Breaking News

ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||     

ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||

19-Oct-2026

ଦଳସର ଖଣ୍ଡି ଗ୍ରାମରେବିଜେ ଦକ୍ଷିଣ କାଳୀଙ୍କ ପୀଠରେ ସରିଲା ଷୋଡଶ ପୂଜା |

ପୁରୁଷୋତ୍ତମପୁର ବ୍ଳକ ସହିତ ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ତନ୍ତ୍ର ପୀଠ  ଦକ୍ଷିଣ କାଳୀଙ୍କ ପୀଠରେ ସରିଲା ଷୋଡଶ ଉପଚାର ପୂଜା | ଦୀର୍ଘ 16 ଦିନତଳେ ଆଶ୍ୱିନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ  ଆଶ୍ୱିନ ଶୁକ୍ଳ ମହାଷ୍ଟମୀ ପର୍ଯ୍ୟନ୍ତ ପାର୍ବଣ ଋତୁରେ ଏକ ଭକ୍ତି ପୂର୍ଣ୍ଣ ପରିବେଶ ରେ ଆରମ୍ଭ ହୋଇଥିଲା ଦକ୍ଷିଣ କାଳୀଙ୍କ ଷୋଡଶ ଉପଚାର ପୂଜା |ପ୍ରତିଦିନ ପୁରୋହିତ ସୁଧାଂଶୁ ଶେଖର ମିଶ୍ର ଙ୍କ ଚଣ୍ଡୀପାଠରେ ମାଆଙ୍କୁ ସନ୍ତୁଷ୍ଟ କରିବା ସହ ଜଗତର ମଙ୍ଗଳ ପାଈଁ ହୋଇଥାଏ ଚଣ୍ଡୀପାଠ |ଏଠାରେ ଏହା ଦୁଇଥର ହୋଇଥାଏ |ସକାଳ ଆଠ ଘଣ୍ଟରୁ ଆରମ୍ଭ ହୋଈ ସନ୍ଧ୍ୟରେ ମାଆଙ୍କ ଅର୍ଣ୍ଣ ଭୋଗ  ହୋଇଥାଏ |ପୁଣି ରାତ୍ର 10 ଘଣ୍ଟରୁ ଆରମ୍ଭ ହୋଈ ପ୍ରାତ 4ଘଣ୍ଟ ରେ ପୂଜା ସହିତ ଚଣ୍ଡୀପାଠ ଓ ଭୋଗ ହୋଇଥାଏ | ଆଜିହୋଉଛି ସମାପନ ଦିବସ | ବହୁଭକ୍ତ ଏଠାରେ ଉପସ୍ଥିତ ହୋଈ ମାଆଙ୍କ ଦର୍ଶନ ସହିତ ନିଜେ ରୋଷେଇ  କରିବା ସହମାଆଙ୍କ ଭୋଗ ପ୍ରସାଦ ସେବନ କରିଥାନ୍ତି | ଏହାକୁପରିଚାଳନା କରିଥାନ୍ତି ମନ୍ଦିର ଟ୍ରଷ୍ଟି ସୁଦର୍ଶନ ନାୟକ, ସଦସ୍ୟ ଜଗତ ବନ୍ଧୁପଣ୍ଡାଙ୍କ ସହିତ ଅନ୍ୟ ସଦସ୍ୟ  ମାନେ ଏହାକୁ ସହଯୋଗ ଅରିଥାନ୍ତି |  ମନ୍ଦିର ର ମୁଖ୍ୟ ସେବାୟତ ବାସୁଦେବ ପାଳ ଙ୍କ ସହିତ ଅନ୍ୟନ୍ୟ ସେବାୟତ ମାନେ ଉତ୍ତମ ରୂପେ ମାଆଙ୍କ ମାଜଣା,ବେଶ,ଭୋଗ,
ଆଳତି କରିଥାନ୍ତି  | ଏଠାକୁ ଭକ୍ତ ଦର୍ଶନ ପାଈଁ ଆସି ତାଙ୍କ ପରିବାର ସହ ଜଗତ ର ମଙ୍ଗଳ କାମନା କରିଥାନ୍ତି |

News Comment

You Might Also Like

BACK TO TOP