Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଲକ୍ଷ୍ମୀ ବସ ଦୁର୍ଘଟଣା 3ବର୍ଷ ର ପୁଅ ମୃତ,, ବାପା, ମାଆ ଗୁରୁତର |

15-May-2025

ଦଶାହ କାର୍ଯ୍ୟ କୁ ଯାଉଥିବା ବେଳେ ବରସାହି ରେ ଲକ୍ଷ୍ମୀବସ ଦୁର୍ଘଟଣାରେ ୩ ବର୍ଷ ର  ପୁଅ ମୃତ, ବାପମା ଗୁରୁତ୍ୱର

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ, ତା-15/05/25:

ଆଜି ଲକ୍ଷ୍ମୀବସ ଦୁର୍ଘଟଣାରେ ଅକାରଣ ରେ ଚାଲିଯାଇଛି ଶିଶୁ ପୁତ୍ର ର ଜୀବନ,ଗୋଟେ ବାପମା ଗୁରୁତ୍ୱର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସା ହେଉଛନ୍ତି।ସେପଟେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବ୍ଲକ ଅଧିନ ବରସାହି ରେ ।ଆଜି ଅପରାହ୍ନ ସମୟରେ ବରସାହି ଗ୍ରାମର ଶରତ ବାରିକ ଙ୍କ ଏକ ମାତ୍ର ରୋଜଗାରିଆ  ପୁଅ ଅଶୋକ ବାରିକ(୩୨)ବୋହୁ-ପିଙ୍କି ବାରିକ(୨୭)ଓ ନାତି ଅନମୋଲ ବାରିକ(୩)ନିଜ ଘରୁ ୩ ଟା ୫୦ ରେ ନିଜ ବନ୍ଧୁ ଘର ଗଂପୁର କୁ ଏକ ମୋଟର ସାଇକେଲ ରେ ଦଶାହ କାର୍ଯ୍ୟ କୁ ବାହାରିଥିବା ବେଳେ ମାତ୍ର ୧୦ ମିନିଟ ଯିବା ପରେ ଘର ଠାରୁ  କିଛି ଦୂର ଯାଉଥିବା ବେଳେ ଠିକ ଏହି ସମୟରେ କେରଙ୍ଗ ରୁ ବରସାହି ଦେଇ ପୁବୁସାହି ଯାତ୍ରୀ ନେଇ ଯାଉଥିବା ଲକ୍ଷ୍ମୀ ବସ ଟି ସମ୍ମୁଖ  ପଟୁ ପିଟିଥିଲା।ଫଳରେ ଘଟଣା ସ୍ଥଳରେ ଶିଶୁ ପୁତ୍ର ଅନମୋଲ ର ଜୀବନ ଚାଲି ଯାଇଥିବା ବେଳେ ବାପମା ଗୁରୁତ୍ୱର ହୋଇ ରାସ୍ତା କଡ଼ ରେ ପଡ଼ିଥିଲେ।ସଂଗେ ସଂଗେ ସ୍ଥାନୀୟ ଲୋକ ଖୋର୍ଦ୍ଧା ପୋଲିସ ଙ୍କୁ ସୂଚନା ଦେଇ ଗୁରୁତ୍ୱର ଙ୍କୁ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାତରିତ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ସେପଟେ ଲକ୍ଷ୍ମୀବସ ର ଡ୍ରାଇଭର  ଏଭଳି ବେପରୁଆ ଗାଡି ଚାଳନା କୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି।ବିଶେଷ କରି ଡ୍ରାଇଭର ଅନେକ ସମୟରେ ମଦ୍ୟପାନ କରି ଗାଡି ବେପରୁଆ ଭାବେ ଗାଡି ଚଳାଉଛି, ଯେହେତୁ ଗାଁ ଗହଳିର ଛୋଟ ଅଣଓସରିଆ ରାସ୍ତା ସେଥିପାଇଁ ଗାଡି ଧୀରେ ନ ଚଲାଇ ସ୍ପୀଡ଼ ଚଳାଇବା ଫଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ସ୍ଥାନୀୟ ସରପଞ୍ଚ ଶରତ ବେହେରା ସୂଚନା ଦେଇଛନ୍ତି।ତେବେ ଗୁରୁତ୍ୱର ବାପମା ଓ ଶିଶୁ ପୁତ୍ର ର ମୃତ୍ୟୁ କୁ ନେଇ ନିଜ ବନ୍ଧୁ ବାନ୍ଧବ,ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।ତେବେ ଏହି ପରିବାର କୁ ଆର୍ଥିକ ସହାୟତା ଯୋଗାଇବାକୁ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି।ସେପଟେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ଖୋର୍ଦ୍ଧା ପୋଲିସ ତଦନ୍ତ ଚଳାଇଛି।

News Comment

You Might Also Like

BACK TO TOP