Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||

02-Oct-2026

ସର୍ଟ-ସର୍କିଟ ଲାଗି ଛତ୍ରପୁର ମେଇନ୍ ରୋଡ଼ ରାଜସ୍ଥାନ ମିଠା ଦୋକାନରେ ଅଗ୍ନିକାଣ୍ଡ ।
ଓଡ଼ିଶା ଜନମତ,ଛତ୍ରପୁର, ତା. ୨ / ୧୦ 

କେ.ସତ୍ୟନାରାୟଣ ରେଡ୍ଡୀ:----

ଛତ୍ରପୁର ମେଇନ୍ ରୋଡ଼ ମୁଖ୍ୟବଜାରରେ ଏକ ଭୟାଭୟ ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି ।
ଘଟଣାଟି ଏକ ପ୍ରସିଦ୍ଧ ରାଜସ୍ଥାନ ସ୍ବିଟ୍-କମ୍ ବେକରୀ ଦୋକାନରେ ନିଆଁ ଲାଗି ଯାଇଥିଲା ।
ସର୍ଟ-ସର୍କିଟ ଲାଗି ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି । 
ଅଗ୍ନିକାଣ୍ଡ ଗୁରୁବାର ବିଳମ୍ବିତ ରାତ୍ର ୧୦.୩୦ ମିନଟ୍ ସମୟରେ ରାଜସ୍ଥାନ ମିଠା ଦୋକାନରେ ନିଆଁ ଲାଗିଥିବା ଖବର ମିଳିଥିଲା ।।
ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଫାୟାର ଷ୍ଟେସନ ଅଫିସର୍ ଧନଞ୍ଜୟ ମଲ୍ଲିକ୍ ଙ୍କ ସହ ଛତ୍ରପୁର ଅଗ୍ନିଶମ ବାହିନୀ ସଦଳ ବଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡ ଗୁରୁବାର ବିଳମ୍ବିତ ରାତ୍ର ୧୦.୩୦ ମିନଟ୍ ସମୟରେ ଦୋକାନ ବନ୍ଦ ହେବା ପରେ ନିଆଁ ଲାଗି ବାର ସ୍ଥାନୀୟ ଲୋକେ କେହି ଦେଖି ଛତ୍ରପୁର ଦମକଳ କେନ୍ଦ୍ର କୁ ଫୋନ୍ କଲ୍ କରି ଜଣାଇଥିଲେ । ଦମକଳ ଗାଡ଼ି ପହଞ୍ଚି ସୁରକ୍ଷିତ ଅବସ୍ଥାରେ ନିଆଁକୁ ଆୟତ୍ତ କରିଥିଲେ ।
ପାୱାର କଟ୍ ହେତୁ ସ୍ଥାନୀୟ ମଝି-ବଜାର ସାରା ଅନ୍ଧକାର ଭିତରେ ଅଗ୍ନିଶମ ବାହିନୀ ନିଆଁ ଲିଭା ଏବଂ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ଧୂଆଁ ନଳା ଯନ୍ତ୍ର ଏବଂ ଆଧୁନିକକରଣ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ସାହସର ସହ ନିଆଁ ଲିଭାଇବାରେ ସହାୟକ ହୋଇଥିଲେ ।।

News Comment

You Might Also Like

BACK TO TOP