Breaking News

ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||     

ମହିଳାଙ୍କ ଦୁଇ ଟି ସନ୍ତାନକୁ ନଷ୍ଟ କରି ଟଙ୍କା, ସୁନା ଧରି ଚାଲି ଯାଇଥିବା ସ୍ୱାମୀ କୁ ଗିରଫ କଲା ପୋଲିସ |

25-Sep-2026

ବିଧବା ମହିଳାଙ୍କୁ ପ୍ରଲୋଭିତ କରି ବିବାହ କରି ଦୁଇଟି ସନ୍ତାନ ନଷ୍ଟ କରି ଫେରାର ହୋଈ ଯାଇଥିବା ସ୍ୱାମୀ କୁ ଗିରଫ କଲା ପୋଲିସ  |

ଓଡିଶା ଜନ ମତ ବ୍ୟୁରୋ,

ଜଣେ ବିଧବା ମହିଳା ଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯିବା ପରେ ସେ ତାମିଲନାଡୁର ତିରିପୁର ରେ ଗୋଟେ କମ୍ପାନୀରେ କାମ କରୁଥିଲେ | ସେହି ସମୟରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରକନ୍ଧା ପଞ୍ଚାୟତ ଅଧିନସ୍ଥ ତେନ୍ତୁଳିକନ୍ଧା ଗ୍ରାମର ଜଣେ ଯୁବକ ଦୀପକ ପ୍ରଧାନ  , ବୟସ ( ୩୨ ) , ପିତା - କ୍ଷୀରୋଦ ପ୍ରଧାନ ,  ଆସି ମୁଁ କାମ କରୁଥିବା କମ୍ପାନୀରେ ଦେଖା କରି ମୋତେ ଭଲ ପାଇବାକୁ ଲାଗିଲା | ମୋତେ ମିଛ ପ୍ରଲୋଭନ ଦେଖାଇ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କଲା | ଶାରୀରିକ ସଂପର୍କ ରଖିବାକୁ ମୁଁ ମନା କରିବାରୁ ମୋତେ ବାହା ହେବା ପାଇଁ କହି କୋର୍ଟ ରେ ବାହା ହେଲା | ତା ପରେ ଦୀପକ ପ୍ରଧାନ ଓ ମୁଁ ତାମିଲନାଡୁ ରେ କମ୍ପାନୀରେ ଦୁଇ ଜଣ କାମ କରୁଥିଲୁ ଓ ଗୋଟେ ରୁମରେ ରହୁଥିଲୁ | ଅଧିକାଂଶ ସମୟରେ  ମୋ ଦେହ ଅସୁସ୍ଥ ଲାଗୁଥିଲେ ମଧ୍ୟ  ମୋ ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତି ଶାରୀରିକ ସଂପର୍କ ରଖୁଥିଲା | ଦୀର୍ଘ ୪ ବର୍ଷ ଭିତରେ ମୋର ଦୁଇ ଥର ଛୁଆ ରହିଥିଲା କିନ୍ତୁ ସେ ମୋତେ ଛୁଆ ନଷ୍ଟ କରିବାକୁ ବାଧ୍ୟ କରୁଥିଲା | ହେଲେ ଛୁଆ ନଷ୍ଟ କରିବାକୁ ମୁଁ ମନା କରିବାରୁ ମୋତେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇ ଜୋର୍ ଜବରଦସ୍ତି ହସ୍ପିଟାଲ ରୁମେଡ଼ିସିନ ଖୁଆଇ ମୋର ଦୁଇଟି ଛୁଆ ନଷ୍ଟ କରି ଭୃଣ ହତ୍ୟା କରିଛି , ପୁଣି ଥରେ ମୂଁ ଗର୍ଭବତୀ ହେବାର ଜାଣି  ସେ ମୋତେ ପୁଣି ଛୁଆ ନଷ୍ଟ କରିବାକୁ କହିଲା | ମୁଁ ମନା କରିବାରୁ ମୋତେ ମାନସିକଶାରୀରିକ
ନିର୍ଯ୍ୟାତନାଦେବା ସହ ମୋ ସହିତ  ବଳାକ୍ତାର ଓ ଧର୍ଷଣ ଭଳିକାର୍ଯ୍ୟ କରି ମୋତେ ଯନ୍ତ୍ରଣା ଦେଉଥିଲା  || ମୋର ତଳି ପେଟ ଏବଂ ପ୍ରାଇଭେଟ୍ ପାର୍ଟ କୁ ବିଧା ଗୋଇଠା ମାରି  ଅତ୍ୟାଚାର କରି ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରୁଥିଲା | ପ୍ରାୟ ୧ ମାସ ପୂର୍ବରୁ ମୁଁ କମ୍ପାନୀରେ ଡିୟୁଟି କରୁଥିବା ସମୟରେ ମୋର  ୪ ଭରିର ଗୋଟିଏ ସୁନାହାର, ଗୋଟିଏ 14 ଗ୍ରାମର ସୁନା ଚେନ୍, ଗୋଟିଏ ସୁନା ମୁଦି ୧୨ ଗ୍ରାମର, ୮ ଗ୍ରାମର - ୨ ଟି ସୁନାମୁଦୀ , ମଙ୍ଗଳସୂତ୍ର ୧୨ ଗ୍ରାମର - ଗୋଟିଏ ଓ ମୋର ୪ ବର୍ଷର ଦରମା ଟଙ୍କା ଆଟାଚରେ ଥିବା ୬ ଲକ୍ଷ ଟଙ୍କା ଚୋରି କରି ନେଇ ଲୁଚି କୁଆଡେ ପଳାଇ ଯାଇଥିଲା | ମୁଁ କମ୍ପାନୀ ଡିୟୁଟି ରୁ ଆସି ଦେଖିଲି ସେ ନାହିଁ ଓ ମୋର ଟଙ୍କା ଏବଂ ସୁନା ଗହଣା ସବୁ ନେଇ ଯାଇଛି |  ତା ପରେ ମୁଁ ତାର  ନମ୍ବରକୁ  ଫୋନ କରିଲି ହେଲେ ତାର ସୁଇଚ ଅଫ ଥିଲା |  ଲଗାତାର ତିନି ଦିନ ପରେ ତାର ଫୋନ୍ ଅନ କରିବା ପରେ ମୁଁ ଫୋନ୍ କରି ପଚାରିଲି ତୁମେ ୩ ଦିନ ହେଲାଣି କୁଆଡେ ଯାଇଛ ମୋତେ ଏକା ଛାଡ଼ି ଦେଇ | ସେ କହିଲା ଘରକୁ ଯାଇଛି ବୋଲି | ତା ପରେ ସେ ମୋ ନମ୍ବରକୁ ରିଜେକ୍ଟ ଲିଷ୍ଟ ରେ ପକାଇ ଦେଲା | ତା ସହିତ ଯୋଗାଯୋଗ ନ ହେବାରୁ ମୁଁ କରଜ କରି  ଟଙ୍କା ଯୋଗାଡ଼ କରି ତାମିଲନାଡୁ ରୁ ଘରକୁ ଆସିଲି  | ମୁଁ ଘରକୁ ଆସି ତାକୁ ଫୋନ କରିବାରୁ ସେ ମୋତେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି କହିଲା ମୋ ବାପା ଓ ମାଆ ତୋତେ ଘରକୁ ଆଣିବାକୁ ରାଜି ହେଉ ନାହାନ୍ତି ମନା କରୁଛନ୍ତି | ତା ପରେ ଦୀପକ ପ୍ରଧାନ , ତାର ବାପା କ୍ଷୀରୋଦ ପ୍ରଧାନ , ତାର ମାଆ ସାବିତ୍ରୀ ପ୍ରଧାନ , ତାର ପ୍ରଥମ ସ୍ତ୍ରୀ ଅନୁପମା ରାଉତ ମୋତେ ଫୋନରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଧମକ ଦେଇ କହିଲେ  ଯଦି ଥାନା କିମ୍ବା କୋର୍ଟ କଚେରୀକୁ ଆମ ନାଆଁ ରେ କେଶ୍ କରିବାକୁ ଜାଇଥିବୁ ତୋତେ ଜୀବନରୁ ମାରି ଶେଷ କରିଦେବୁ ନା ଥିବ ବାଉଁଶ ନା ବାଜିବ ବଇଁଶୀ | ଏମିତି କହି ଫୋନ କାଟି ଦେଇ ମୋ ନମ୍ବରକୁ ପୁଣି ରିଜେକ୍ଟ ଲିଷ୍ଟ ରେ ପକାଇ ଦେଲା | ମୁଁ ଅନ୍ୟ ନମ୍ବରରୁ ଫୋନ୍ କରିବାରୁ ସେ ସୁଇଚ ଅଫ କରିଦେଲା | ଏହା ପରେ ମୁଁ କିଛି ସାହାରା ନ ପାଇ ବାଧ୍ୟ ହୋଇ  ମୋର ଓ ମୋ ପେଟରେ ବଢ଼ୁଥିବା ଛୁଆକୁ ନ୍ୟାୟ ପାଇବା ପାଇଁ ମହାକାଳପଡ଼ା ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇ ଆଇନର ଆଶ୍ରୟ ନେଲି | ମୋ ଅନିଚ୍ଛା ସତ୍ତ୍ବେ ମୋ ସହିତ ଦୀପକ ପ୍ରଧାନ ମାନସିକ ଶାରୀରିକ ନିର୍ଯ୍ୟାତନା ଦେଇ ମୋ ଜୀବନକୁ ଓ ମୋ ପିଲାର ଜୀବନକୁ ବରବାଦ କରିଦେଲା | ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଉଛି | ମୋର ଜୀବନ ବର୍ତ୍ତମାନ ଠାରୁ ବିପଦରେ | ମୁଁ ଥାନାରେ ଅଭିଯୋଗ କରିବା ପରେ ଦୀପକ ପ୍ରଧାନ ଓ ତାର ଘର ଲୋକ ମୋତେ ଓ ମୋର ପିଲାକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବେ | ଅଭିଯୋଗ କରିବା ପରେ ଦୀପକ ପ୍ରଧାନର ଘର ଆଗରେ ଭୋକ ଉପାସରେ ଧାରଣାରେ ବସିବା ପାଇଁ ସ୍ଥିର କରିଛି | ବର୍ତ୍ତମାନ ଠାରୁ ମୋର ଓ ମୋ ପେଟରେ ବଢ଼ୁଥିବା ପିଲାର ଯଦି କିଛି ସନ୍ଦେହ ଜନକ ଘଟଣା ଦୁର୍ଘଟଣା ଘଟେ ଏବଂ କିଛି ବି କ୍ଷତି ହୁଏ ସେଥିପାଇଁ ଆସାମୀ ଦୀପକ ପ୍ରଧାନ , ତାର ବାପା କ୍ଷୀରୋଦ ପ୍ରଧାନ , ତାର ମାଆ ସାବିତ୍ରୀ ପ୍ରଧାନ ଓ ତାର ପ୍ରଥମ ସ୍ତ୍ରୀ ଅନୁପମା ରାଉତ ଦାୟୀ ରହିବା ସହିତ ଆଇନ ଅନୁଯାୟୀ ଦଣ୍ଡରେ ଦଣ୍ଡିତ ହେବେ , ଗତ କାଲି ରାତି ପ୍ରାୟ 1 ଟା ସମୟରେ ମୁଖ୍ୟ ଅଭିଯୁକ୍ତ ଦୀପକ ପ୍ରଧାନକୁ ଭୁବନେଶ୍ଵରର ଏକ ରାସ୍ତା କଡରୁ ମହାକାଳପଡ଼ା ପୋଲିସ ଗିରଫ କରି ମହାକାଳପଡ଼ା ଥାନାକୁ ଆଣି ଆଜି 23 ତାରିଖରେ ଡାକ୍ତରୀ ଚିକିତ୍ସା କରି ସୁସ୍ଥ ଭାବରେ କୋର୍ଟ ଚାଲାଣ କରିଛନ୍ତି , ତେଣୁ ମୁଁ  ଅଭିଯୋଗ କାରିଣୀ ମାନି ସାମଲ ମହାକାଳପଡ଼ା ପୋଲିସ ଙ୍କୁ ଧନ୍ୟବାଦ୍ ଜଣାଉଛି  | ଆଗକୁ ମୋତେ ଏବଂ ମୋର ଛୁଆକୁ ରକ୍ଷା କରି  ମୋତେ ନ୍ୟାୟ ପ୍ରଦାନ କଲେ ମୂଁ ପୋଲିସ ଙ୍କ ପାଖରେ ଓ ଆଇନର ମୁଖ୍ୟ ନ୍ୟାୟଧିସ ଙ୍କ ପାଖରେ ଚିର ରୁଣୀ ରହିବି  |

News Comment

You Might Also Like

BACK TO TOP