Breaking News

ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||     

ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |

26-Aug-2026

ଗୋବିନ୍ଦା --ସୁନିତା  ବିବାଦ ରେ ତାଙ୍କ ଭାଣଜି ତଥା ଅଭିନେତ୍ରୀ କାଶ୍ମୀରାଙ୍କ ମାଇଁଙ୍କୁ ସମର୍ଥନ ||

ଓଡିଶା ଜନ ମତ ବ୍ୟୁରୋ,

ଗୋବିନ୍ଦା ଙ୍କ ଜାତକରେ କାଳେ ଦ୍ୱତୀୟ ବିବାହ ଯୋଗ ରହିଛି ବୋଲି ଶୁଣିବା ପରେ ସେ ଅନ୍ୟ ଜଣେ ବାନ୍ଧବୀ  ତଥା ଅଭିନେତ୍ରୀ  ଙ୍କ ସହ  ତାଙ୍କର ଦ୍ୱତୀୟ ବିବାହ ହେବାର ଚର୍ଚ୍ଚା ଉପରେ ଏବଂ ଗୋବିନ୍ଦା ମାମୁଁ ଏବଂ ସୁନୀତା ମାଇଁ ଙ୍କ ବିବାହ ବିବାଦରେ କଶ୍ମୀରାଙ୍କ  ମାଇଁଙ୍କୁ ସମର୍ଥନ କରି କହିଲେ—‘ମୁଁ ପରିବାରର ମହିଳାଙ୍କ ସହ ଛିଡ଼ା ହେବି’
ଗୋବିନ୍ଦା-ସୁନୀତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ୩୯ ବର୍ଷର ବିବାହ ପରେ ଦୁହିଁଙ୍କ ସମ୍ପର୍କରେ ଫାଟକୁ ନେଇ ଗତ କିଛିଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଏହି ବିବାଦରେ ଗୋବିନ୍ଦାଙ୍କ ଭାଣିଜି ତଥା ଅଭିନେତ୍ରୀ କଶ୍ମୀରା ଶାହଙ୍କ ବୟାନ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଗୋବିନ୍ଦା ଓ ସୁନୀତା ଆହୁଜାଙ୍କ ବିବାହକୁ ନେଇ ଛାଡ଼ପତ୍ର ଏବଂ ଦ୍ୱିତୀୟ ବିବାହ ଚର୍ଚ୍ଚା ଚାଲିଛି। ଏହି ସମୟରେ କଶ୍ମୀରା ଶାହ ତାଙ୍କ ସ୍ବାମୀ ସୁନୀତାଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି । ସେ କହିଛନ୍ତି ଯେ, ପରିବାରର ମହିଳାଙ୍କ ସହ ସେ ସବୁବେଳେ ଛିଡ଼ା ହେବେ ।
କଶ୍ମୀରାଙ୍କ ଏହି ବୟାନ ପରେ ଗୋବିନ୍ଦାଙ୍କ ପରିବାରକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି। ତେବେ ଗୋବିନ୍ଦା ଓ ସୁନୀତାଙ୍କ ସମ୍ପର୍କକୁ ନେଇ ଯେଉଁସବୁ ଦାବି ଏବଂ ଚର୍ଚ୍ଚା ଚାଲିଛି, ସେଗୁଡ଼ିକର ସମସ୍ତ ପକ୍ଷରୁ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ଅନ୍ୟପଟେ, ଏହି ମାମଲାରେ ଦୁହିଁଙ୍କ ସନ୍ତାନମାନଙ୍କ ପ୍ରତିକ୍ରିୟାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପରିବାରର ଏହି ବ୍ୟକ୍ତିଗତ ବିଷୟ ଏବେ ବଲିଉଡ୍‌ରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ୩୯ ବର୍ଷର ବିବାହିତ ସମ୍ପର୍କକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଶ୍ମୀରାଙ୍କ ସୁନୀତାଙ୍କ ପ୍ରତି ସମର୍ଥନ ଏବେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି |

News Comment

You Might Also Like

BACK TO TOP