Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |

07-Oct-2026

କେରଙ୍ଗ ରେ ଖୋର୍ଦ୍ଧା ବ୍ଲକ  ସ୍ତରୀୟ ଯୁବ ସମାବେଶ - ୨୦୨୬::ବାଲ୍ୟ ବିବାହ ବନ୍ଦ, ଲିଙ୍ଗଗତ ସମାନତା,ମହିଳା ହିଂସା ଦୂର ପାଇଁ ନେଲେ ଶପଥ 
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ଖୋର୍ଦ୍ଧ  ବ୍ଲକ ଅନ୍ତର୍ଗତ କେରଙ୍ଗ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକ  ସ୍ତରୀୟ ଯୁବ ସମାବେଶ - ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ସହକାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ  ଖୋର୍ଦ୍ଧା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, କେରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ମବରୁ ହୁସେନ, ଏବିଡିଓ ଦେବେନ୍ଦ୍ର ପ୍ରଧାନ , ଖୋର୍ଦ୍ଧା ସିଡିପିଓ ନନ୍ଦିତା ମହାନ୍ତି  , ଡିସିପିଓ, ବିଇଓ, ପିଓ ତଥା ଏପିଓ, ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକମଣ୍ଡଳୀ ମିଳିତ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା, ଯୁବ କ୍ଲବ, ଏନଏସଏସ ଅଧିକାରୀ, ଅଦ୍ୱିକା କ୍ଲବ, ଅଙ୍ଗନୱାଡ଼ି କର୍ମୀ ଏବଂ ୧୩୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ବିଶେଷ କରି  ପ୍ରଥମେ ଖୋର୍ଦ୍ଧାର ସିଡିପିଓ ନନ୍ଦିତା ମହାନ୍ତି  (ବେଟି ବଚାଓ ବେଟି ପଢାଓ) ଅଧୀନରେ ଏହି ଯୁବ ସମାବେଶର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ । ପରେ ବିଇଓ, ଡିସିପିଓ ଏବଂ ପ୍ରଧାନ ଶିକ୍ଷକ  ତିନୋଟି ବିଷୟବସ୍ତୁ ଉପରେ ବଡ ଦଳ ଏବଂ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଛାତ୍ରଛାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ପରେ ଲୋକନୃତ୍ୟ ଓ ସଚେତନତା କାର୍ଯ୍ୟକ୍ରମ: ଲିଙ୍ଗଗତ ସମାନତା, ବାଲ୍ୟ ବିବାହ ଏବଂ ମହିଳାଙ୍କ ପ୍ରତି ହିଂସା ଉପରେ ଆଧାରିତ ଲୋକକଳା ପ୍ରଦର୍ଶନ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସହିତ  ଛାତ୍ରଛାତ୍ରୀମାନେ ପୋଷଣ, ଶିଶୁ ଅଧିକାର ଏବଂ ଭବିଷ୍ୟତର ସ୍ୱପ୍ନ ସମ୍ବନ୍ଧୀୟ ଫଳକ ଧରି ଏକ ବିଶାଳ ଶୋଭାଯାତ୍ରା କରିଥିଲେ ।ସେହିପରି  ପିଲାମାନେ ବହୁତ ଆନନ୍ଦର ସହ ତିନୋଟି ବିଭିନ୍ନ ବିଷୟରେ ବିତର୍କ, କୁଇଜ୍ ଏବଂ ପୋଷ୍ଟର ତିଆରି ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ଶେଷରେ ବିଜେତାମାନଙ୍କୁ ଅତିଥି ମାନେ  ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି ଅବସରେ ଉପସ୍ଥିତ ସମସ୍ତେ ମିଳିମିଶି ବାଲ୍ୟ ବିବାହ ବନ୍ଦ, ଲିଙ୍ଗଗତ ସମାନତା ଏବଂ ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ଶପଥ ନେଇଥିଲେ । ଏହା ପରେ ବିଦ୍ୟାଳୟ ପରିସର ଭିତରେ ବୃକ୍ଷରୋପଣ କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସେହି ଗଛଗୁଡ଼ିକର ଯତ୍ନ ନେବାକୁ ଅନୁରୋଧ କରାଯିବା ସହିତ  ଶେଷରେ ସମସ୍ତେ ଦସ୍ତଖତ ଅଭିଯାନରେ ଅଂଶଗ୍ରହଣ କରିଥିଲେ ।
ଶେଷରେ ଖୋର୍ଦ୍ଧାର ସିଡିପିଓ ନନ୍ଦିତା ମହାନ୍ତି ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ  ।

News Comment

You Might Also Like

BACK TO TOP