Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଲକ୍ଷ,ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପୈଠ, ହେଲେ ଆଲୋକୀ କରଣ ବ୍ୟବସ୍ଥା ଠପ |

06-Sep-2026

ଆଲୋକିକରଣ ବ୍ୟବସ୍ଥା ଠପ୍ ,ଲକ୍ଷ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପୈଠ |

ଓଡିଶା ଜନ ମତ, ହିଞ୍ଜିଳି, କୃଷ୍ଣ ଚନ୍ଦ୍ର ସାମନ୍ତରା :-----
ଗ୍ରାମାଞ୍ଚଳର ବିଭିନ୍ନ ମୌଳିକ ସୁବିଧା ପୂରଣ କରିବାରେ ଜିଲ୍ଲା ବ୍ଳକ ପାଞ୍ଚୟତ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ମାନେ ଏହି ଲକ୍ଷ୍ୟ ହାସଲ ପାଇଁ ଅଧିକ ନିଷ୍ଠ ଦୃଢ଼ତା ଓ ସଂକଳ୍ପ ର ସହିତ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି ।ଏଥି ସହିତ ସରକାରଙ୍କ ତରଫରୁ ପାଞ୍ଚୟତ ରାଜ ଓ ପାନୀୟ ଜଳ ବିଭାଗୀୟ ଅଧିକାରୀ ଜିଲ୍ଲା ଏବଂ ବ୍ଳକ ସ୍ତରରୁ ଆଭାସୀ ମାଧ୍ୟମରେ ଯୋଗଦେଇଥିବା କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିଲେ ସୁଦ୍ଧା ଗାଁ ବିକାଶ ପାଇଁ ବିଭିନ୍ନ ମୌଳିକ ସୁବିଧା ପୁରଣ କରିବାରେ ବ୍ଳକ ଓ ପାଞ୍ଚୟତ ସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦେଉନଥିବା  ଜଣାପଡିଛି ।ଏପରି ମୌଳିକ ସୁବିଧା ଯୋଗାଇଦେବାରେ ଅବହେଳା କରୁଥିବା ଦୃଶ୍ୟ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ଗଣ୍ଡଳା ପଞ୍ଚାୟତରରେ ଦେଖବା ମିଳିଛି । ସୁଚନାପ୍ରକାରେ ଗାଁରେ  ଆଲୋକିକରଣ ବ୍ୟବସ୍ଥା ଠପ୍ ରହିଛି ।ଗ୍ରାମବାସୀଙ୍କ ସୁଚନାନୁଯାୟୀ ପ୍ରାୟ ଦୀର୍ଘଦିନ ହେଲା ଗାଁ ବନ୍ଧ ନିକଟସ୍ଥ ଛକଠାରେ ଷ୍ଟିଟ ଲାଇଟ ଜଳିବା ବନ୍ଦ ହୋଇଯାଇଛି । ଅନ୍ଧାରରେ ରହିଛି ସାହି ମାନଙ୍କ ରାସ୍ତା ।ଲୋକେ ସ୍ଥାନୀୟ ପଞ୍ଚାୟତର ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଲାଇଟ ଜଳିବାରେ ନାଁ ଧରୁନି ।ଏକ ୨୦୨୫ -୨୬  ଆର୍ଥିକ ବର୍ଷରେ  ପ୍ରାୟ ୫ଲକ୍ଷରୁ  ଉର୍ଦ୍ଧ୍ବ ଟଙ୍କା ବିଦ୍ୟୁତ ବିଲ ପୈଠ କରାଯାଇଛି ବୋଲି ଅନଲାଇନ ରିପୋର୍ଟ କହୁଛି  । ସେହିଭଳି  ଆର୍ଥିକ ବର୍ଷ ୨୦୨୬- ୨୭ ଜୁନ ମାସ ଶେଷ ସୁଦ୍ଧା  ବିଦ୍ୟୁତ ବିଲ ପୈଠ  ପ୍ରାୟ ୧ ଲକ୍ଷରୁ  ଉର୍ଦ୍ଧ୍ବ ଟଙ୍କା ବିଦ୍ୟୁତ ବିଲ ପୈଠ କରାଯାଇଛି ବୋଲି ଅନଲାଇନ ରିପୋର୍ଟ ମଧ୍ୟ କହୁଛି ।ଶ୍ମଶାନ ନିକଟରେ ଲଗାଯାଇଥିବା ସୋଲାର ଲାଇଟ କଥା କହିଲେ ନସରେ ବୋଲି ଗ୍ରାମବାସୀମାନଙ୍କ ଠାରୁ ଶୁଣିବାରେ ମିଳୁଛି ।ପରିମଳ ବ୍ୟବସ୍ଥା ମଧ୍ୟ ଅବ୍ୟବସ୍ଥା ଭିତରେ ଗତି କରୁଛି ।ପ୍ରକାଶ ଥାଉକି ଗାଁ ଲୋକଙ୍କ ବ୍ୟବହାରରେ ଆସୁଥିବା ପୋଖରୀକୁ ନିଲାମୀ କରାଯାଇଛି ।  ନିଲାମୀ ବାତିଲ ପାଇଁ ଅଭିଯୋଗ ପତ୍ର ଦେବା ପରେ ମଧ୍ୟ  କେବେ ହେଲେ  ନିଲାମୀ ହୋଇନଥିବା ପୋଖରୀ ଗାଁ ବନ୍ଧରେ ମାଛ ଜାଆଁଳା ତରବରିଆରେ ଛାଡି ଦିଆଗଲା । ଯା ଫଳରେ ଗାଁରେ ଅସନ୍ତୋଷ ବୃଦ୍ଧି ପାଇଛି । ଅନ୍ୟ ପଟରୁ ପାଞ୍ଚୟତ କାର୍ଯ୍ୟାଳୟର ପୁର୍ବରୁ ଭଲ ଓ ସଫା କଲର ଥିବା ବେଳେ ପୁନର୍ବାର ରଙ୍ଗ ମାରିବା କାର୍ଯ୍ୟ କରୁଛନ୍ତି । କିନ୍ତୁ ସର୍ବସାଧାରଣଙ୍କ ବ୍ୟବହାରରେ ଆସୁଥିବା ମୌଳିକ ସୁବିଧାର ସମାଧାନ ହୋଇପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।ହେଲେ ସରକାରୀ ଗ୍ରାମାଞ୍ଚଳରେ ସହରୀକରଣ ଲକ୍ଷ୍ୟ ରଖିଛନ୍ତି କିନ୍ତୁ କେଉଁଠି ନା କେଉଁଠି ବ୍ଳକ ଓ ପାଞ୍ଚୟତ ସ୍ତରୀୟ ଅଧିକାରୀଙ୍କ  ଆନ୍ତରିକତା ଅଭାବ ରହିଛି । ଏଣୁ ଗ୍ରାମବାସୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସହ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରିଛନ୍ତି ।

News Comment

You Might Also Like

BACK TO TOP