Breaking
News
Breaking
News
10-Oct-2026
ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ
ଓଡିଶା ଜନମତ ବରଗଡ଼ - ମନୋହର ଦାଶ :-----
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନଭେମ୍ବର ୪ ତାରିଖରେ ଗାୟତ୍ରୀ ଯଜ୍ଞ ପାଳନ କରାଯିବାକୁ ସ୍ଥିର ହୋଇଛି । ପାଇକମାଲ ସ୍ଥିତ ମାଉସୀ ମା’ ମନ୍ଦିର ଠାରେ ସଭାପତି ଗିରିଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ସତ୍ୟ ନାରାୟଣ ଯୋଷୀ, ପ୍ରିତିଶ ରଞ୍ଜନ ବଡ଼ପଣ୍ଡା, ରୋଶନ ପାଣିଗ୍ରାହୀ, ସୁଶାନ୍ତ କୁମାର ପାଣିଗ୍ରାହୀ, ଦୁର୍ଯ୍ୟୋଧନ ତ୍ରିପାଠୀ, ମନୋଜ କୁମାର ପୁରୋହିତ, ସନ୍ତୋଷ କୁମାର ପାଢ଼ୀ, ବୁଲୁ କୁମାର ନାୟକ, ସିଦ୍ଧାର୍ଥ ପାଣିଗ୍ରାହୀ, ସୁବଳ ପଣ୍ଡା, ଆଲୋକ ମିଶ୍ର, ରିଙ୍କୁ ମହାପାତ୍ର, ମାତୃ ପ୍ରସାଦ ରଥ ଅଂଶ ଗ୍ରହଣ କରିଥିଲେ ।
BACK TO TOP