Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ସାହୁଙ୍କ ଦ୍ୱାଦଶାହ ଦିବସ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ |

22-May-2025

ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳୀ ସଭା।
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 
____________________________________
ପୋଲସରା: ତା.୨୧/୦୫/୨୦୨୫:- ସ୍ଥାନୀୟ ଲିଙ୍ଗରାଜ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ସାହୁଙ୍କ ସ୍ଵର୍ଗାରୋହଣର ଦ୍ଵାଦଶାହ ପୁଣ୍ୟତିଥି ଦିବସ ଅବସରରେ ନିଜ ଗ୍ରାମ କଳମ୍ୱ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ମରଣ କରାଇ ଦିଆଯାଇପାରେ ଯେ, ଚଳିତ ମାସ ଗତ ୯ ତାରିଖ ଏକାଦଶୀ ତିଥି ଦିବସରେ ରେଳ ଟ୍ରେନ୍ ଉକ୍ତଳ ଏକ୍ସପ୍ରେସରେ ହରିଦ୍ଵାର ଯାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନରେ ଚଢୁଥିବା ସମୟରେ ଖସିପଡି ପ୍ରାଣ ହରାଇଥିଲେ। ତାଙ୍କର ଉଦ୍ଦେଶ୍ୟରେ କଳମ୍ୱ ସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପରିସରରେ ପରିବାର ତରଫରୁ ଗ୍ରାମବାସୀଙ୍କ ସହଯୋଗରେ ଏକ ସ୍ମୁତିଚାରଣ ସଭା କରାଯାଇଥିଲା। ଏଥିରେ ପୁର୍ବତନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅଶୋକ କୁମାର ସାହୁଙ୍କ 
ପରିଚାଳନାରେ ଶ୍ରୀକାନ୍ତ ସାହୁ ଦିବ°ଗତଙ୍କ ଆଦର୍ଶ, ନିତୀ ଓ ପ୍ରେରଣାଦାୟୀ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିବା ବେଳେ ଉପସ୍ଥିତ ଅନ୍ୟ ସମସ୍ତ ବ୍ୟକ୍ତି ବିଶେଷମାନେ ମଧ୍ୟ ନିଜ ନିଜର ମନ୍ତବ୍ୟଦ୍ବାରା ଶୋକ ବ୍ୟକ୍ତ କରିଥିଲେ। ଏଵଂ ଭକ୍ତିପୂତଭାବେ ଶ୍ରଦ୍ଧାଞ୍ଜଳୀ ଦେବାସହିତ ଶୋକଶନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ। ଏହି ଅବସରରେ ଅମର ଆତ୍ମାର ସଦଗତୀ କାମନା ସ୍ୱରୂପ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ପୁଣ୍ୟ ଶ୍ରଦ୍ଧାସୁମନ କାର୍ଯ୍ୟକ୍ରମର ଦିବ°ଗତଙ୍କ ସମ୍ପୂର୍ଣ୍ଣ ପରିବାରବର୍ଗଙ୍କ 
ସମେତ ରାମଚରିତ ମାନସ ପ୍ରବଚକ ବିପ୍ରଚରଣ ମିଶ୍ର, ଚନ୍ଦ୍ରଶେଖର ପ୍ରଧାନ, ସୁକାନ୍ତି ସାହୁ, ପ୍ରଭାକର ପ୍ରଧାନ, ଅମୀୟ ପ୍ରସାଦ ସାହୁ, ପର୍ଶୁରାମ ପ୍ରଧାନ, ଶୁଭ୍ରକାନ୍ତ ସାହୁ, ଦୀପ୍ତି ରଞ୍ଜନ, କଲ୍ୟାଣ ପ୍ରଧାନ, ଗଣପତି ସାହୁ, ସନ୍ତୋଷ କୁମାର ସାହୁ, ବୃନ୍ଦାବନ ପ୍ରଧାନ, ସୁପ୍ରଭା ପ୍ରଧାନ, ଦେବାଶିଷ ସ୍ୱାଇଁ, କାମରାଜ ସାହୁ, ସନ୍ଥ ଶ୍ରୀ ଆଶାରାମ 
ବାପୁ ଆଶ୍ରମ ସମେତ ଗାୟତ୍ରୀ ପରିବାର ସଦସ୍ୟମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ସତ୍ୟନାରାୟଣ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସ୍ବର୍ଗତାଙ୍କ ସ୍ବାମୀ ତଥା ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ ଆନ୍ତରିକତା ଏଵଂ ପବିତ୍ର ହୃଦୟରେ ସହଯୋଗ କରିଥିବା ଯୋଗୁଁ ସମସ୍ତ ବ୍ୟକ୍ତିବିଶେଷ ଏଵଂ ଗ୍ରାମବାସୀମାନଙ୍କୁ ପରିବାର ତରଫରୁ କୃତଞ୍ଜତା ଜଣାଇଥିଲେ।

News Comment

You Might Also Like

BACK TO TOP