Breaking
News
Breaking
News
19-Oct-2026
ମହାଗୌରି ବେଶ ରେ ଦର୍ଶନ ଦେଲେ ମା କନକ ଦୂର୍ଗା |
ଓଡିଶା ଜନ ମତ, ହିଞ୍ଜିଳି, କୃଷ୍ଣ ଚନ୍ଦ୍ର ସାମନ୍ତରା;-----
ଗଂଜାମ ଜିଲ୍ଲା, ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଦୟାନିଧି ପୁର ଶାସନ ଗ୍ରାମରେ ବହୁ ପ୍ରାଚୀନ କାଳରୁ ମାଁ କନକ ଦୂର୍ଗା ମନ୍ଦିର ଅବସ୍ଥାପିତ। ଏହି ଗ୍ରାମ ଟି ଶାଶନୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ମୌଳିକ ବୃତ୍ତି ପୁରୋହିତ କର୍ମକାଣ୍ଡ କରି ଯେଜମାନ ମଙ୍ଗଳ କାମନା କରିବା , ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀରେ ମା କନକ ଦୂର୍ଗା ପୂଜାର୍ଚ୍ଚନା ହୋଇଥାଏ। ଗ୍ରାମର ଲୋକମାନେ ଓ ବନ୍ଧୁବାନ୍ଧବ ମିଶି ମହା ଅଷ୍ଟମୀ ବହୁ ଧୂମଧାମରେ ପର୍ବ ପାଳନ ହୋଇଥିଲା। ମାଁ ଙ୍କ କିମ୍ବଦନ୍ତୀ ଅନୁଯାୟୀ ମାଁ ପାଖରେ ଯାହା ମାନସିକ ରଖିଥାନ୍ତି , ମନସ୍କାମନା ପୂର୍ଣ୍ଣ ହୁଏ। ଶ୍ରଦ୍ଧାଳୁ ଭକ୍ତମାନେ ଆସି ଦର୍ଶନ କରି ପ୍ରଭୁ ଆଶିଷ କୃପା ଲାଭ କରିଥାନ୍ତି। ବହୁ ସରକାରୀ ପଣ୍ଡିତ ଓ ସରକାରୀ ଅଫିସର, ଜ୍ୟୋତିଷର , ପଞ୍ଜିକା ଅନୁସାରେ ଗଣନା ,ସାମଵେଦୀ ବ୍ରାହ୍ମଣ ଅଟନ୍ତି। ସମାଜ ମଙ୍ଗଳ ମାଙ୍ଗଳିକ କାର୍ଯ୍ୟକ୍ରମ କରନ୍ତି।
BACK TO TOP