Breaking News

ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||     

ସୁଭଦ୍ରା ଟଙ୍କା ସ୍ତ୍ରୀ ନଦେବାରୁ ତେଣ୍ଟା ଭୁସି ହତ୍ୟା କଲା ସ୍ୱାମୀ |

07-Sep-2026

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା କଲା  ଅର୍ଥ ପିପାସୁ ସ୍ୱାମୀ   |

ଓଡିଶା ଜନ ମତ, ଜଗତ ସିଂହ ପୁର,

 ଜ୍ୟୋତି ରଞ୍ଜନ ପଟ୍ଟନାୟକ :---ମହିଳା ମାନଙ୍କୁ ସ୍ୱାବଲମୀ କରିବା ଉଦେଶ୍ୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ପ୍ରତେକ ମହିଳା ଯାହାଙ୍କ ସର୍ବନିମ୍ 22ବର୍ଷ ରୁ 60 ବର୍ଷ ମଧ୍ୟ ରେ ହୋଇଥିବ ସେମାନଙ୍କୁପାଞ୍ ବର୍ଷ ଭିତରେବର୍ଷକ 10ହଜାର ଲେଖାଏଁ 50 ହଜାର ଦେବେ | ତେବେ ଜଣେ ମଦ୍ୟପ ସ୍ୱାମୀ  ରକ୍ଷା ବନ୍ଧନ କୁ ଆସିଥିବା ସୁଭଦ୍ରା ଟଙ୍କା ସ୍ତ୍ରୀକୁ ମାଗିବାରୁ ସେ ନଦେବାରୁ ତାକୁ ହତ୍ୟା କରିଛି  |ଏହି ଘଟଣା ଘଟିଛି ବଳରାମପୁର ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଯେଉଁଥି ପାଇଁ ଏହି ଘଟଣା କୁନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଜଗତସିଂହ ପୁର ଥାନା ର୍ଜକୋଟି ପଞ୍ଚାୟତ ବଳରାମ ପୁର ଗାଁ ରେ  | ନିଶାସକ୍ତ ଅବସ୍ଥାରେ ସ୍ଵାମୀ ବାଦଲ ଓରଫ ଦିଗମ୍ବର ସ୍ଵାଇଁ ନିଜ ସ୍ତ୍ରୀ ପୁଷ୍ପାଲତା ସ୍ଵାଇଁଙ୍କ ବେକକୁ ତେଣ୍ଟାରେ ଭୁସି ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲା I ଗ୍ରାମବାସୀ ତାକୁ କାବୁ କରିଛନ୍ତି। ଖବର ପାଇ ଜଗତସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଜଗତସିଂହପୁର ହସ୍ପିଟାଲରେ ରଖୁଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ଵାମୀ ବାଦଲ ଓରଫ ଦିଗମ୍ବର ସ୍ଵାଇଁକୁ ପୁଲିସ ଅଟକ ରଖୁ ଅଧିକ ପଚରାଉଚରା ଚଳାଇଛି । ସ୍ତ୍ରୀ ପୁଷ୍ପାଲତାଙ୍କୁ ମଦ ପିଇବା ପାଇଁ ସୁଭଦ୍ରା ଟଙ୍କା ମାଗିଥୁଲା ବାଦଲ । ହେଲେ ସେ ଟଙ୍କା ଦେବାକୁ ରାଜି ନହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ଵାମ ବାଦଲ ତାଙ୍କୁ ତେଣ୍ଟାରେ ଭୁସି ହତ୍ୟା କରିଥିବାର ସ୍ୱୀକାର କରିଛି।

News Comment

You Might Also Like

BACK TO TOP