Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |

02-Oct-2026

ଭଏସ୍ ଅଫ୍ ମିଡିଆ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ  ସଙ୍ଗଠନ ଓ ଅଫିସ ଉଦଘାଟନ 

ଓଡିଶା ଜନ ମତ,ଧରାକୋଟ,2/10/26, 

କୃଷ୍ଣ ଚନ୍ଦ୍ର ସାମନ୍ତରା :---
ଧରାକୋଟ ନିକଟସ୍ଥ ପୁଟୁ ସ୍ଥିତ ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିର ପରିସରରେ   ଆନ୍ତର୍ଜାତିକ ଭଏସ୍ ଅଫ୍ ମିଡିଆ ଧରାକୋଟ ବ୍ଲକ ୟୁନିଟ ଗଠନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭଏସ୍ ଅଫ୍ ମିଡିଆର ରାଜ୍ୟ ସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର, ରାଜ୍ୟ ଉପ ସଭାପତି ଅଜିତ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ସହ ସମ୍ପାଦକ ନୃସିଂହ ଚରଣ ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ କାଳୀ ଚରଣ ବ୍ରହ୍ମା,ତ୍ରିଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଧରାକୋଟ ବ୍ଲକ ପାଇଁ   ଭଏସ ଅଫ ମିଡିଆ ର ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭପତି ଭାବରେ ହୃଦାନନ୍ଦ ଜେନା,ଉପ ସଭାପତି ଭାବେ  ଅଶେଷ ପାତ୍ର,ସମ୍ପାଦକ ଭାବେ କାଳୁଚରଣ ମହାପାତ୍ର,ସହ ସମ୍ପାଦକ ଭାବରେ ପୂର୍ଣ୍ଣ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ଭାବେ ଶଙ୍କର ପାଣିଗ୍ରାହୀ,ଉପଦେଷ୍ଟା ଭାବରେ ଗିରିଜା ପ୍ରସାଦ ରଥ,ରୁଦ୍ର ନାରାୟଣ ପଣ୍ଡା ଙ୍କୁ ମନୋନୀତ ହୋଇଥିଲେ।  ଆଜିର ବୈଠକରେ ରାଜ୍ୟ ସଭାପତି ସଂଗଠନ ଦ୍ୱାରା ମିଳୁଥିବା ସମସ୍ତ ସୁବିଧା ଯଥା ସାମ୍ବାଦିକ ମାନଙ୍କ  ସ୍ୱତନ୍ତ୍ର ସୁରକ୍ଷା ଆଇନ,ସାମ୍ବାଦିକ ବୀମା,ପିଲାମାନଙ୍କ ପାଠ୍ୟ ଉପକରଣ,୬୦ ବର୍ଷ ପରେ ସାମ୍ବାଦିକ ଭତ୍ତା ସହ ଅନେକ ବିଷୟ ଉପରେ ଆଲୋକ ପାତ କରିଥିଲେ । ବୈଠକରେ ସଦସ୍ୟ ବଳରାମ ସାହୁ,ଶ୍ରୀକାନ୍ତ ସାବତ, ପଞ୍ଚୁ ନାରାୟଣ ପାତ୍ର, ସଞ୍ଜୀବ ପଣ୍ଡା,ବିଶ୍ୱାସ ପାତ୍ର,ସଞ୍ଜିତ ସ୍ୱାଇଁ , ଶିଶିର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ତାଳପାଟଣା ଠାରେ ଭଏସ ଅଫ ମିଡିଆ ର ନୂତନ କାର୍ଯ୍ୟଳୟ ରାଜ୍ୟ ସଭାପତି ଙ୍କ ଦ୍ଵାରା ଉଦ୍ଘାଟିତ ହେଇଥିଲା। ସନ୍ଦିପ୍ ସାର୍  ସମସ୍ତ ସଦସ୍ୟ ଙ୍କୁ ହୃଦୟ ରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି। ଅତି ଗୁରୁତ୍ୱପୂର୍ଣ୍ଣ  ମିଶ୍ର ସାର୍ ଙ୍କ ସକ୍ଷମ ମାର୍ଗଦଶନ ଓ ନେତୃତ୍ଵ ଅତ୍ୟନ୍ତ ଉତ୍କୃଷ୍ଟ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସିତ କରିଛନ୍ତି।ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

News Comment

You Might Also Like

BACK TO TOP