଙ୍କୁ ଠକେଇ କରିବାରେ ଓସ୍ତାଦ ଥିବା ଜଣାପଡ଼ିଛି । ଅନେକଙ୍କୁ ଆପଏଣ୍ଟ ମେଣ୍ଟ ଅବା ନିଯୁକ୍ତି ଆଦେଶ ପ୍ରମାଣପତ୍ର, ଜୋଇନିଂ ଅର୍ଡର୍ ଆଦି ଦେବା ନାମରେ ଦୈନିକ ଖବରକାଗଜରେ ବିଜ୍ଞାପନ୍ ପ୍ରକାଶ କରି ଲୋକଙ୍କୁ ପ୍ରଲୋଭନ କରି ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 
ଗତ ତା ୨୮.୦୬.୨୦୨୫ ରିଖ ଅପରାହ୍ନ ପ୍ରାୟ ୦୪.୩୦ ଘଟିକା ସମୟରେ ଛତ୍ରପୁର ସହରାଞ୍ଚଳର ରାମଲକ୍ଷ୍ମୀ ନଗର ୪ର୍ଥ ଲେନ୍ ବାସିନ୍ଦା ପ୍ରକାଶ କୁମାର ଦାଶ ଙ୍କ ପୁତ୍ର ଦେବୀପ୍ରସାଦ ଦାଶ, (୨୩) ଲିଖିତ ଅଭିଯୋଗ ଆଧାରରେ ସ୍ଥାନୀୟ ଛତ୍ରପୁର ବ୍ୟାଙ୍କ (ଏସ.ବି.ଆଇ.)ଛତ୍ରପୁର ଶାଖାରେ ଚାକିରୀରେ ନିଯୁକ୍ତି କରାଇଦେବା ନାମରେ ୫୦ ହଜାର ଟଙ୍କା ଅନ୍-ଲାଇନ୍ ପୈଠ କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଅର୍ଥ ପୈଠ କରିବା ପାଇଁ ଡିମାଣ୍ଡ କରିବା ପରେ ଅଭିଯୋଗକାରୀ ଦେବୀପ୍ରସାଦ ଦାଶ ଗଞ୍ଜାମ ଜିଲ୍ଲାର ସଦର ମହକୁମାସ୍ଥ ଆଦର୍ଶ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା କୁହାଯାଏ ।
ଉପରୋକ୍ତ ମାମଲା ରୁଜୁ ହୋଇ ଅଧିକା ତଦନ୍ତ କରିବାରେ ଅଭିଯୁକ୍ତ ଠକ ପଞ୍ଚାନନ ପଣ୍ଡା ଙ୍କୁ ଗିରଫ୍ ହୋଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।ଏ ସମ୍ପର୍କରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ୍ ବିସି ଙ୍କ ଦ୍ଵାରା ଆଗତ ପ୍ରେସ ମିଟରେ ଗଞ୍ଜାମ ଏସପି ଏହି ବିବୃତ୍ତି ଦେଇଛନ୍ତି ।
ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସମେତ ଏସଡିପିଓ ଚନ୍ଦନ ଘଡ଼େଇ ଆଗତ ପ୍ରେସ ମିଟରେ ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ଅଧିକା ସୂଚନା ତଦନ୍ତ ଜାରୀ ରହିଛି ବୋଲି ଗଞ୍ଜାମ ଏସପି ଶ୍ରୀ ବିସି କହିଛନ୍ତି ।।

News Comment

You Might Also Like

BACK TO TOP