Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ମଝି ଆକାଶ ରେ ପାଇଲଟ ଙ୍କ ଦେହଅସୁସ୍ଥ ହୋଇ ପଡିବାରୁ ମାସ୍କଟରେ ଇଣ୍ଡିଗୋ ବିମାନ ଅବତାରଣ କଲା |

04-Sep-2026

ମସ୍କଟରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, 
ମଝି ଆକାଶରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ପାଇଲଟ୍ ।

ଓଡିଶା ଜନ ମତ ବ୍ୟୁରୋ,

ଭଗବାନ ଙ୍କ ଅପାର କରୁଣାରୁ ଇଣ୍ଡିଗୋ ବିମାନ ର କିଛି ହୋଇନାହିଁ କିମ୍ବା କୌଣସି ଯାତ୍ରୀଙ୍କ ର କିଛି ଅସୁବିଧା  ହୋଇ ନାହିଁ ତେବେ କଣ ଅସୁବିଧା ହେଲା ଭଗବାନଙ୍କୁ ଧନ୍ୟବାଦ ଦିଆଗଲା  ତାର କାରଣ ହେଉଛି ଦୋହାରୁ ବେଙ୍ଗାଲୁରୁ ଆସୁଥିବା ଇଣ୍ଡିଗୋ ବିମାନକୁ ତୁରନ୍ତ ମସ୍କଟ ଅଭିମୁଖେ ଡାଇଭର୍ଟ କରାଗଲା । ଆଉ ମସ୍କଟ ବିମାନବନ୍ଦରରେ ବିମାନର ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଯାଇଛି । ମଝି ଆକାଶରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ପାଇଲଟ୍ । ଦୋହାରୁ ବେଙ୍ଗାଲୁରୁ ଆସୁଥିବା ଇଣ୍ଡିଗୋ ବିମାନକୁ ତୁରନ୍ତ ମସ୍କଟ ଅଭିମୁଖେ ଡାଇଭର୍ଟ କରାଗଲା । ଆଉ ମସ୍କଟ ବିମାନବନ୍ଦରରେ ବିମାନର ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଯାଇଛି । ଘଟଣା ଆଜି ସକାଳର ।  ଇଣ୍ଡିଗୋର ୬-ଇ-୧୩୦୨ ବିମାନ ଦୋହାରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା । ସବୁକିଛି ସ୍ୱାଭାବିକ ଚାଲିଥିବା ବେଳେ ମଝି ଆକାଶରେ ହଠାତ୍ ପାଇଲଟଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଇଥିଲା ।
ଏହାପରେ ଯାତ୍ରୀ ଏବଂ ବିମାନର ସୁରକ୍ଷାକୁ ଗୁରୁତ୍ୱ ଦେଇ ଫ୍ଲାଇଟ୍‌କୁ ମସ୍କଟ ଅଭିମୁଖେ ଡାଇଭର୍ଟ କରାଯାଇଥିଲା । ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ଅସୁସ୍ଥ ପାଇଲଟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି । ଅନ୍ୟପଟେ ମସ୍କଟରେ ଅଟକିଥିବା ଯାତ୍ରୀଙ୍କୁ ବେଙ୍ଗାଲୁରୁ ପହଞ୍ଚାଇବା ପାଇଁ ଇଣ୍ଡିଗୋ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି।  ବେଙ୍ଗାଲୁରୁରୁ ମସ୍କଟକୁ ଆଉ ଏକ ବିମାନ ସହ ନୂଆ କ୍ରୁ ପଠାଇବାର ବ୍ୟବସ୍ଥା ହୋଇଛି ।
ଇଣ୍ଡିଗୋ ପକ୍ଷରୁ ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରାଯାଇଛି । ଅପେକ୍ଷା ସମୟରେ ଯାତ୍ରୀଙ୍କୁ ଜଳପାନ ସହ ନିୟମିତ ଅପଡେଟ୍ ଦିଆଯାଉଥିବା କମ୍ପାନି କହିଛି । ତେବେ ମଝି ଆକାଶରେ ପାଇଲଟଙ୍କ ହଠାତ୍ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ନିଆଯାଇଥିବା ତତ୍କାଳ ପଦକ୍ଷେପ ଯୋଗୁଁ ବିମାନଟି ମସ୍କଟରେ ସୁରକ୍ଷିତ ଅବତରଣ କରିଛି ।

News Comment

You Might Also Like

BACK TO TOP