Breaking News

ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||     

ଖଲ୍ଲିକୋଟ ଚାଣକ୍ୟ ଉଚ ବିଦ୍ୟାଳୟ କୁ +2 ରେ ମିଳିଲା ଶତ ପ୍ରତିଶତ ସଫଳତା |

24-May-2025

ଖଲ୍ଲିକୋଟ :ଚାଣକ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  କୁ +2 ରେ ମିଳିଲା ଶହେ ଭାଗ ସଫଳତା,
91 ଜଣ ପ୍ରଥମ ଓ 32 ଜଣ ଦ୍ୱତୀୟ ଶ୍ରେଣୀ,

ଓଡିଶା ଜନମତ,ଖଲ୍ଲିକୋଟ, 
ମାଧବବେହେରା24/05/25:

ଖଲ୍ଲିକୋଟ :ଗତ ଶିକ୍ଷାବର୍ଷ 2024 - 25 ରେ ଖଲ୍ଲିକୋଟ ସ୍ଥିତ ଚାଣକ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ମିଳିଛି ଶତ ପ୍ରତିଶତ ସଫଳତା |ଗତ 2013 ମସିହା ରେ ପ୍ରତିଷ୍ଠିତ ଚାଣକ୍ୟ ଉଚ୍ଚ ମାଧ୍ୟମିକ ର ସମସ୍ଥ ଅଧକ୍ଷ, ପରିଚାଳନା କମିଟି ର ସଦସ୍ୟ ଓ ଅଧ୍ୟାପକ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଗତ ୭ ବର୍ଷ ଧରି ଉକ୍ତ ବିଦ୍ୟାଳୟ ର ଶତ ପ୍ରତିଶତ ଛାତ୍ର ଛାତ୍ରୀ ଙ୍କୁ +2 ବିଜ୍ଞାନ ରେ ଶତ ପ୍ରତିଶତ ସଫଳତା ମିଳିଥିବା ଜଣାପଡିଛି | ଏ ଉପଲକ୍ଷେ ବିଦ୍ୟାଳୟ ପରିସର ରେ ଆୟୋଜିତ ସମ୍ବର୍ଦ୍ଧନା ଉଛବ ରେ ବିଦ୍ୟାଳୟ ର ଅଧକ୍ଷ ରଘୁନାଥ ବେହେରା, ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ସାମନ୍ତରା ଓ ସମ୍ପାଦକ ବିଜୟ କୁମାର ସାହୁ ଙ୍କ ଉପସ୍ଥିତି ବିଦ୍ୟାଳୟ ର ପ୍ରଥମ ଦଶ ଜଣ ଶ୍ରେଷ୍ଠ ମେଧାବୀ ଛାତ୍ର ଛାତ୍ରୀ ସର୍ବଶ୍ରୀ ଲତିଶ ନାହାକ 
ବର୍ଷାଆର୍ଯ୍ୟନ ନାହାକ ଶୁଭମ ନାହାକ, ଅନ୍ୱିଷା ସୁଭଦର୍ଶନୀ, ବିଶ୍ଵଭୂଷଣ ସାହୁ, କରିନା ପାତ୍ର, ଅଶ୍ୱିନୀ କୁମାର ସାହୁ ଆଶା ବେହେରା ଶ୍ରୀହରି ବେହେରା ବିଶ୍ମୟୀ ବେହେରା, ସମୀକ୍ଷା ପଣ୍ଡା ପ୍ରମୁଖ ଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ଥ ଅଧ୍ୟାପକ ଓ ଅଣଶିକ୍ଷକ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

News Comment

You Might Also Like

BACK TO TOP