Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

11 ତମ "ଆୟୁର୍ବେଦ ଦିବସ ` ତାଳସର ଠାରେ ପାଳିତ ||

23-Sep-2026

ତାଳସର ଠାରେ ପାଳିତ ହେଲା 11 ତମ "ଆୟୁର୍ବେଦ ଦିବସ l"

ଓଡିଶା ଜନମତ, ବେଗୁନିଆପଡା :23/09/26 :

ଭଞ୍ଜ କିଶୋର ମହାରଣା l

ଆୟୁଷ ମନ୍ତ୍ରଣାଳୟ ଓ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ  ବୁଧବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ସ୍ଥିତ ସରକାରୀ ଆୟୁର୍ବେଦ ମେଡିକାଲ ପରିସରରେ 11 ତମ "ଆୟୁର୍ବେଦ ଦିବସ" ପାଳିତ ହୋଇଯାଇଛି l ଆୟୁଷ ଡାକ୍ତର ଅମୀୟପ୍ରଭା ସୁବୁଦ୍ଧିଙ୍କ  ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦ ବିଜ୍ଞାନର ପ୍ରାସଙ୍ଗିକତା ସମ୍ବନ୍ଧରେ ନିଜର ବହୁମୂଲ୍ୟ ମତ ରଖିଥିଲେ Dr ସୁବୁଦ୍ଧି l ନିଜ ବକ୍ତବ୍ୟରେ "ଆୟୁର୍ବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ, ବରଂ ଏହା ଶରୀର, ମନ ଏବଂ ଆତ୍ମାକୁ ସୁସ୍ଥ ରଖିବାର ଜୀବନଶୈଳୀ" ବୋଲି ମତ ଦେବା ସହ "ଆୟୁର୍ବେଦର ମହତ୍ତ୍ଵ, ପ୍ରାଚୀନ ଚିକିତ୍ସା ପ୍ରଣାଳୀ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୂଳଲକ୍ଷ" ବୋଲି  ମନ୍ତବ୍ୟ ଦେଇଥିଲେ l ଏହି ଅବସରରେ ମେଡିକାଲ ପରିସର,ପଞ୍ଚାୟତ କାର୍ଯ୍ୟାଳୟ ଏବଂ ତାଳସର ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ ବୃକ୍ଷ ଯଥା- ବେଲ, ଅଁଳା, ତେଜପତ୍ର, ଡାଲଚିନି, ବଉଳ ଆଦି ରୋପଣ କରାଯାଇଥିଲା l ଏହାସହ ମାଗଣା ସ୍ୱାସ୍ଥ୍ୟ ଶିବିର, ମାଗଣା ଔଷଧ ବଣ୍ଟନ, ରକ୍ତଚାପ ଏବଂ ଡାଇବେଟିସ ପରୀକ୍ଷା ଆଦି କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ତାଳସର ଗ୍ରାମ୍ୟ କମିଟି ସଭାପତି ଭବାନୀ ପ୍ରସାଦ ଜେନା (ବୁଲା), ଦଣ୍ଡପାଣି ମହାରଣା,ଦାମୋଦର ନାୟକ, ରମେଶ ବିଷୋୟୀ, ପାଣୁ ସାହୁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଆୟୁର୍ବେଦ କର୍ମୀ ସୁଭଦା ପ୍ରିୟଦର୍ଶିନୀ, ସନାତନ ମହାପାତ୍ର,ସାଗରିକ ମହାପାତ୍ର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ l ସୂଚନାଯୋଗ୍ୟ 2016 ମସିହା ଠାରୁ ଆରମ୍ଭ ହୋଇଥିବା ଏହି "ଜାତୀୟ ଆୟୁର୍ବେଦ ଦିବସ" ଧନ୍ଵନ୍ତରୀ ଜୟନ୍ତୀ ବା ଧନତେରସ ଅବସରରେ ପାଳିତ ହୋଇଆସୁଥିଲା l କିନ୍ତୁ  ବିଶ୍ୱସ୍ତରରେ ସମ୍ୟତା ରଖବା ପାଇଁ 2025 ମସିହା ଠାରୁ ସରକାରୀ ବିଜ୍ଞପ୍ତି ଅନୁସାରେ ଏକ ନିର୍ଦ୍ଧିଷ୍ଟ ତାରିଖ ସେପ୍ଟେମ୍ବର 23 ତାରିଖ ଦିନ ଏହା ପାଳନ ହୋଇଆସୁଅଛି l

News Comment

You Might Also Like

BACK TO TOP