Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ଖଲ୍ଲିକୋଟ ଡି ଆଇ ଇ ଟି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗଞ୍ଜାମ 202,5 ପାଇଁ ଯୋଗ୍ୟ ବିବେଚିତ!||

04-Sep-2026

ଖଲ୍ଲିକୋଟ : ଡି.ଆଇ.ଇ.ଟି. , ଗଂଜାମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ ପାଇଁ ଯୋଗ୍ୟ ବିବେଚିତ | 

ଓଡିଶା ଜନ ମତ ବ୍ୟୁରୋ, 

ଅଭିନବ ଶିକ୍ଷାଦାନ, ନିଆରା ପ୍ରଶିକ୍ଷଣ, ନୂଆ ଜ୍ଞାନ କୌଶଳ, ଗବେଷଣା ପ୍ରକ୍ରିୟା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ସ୍ୱତନ୍ତ୍ର କରି ଗଢିତୋଳିଛିଅଗ୍ରଣୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ରୂପେ ସମଗ୍ର ରାଜ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟ ବିଶେଷ ଅବଦାନ ପାଇଁ  ସମ୍ପ୍ରତି ସମ୍ମାନଜନକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଡି.ଆଇ.ଇ.ଟି. ସମ୍ମାନ-୨୦୨୫ ଲାଭ କରିବାକୁ ଯୋଗ୍ୟ ବିବେଚିତ ହୋଇଛି । 
       ବର୍ଷ ସାରା ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁ ଛାତ୍ରଛାତ୍ରୀ, ସର୍ବୋପରି ଶିକ୍ଷା ବିଭାଗର ପଦାଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ଉତ୍କୃଷ୍ଟ ପ୍ରଶିକ୍ଷଣ ଅଭିନବ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସ୍ଵତନ୍ତ୍ର ପାରଦର୍ଶିତା ହାସଲ କରିଆସିଅଛି । ପ୍ରତିଷ୍ଠାନର ଅଧ୍ଯକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡାଙ୍କ ଅଦମ୍ୟ ପ୍ରୟାସ ଐକାନ୍ତିକ ନିଷ୍ଠା ପ୍ରତ୍ଯକ୍ଷ ତତ୍ବାବଧାନରେ ପ୍ରତିଷ୍ଠାନ ଶିକ୍ଷା ପ୍ରଶିକ୍ଷଣ ଜ୍ଞାନ ଗାରିମାରେ ଅଗ୍ରଣୀ ଭୂମିକା ତୁଲାଇବା ସହିତ ନିଆରା ମାନ ମର୍ଯ୍ୟାଦା ପ୍ରତିଷ୍ଠା ଲାଭ କରିଅଛି । ଡକ୍ଟର ପରିଡା ଗତ ୨୦୨୪ ମସିହା ଫେବୃଆରୀ ମାସ ୧୯ ତାରିଖରେ ପ୍ରତିଷ୍ଠାନରେ ଯୋଗଦାନ ପରେ ହିଁ ଶିକ୍ଷା ପ୍ରଶିକ୍ଷଣରେ ବୈପ୍ଲବିକ ପରିବର୍ତ୍ତନ କରିଛନ୍ତି । ଅଧ୍ଯକ୍ଷ ମହୋଦୟଙ୍କ ଉନ୍ନତ ଦୃଷ୍ଟିଭଙ୍ଗୀ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ ପ୍ରତିଷ୍ଠାନକୁ ଶୀର୍ଷାସନରେ ପହଞ୍ଚାଇବାରେ ସଫଳ ହୋଇପାରିଛି । ତାହାଙ୍କ ସ୍ଵକୀୟ ପ୍ରଚେଷ୍ଟାରେ କଳା ସମନ୍ଵିତ ଶିକ୍ଷା, ଜିଲ୍ଲା ସ୍ତରରେ ତେଲୁଗୁ ପାଠ୍ୟ ପୁସ୍ତକ ପ୍ରସ୍ତୁତି, ଏ ଆଇ ପି ମାଧ୍ୟମରେ ଏଫ୍ ଏଲ୍ ଏନ୍ ସମ୍ବଳ, ଖେଳ ମାଧ୍ୟମରେ ପ୍ରାକ ଶିକ୍ଷା, ପାଠଚକ୍ର ଆୟୋଜନ, ନିପୁଣ ଭାରତର ରୂପାୟନ, ବିଜ୍ଞାନ ଆଧାରିତ ଶିକ୍ଷା, ଅଭିନବ ଶିକ୍ଷାଦାନ ଶାସ୍ତ୍ର , ଏଲ୍ ଏଲ୍ ଏଫ ପରିଚାଳନା, ନୂତନ ଭାବେ `ପରଖ`ର ପରିକଳ୍ପନା, ଗବେଷଣା କାର୍ଯ୍ୟ ଜାରୀ ରଖିବା ଆଦି ବହୁ ଶୈକ୍ଷିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଶିକ୍ଷା ପ୍ରଶିକ୍ଷଣ ଦିଗରେ ଅସାଧାରଣ ବ୍ଯକ୍ତିତ୍ବର ପରିଚୟ ସୃଷ୍ଟି କରିଛନ୍ତି । 
ଏତଦବ୍ୟତୀତ ବିଭିନ୍ନ ସମୟରେ ତାଲିମ ଶିବିର ଆୟୋଜନ କରି ସୁଦକ୍ଷ ବରିଷ୍ଠ ପ୍ରଶିକ୍ଷକ ପ୍ରଶିକ୍ଷିକାମାନଙ୍କ ଦ୍ଵାରା ବହୁବିଧ ପ୍ରସଙ୍ଗ ଉପରେ ତାଲିମ ପ୍ରଦାନରେ ଗୁରୁ ଦାୟିତ୍ବ ତୁଲାଇ ଶିକ୍ଷା ଦିଗରେ ବହୁ ସମ୍ମାନ ଗୌରବର ଅଧିକାରୀ ହୋଇପାରିଛି । ଅଧ୍ଯକ୍ଷ ଡକ୍ଟର ପରିଡା ଚଳିତ ବର୍ଷ ଭାରତ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଭାବେ ସମ୍ମାନୀତ ସମ୍ବର୍ଦ୍ଧିତ ହୋଇଛନ୍ତି । 
     ଏପ୍ରକାର ସର୍ବୋଚ୍ଚ ସମ୍ମାନ ପ୍ରାପ୍ତି ପଛରେ ପ୍ରତିଷ୍ଠାନର ପ୍ରଶିକ୍ଷକ ପ୍ରଶିକ୍ଷିକା, ଜିଲ୍ଲାର ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ସି ଆର ସି ସି, ପ୍ରତିଷ୍ଠାନ କର୍ମକର୍ତ୍ତାମାନଙ୍କ କାର୍ଯ୍ୟବିଧି, କାର୍ଯ୍ୟଶୈଳୀ ଉଦ୍ଯମ ଉଜ୍ଜୀବିତ ରହିଆସିଛି ବୋଲି ଅଧ୍ଯକ୍ଷ ଡକ୍ଟର ପରିଡା ମତବ୍ୟକ୍ତ କରିଛନ୍ତି । ଅଧ୍ଯକ୍ଷ ସମସ୍ତଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଏପ୍ରକାର ସମ୍ମାନ ପାଇଁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।

ରିପୋର୍ଟ-
ଡକ୍ଟର ଦ୍ବାରିକାନାଥ ମହାରଣା
ଖଲ୍ଲିକୋଟ, ଗଂଜାମ

News Comment

You Might Also Like

BACK TO TOP