Breaking News

ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||      ପୋଲିସ ଓ ବରିଷ୍ଟ ନାଗରିକ ଙ୍କ ସହଯୋଗ ରେ ଜନ ସାଧାରଣ ଙ୍କୁ ନେଇ ସାମନ୍ୱୟ ବୈଠକ ଅନୁଷ୍ଠିତ |    (23-Oct-2026)       ||      ବେଗୁନିଆପଡା 46 ନଂ ଜୋନ ରେ ବିଜେଡିର ବାଇକ ଶୋଭାଯାତ୍ରା |   (23-Oct-2026)       ||      ବିଜେପିର ଜନ ସମ୍ପର୍କ ପଦଯାତ୍ରା ବଡ଼ ଖଇର ଖମା ପଞ୍ଚାୟତ ରେ ଅନୁଷ୍ଠିତ |   (23-Oct-2026)       ||      କୃଷ୍ଣ ଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ ପାଇଲେ ସାହିତ୍ୟିକ ଧର୍ମା ନନ୍ଦ ମହାରଣା |    (23-Oct-2026)       ||      ଗାଡି ଆଲୁଅରେ ହେଉଛି ଶବ ସତ୍କାର, ବିକାଶର ବିଚିତ୍ର ଚିତ୍ର ||   (23-Oct-2026)       ||      କଳିଙ୍ଗାୟାନ ତୌର୍ଯ୍ୟତ୍ରୀକମ୍ ର ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବ ରେ ନୃତ୍ୟ ପରିବେଷଣ |   (23-Oct-2026)       ||      କଟକ ଫୁଲ ନଖରା ନିକଟରେ ସଡ଼କ ଦୁର୍ଘଟଣା ରେ ଯୁବ ଆଥ ଲେଟିକ ଙ୍କ ମୃତ୍ୟୁ ||   (23-Oct-2026)       ||      ଛତ୍ରପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ 2027ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ |    (22-Oct-2026)       ||      ସରକାରୀ ଜାଗାକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଉଛେଦ କେବେ |    (22-Oct-2026)       ||      ଟିଭିକେ ନେତା ବିଜୟ ପରେ ଆଉଜଣେ ଷ୍ଟାର ରାଜନୀତି ଗଢିବେ ଧନୁଷ ||   (22-Oct-2026)       ||      1000 କିମି ପାଦରେ ଚାଲି ହାର୍ଦିକ ପାଣ୍ଡ୍ୟା ଙ୍କ ସହ ଭେଟ ହେଲେ ତାଙ୍କର ଜଣେ ଫେନ |   (22-Oct-2026)       ||      U P S C ରେ 16ନଂ ରେଙ୍କରେ କମାଲ କଲେ ଦାରିଙ୍ଗିବାଡ଼ି ଝିଅ ମୋଲାଲିସା ସାହୁ |   (21-Oct-2026)       ||      ଜନ ଆନ୍ଦୋଳନ କାରି ଯୁବ ନେତାଙ୍କ ଗିରଫକୁ ତୀବ୍ର ନିନ୍ଦା |   (21-Oct-2026)       ||      ଖୋର୍ଦ୍ଧା ବଡି ଜୋନ ପକ୍ଷରୁ 22ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ |   (21-Oct-2026)       ||      ଖୋର୍ଦ୍ଧା ତୋଟା ପଡା ଶିଶୁଆ ହତ୍ୟା କାଣ୍ଡ ର 48ଘଣ୍ଟା ମଧ୍ୟରେ ଫର୍ଦ୍ଦା ଫାଶ କଲା ପୋଲିସ |   (21-Oct-2026)       ||      ଦୁଇ କିମି ରାସ୍ତାରେ 26,ଗୋଟି ହମ୍ପସ ଦୁର୍ଘଟଣା ବଢୁଛି, ପ୍ରତିକାର ଦାବି |   (21-Oct-2026)       ||      ଦଶହରା ରେ ଖମ୍ବ ସ୍ଥାପନ, ତିନି ମାସପରେ ମା ମଙ୍ଗଳା ଙ୍କ ଯାତ୍ରା |   (21-Oct-2026)       ||     

କୃଷ୍ଣ ଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ ପାଇଲେ ସାହିତ୍ୟିକ ଧର୍ମା ନନ୍ଦ ମହାରଣା |

23-Oct-2026

ସାହିତ୍ୟିକ ଧର୍ମାନନ୍ଦ ମହାରଣା ପାଇଲେ କୃଷ୍ଣଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ ।

ଓଡିଶା ଜନମତ,ବେଗୁନିଆପଡା,

ଭଞ୍ଜ କିଶୋର ମହାରଣା l

-ଭଞ୍ଜନଗର ସ୍ଥିତ ଶ୍ରୀ ଜଗନ୍ନାଥ ବାଙ୍କ୍ୟୁଟ୍ ହଲ୍ ଏଣ୍ଡ୍ ରିସର୍ଟ ସଭାଗୃହ ଠାରେ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ବେଗୁନିଆପଡା ସମ୍ବାଦ ସାାହିତ୍ୟ ଘର ସଦସ୍ୟ ତଥା ରାଜ୍ୟ ସମାଜସେବୀ ମହାସଂଘ ଓଡ଼ିଶାର ସହ-ସମ୍ପାଦକ ଧର୍ମାନନ୍ଦ ମହାରଣାଙ୍କୁ ତାଙ୍କ ସମାଜ ସେବାର ନିଷ୍ଠା, ତ୍ୟାଗ ଓ ଆଗ୍ରହ ଓ ଗଳ୍ପ ଗଞ୍ଜାମର ସମ୍ପାଦନା କାର୍ଯ୍ୟକୁ ସମ୍ମାନ ଜଣାଇ ତାଙ୍କୁ ସ୍ଵର୍ଗତ କୃଷ୍ଣଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ ୨୦୨୬  ପ୍ରାପ୍ତ ହୋଇଛି । ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଧନଞ୍ଜୟ ସ୍ଵାଇଁ, ମୁଖ୍ୟବକ୍ତା କବି ଓ ସମାଜସେବୀ ଶ୍ରୀଯୁକ୍ତ ମୁରଲୀଧର ସାମଲ, ସ୍ଵତନ୍ତ୍ର ଅତିଥି କବି ଓ ନାଟ୍ୟକାର ଶ୍ରୀଯୁକ୍ତ ଇଂ ଯାମିନୀକାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ଚିକିତ୍ସିକା ଓ ସାହିତ୍ୟିକା ଡାକ୍ତର ମଞ୍ଜୁବାଳା ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷା ଡ଼ ଉଷା ପାଢ଼ୀ, ଲୋହରାଖଣ୍ଡି ସାହିତ୍ୟ ସଂସଦର ଉପଦେଷ୍ଟା ଡ଼ ଅଶୋକ କୁମାର ଷଡଙ୍ଗୀ, ସଭାମୁଖ୍ୟ, ଲୋହରାଖଣ୍ଡି ସାହିତ୍ୟ ସଂସଦର ସଭାପତି ଡ଼ ସଂଯୁକ୍ତା ପଣ୍ଡା, ସଞ୍ଚାଳକ ଶ୍ରୀଯୁକ୍ତ ରୋହିତ କୁମାର ସେଠୀ ଯୋଗ ଦେଇଥିଲେ ଓ ସ୍ଵର୍ଗତ କୃଷ୍ଣ ଚନ୍ଦ୍ର ଆରୁଖଙ୍କ  ପୁତ୍ର ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପରିଚାଳନା ସମ୍ପାଦିକା ଶ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ପରିଚାଳନା କରିଥିଲେ ।

News Comment

You Might Also Like

BACK TO TOP