Breaking News

ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||      ପୋଲିସ ଓ ବରିଷ୍ଟ ନାଗରିକ ଙ୍କ ସହଯୋଗ ରେ ଜନ ସାଧାରଣ ଙ୍କୁ ନେଇ ସାମନ୍ୱୟ ବୈଠକ ଅନୁଷ୍ଠିତ |    (23-Oct-2026)       ||      ବେଗୁନିଆପଡା 46 ନଂ ଜୋନ ରେ ବିଜେଡିର ବାଇକ ଶୋଭାଯାତ୍ରା |   (23-Oct-2026)       ||      ବିଜେପିର ଜନ ସମ୍ପର୍କ ପଦଯାତ୍ରା ବଡ଼ ଖଇର ଖମା ପଞ୍ଚାୟତ ରେ ଅନୁଷ୍ଠିତ |   (23-Oct-2026)       ||      କୃଷ୍ଣ ଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ ପାଇଲେ ସାହିତ୍ୟିକ ଧର୍ମା ନନ୍ଦ ମହାରଣା |    (23-Oct-2026)       ||      ଗାଡି ଆଲୁଅରେ ହେଉଛି ଶବ ସତ୍କାର, ବିକାଶର ବିଚିତ୍ର ଚିତ୍ର ||   (23-Oct-2026)       ||      କଳିଙ୍ଗାୟାନ ତୌର୍ଯ୍ୟତ୍ରୀକମ୍ ର ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବ ରେ ନୃତ୍ୟ ପରିବେଷଣ |   (23-Oct-2026)       ||      କଟକ ଫୁଲ ନଖରା ନିକଟରେ ସଡ଼କ ଦୁର୍ଘଟଣା ରେ ଯୁବ ଆଥ ଲେଟିକ ଙ୍କ ମୃତ୍ୟୁ ||   (23-Oct-2026)       ||      ଛତ୍ରପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ 2027ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ |    (22-Oct-2026)       ||      ସରକାରୀ ଜାଗାକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଉଛେଦ କେବେ |    (22-Oct-2026)       ||      ଟିଭିକେ ନେତା ବିଜୟ ପରେ ଆଉଜଣେ ଷ୍ଟାର ରାଜନୀତି ଗଢିବେ ଧନୁଷ ||   (22-Oct-2026)       ||      1000 କିମି ପାଦରେ ଚାଲି ହାର୍ଦିକ ପାଣ୍ଡ୍ୟା ଙ୍କ ସହ ଭେଟ ହେଲେ ତାଙ୍କର ଜଣେ ଫେନ |   (22-Oct-2026)       ||      U P S C ରେ 16ନଂ ରେଙ୍କରେ କମାଲ କଲେ ଦାରିଙ୍ଗିବାଡ଼ି ଝିଅ ମୋଲାଲିସା ସାହୁ |   (21-Oct-2026)       ||      ଜନ ଆନ୍ଦୋଳନ କାରି ଯୁବ ନେତାଙ୍କ ଗିରଫକୁ ତୀବ୍ର ନିନ୍ଦା |   (21-Oct-2026)       ||      ଖୋର୍ଦ୍ଧା ବଡି ଜୋନ ପକ୍ଷରୁ 22ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ |   (21-Oct-2026)       ||      ଖୋର୍ଦ୍ଧା ତୋଟା ପଡା ଶିଶୁଆ ହତ୍ୟା କାଣ୍ଡ ର 48ଘଣ୍ଟା ମଧ୍ୟରେ ଫର୍ଦ୍ଦା ଫାଶ କଲା ପୋଲିସ |   (21-Oct-2026)       ||      ଦୁଇ କିମି ରାସ୍ତାରେ 26,ଗୋଟି ହମ୍ପସ ଦୁର୍ଘଟଣା ବଢୁଛି, ପ୍ରତିକାର ଦାବି |   (21-Oct-2026)       ||      ଦଶହରା ରେ ଖମ୍ବ ସ୍ଥାପନ, ତିନି ମାସପରେ ମା ମଙ୍ଗଳା ଙ୍କ ଯାତ୍ରା |   (21-Oct-2026)       ||     

ବେଗୁନିଆପଡା 46 ନଂ ଜୋନ ରେ ବିଜେଡିର ବାଇକ ଶୋଭାଯାତ୍ରା |

23-Oct-2026

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ  ବିଜୁ ଜନତା ଦଳ ଜୋରଦାର ପ୍ରଚାର l ବେଗୁନିଆପଡା 46 ନଂ ଜୋନରେ ଜନସମ୍ପର୍କ ବାଇକ ଶୋଭାଯାତ୍ରା l

ଓଡିଶା ଜନମତ, ବେଗୁନିଆପଡା :23/10/26 :

ଭଞ୍ଜ କିଶୋର ମହାରଣା l

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ବାଇକ ରାଲି ମାଧ୍ୟମରେ ଜୋରଦାର ପ୍ରଚାର ଜରୁଥିବା ଦେଖିବାଜୁ ମିଳିଛି l  ବିଜେଡି ସଂଗଠନକୁ ସୃଦୁଡ଼ କରିବା ଉଦେଶ୍ୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ 46 ନଂ ଜିଲ୍ଲା ପରିଷଦ ଜୋନରେ ଆଜି ବିଜେଡି ପକ୍ଷରୁ ବାଇକ ଯୋଗେ ଜନ ସମ୍ପର୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ରାଜ୍ୟ ବିଜେଡି ମହିଳା ସମ୍ପାଦିକା ତଥା ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ଉପସଭାପତି ଏବଂ ରାଜ୍ୟ ବିଜେଡି ମୁଖପାତ୍ର ତଥା ଆସିକା ସାଂସଦ ପାର୍ଥୀନୀ ଶ୍ରୀମତୀ ରଞ୍ଜିତା ସାହୁ ଏବଂ ବରିଷ୍ଠ ବିଜେଡି ନେତା ତଥା କୋଦଳା ଏନଏସି ପୂର୍ବତନ ନଗରପାଳ ହରପ୍ରସାଦ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେଇ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବେଗୁନିଆପଡ଼ା ବ୍ଲକ ସ୍ଥିତ ବାଲିବଣ ଶନି ମନ୍ଦିର ଠାରୁ ବାହାରି ବୁରୁଝରୀ, ସୁମଣ୍ଡଳ, ସାଙ୍କୁଡ଼ା,ତାଳସର, ଷଣ୍ଢମୂଳ ଅଙ୍ଗାରଗାଁ,କୁମ୍ଭାର ଗାଁ ଏବଂ ବଡଖଇରିଖମା ଆଦି ପଞ୍ଚାୟତ ର ସମସ୍ତ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ବିଜେଡି ନେତା ଓ କର୍ମୀମାନେ ସାମିଲ ହୋଇ ବିଜେପି ସରକାରର ବିଫଳତାକୁ ନେଇ ବର୍ଷିବା ସହ ନବୀନ ସରକାରଙ୍କ ପୂର୍ବ ଯୋଜନା ଗୁଡିକ ସଂପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଶୋଭାଯାତ୍ରା ସମୟରେ କେତେକ ସ୍ଥାନରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରି ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରହିଥିବା କହିଛନ୍ତି ବିଜେଡି ନେତ୍ରୀ ତଥା ରାଜ୍ୟ ବିଜେଡ଼ି ମୁଖପାତ୍ର ରଞ୍ଜିତା ସାହୁ। ସାର, ପିଡିଆ ଠୁ ଆରମ୍ବ କରି ବାର୍ଦ୍ଧକ୍ୟ ଭତ୍ତା, ଚାଷୀ ପଞ୍ଜିକରଣ, ରାସନ କାର୍ଡ, ଧାନର ମୂଲ୍ୟ ନିର୍ଧାରଣ ଆଦିରେ ଅନିୟମିତତାରେ ବିଜେପି ସରକାର ବୁଡି ରହିଥିବା ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସେହିପରି ଲୋକ ହେଉଛନ୍ତି ଆମର ବଳ, ଲୋକେ ଆମ ସହ ଅଛନ୍ତି, ନବୀନ ବାବୁଙ୍କ ନୀତି ଆଦର୍ଶ ସହ ଅଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ହରପ୍ରସାଦ ସାହୁ। ଉକ୍ତ ଶୋଭାଯାତ୍ରାରେ କୋଦଳା ଏନଏସି ବିଜେଡି ସଭାପତି ଭାସ୍କର ପଳତା ସମେତ ବହୁ ବିଜେଡି କର୍ମୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ଏହି ଅବସରରେ ପ୍ରାୟ 600 ରୁ ଉର୍ଦ୍ଧ ମୋଟର ସାଇକେଲ ଶୋଭାଯାତ୍ରାରେ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା l

News Comment

You Might Also Like

BACK TO TOP