Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ପୋଲସରା ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ତରଫରୁ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ରେବ୍ଳକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା,

24-May-2025

ଯୁକ୍ତ ୨ ବିଜ୍ଞାନ ଏଵଂ କଳା ପରୀକ୍ଷାରେ ବ୍ଲକ୍ ଟପ୍ପରଙ୍କୁ ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା।

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା
  ତା.୨୩/୦୫/୨୦୨୫:

- ପୋଲସରା ବିଜ୍ଞାନ କଲେଜର ଛାତ୍ର ସାଗର ହୋତା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ମୋଟ୍ ୬୦୦ ନମ୍ବର ମଧ୍ୟରୁ ୫୨୨ ନମ୍ବର ରଖି ବ୍ଲକ୍ ଟପ୍ପର ଏବଂ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଛାତ୍ରୀ ବନ୍ଦନା ପାଣି ଯୁକ୍ତ ଦୁଇ କଳାରେ ୫୩୦ ନମ୍ବର ରଖି ବ୍ଲକ୍ ଟପ୍ପର ହୋଇଛନ୍ତି। ଉଭୟଙ୍କ ଶିକ୍ଷା କ୍ଷେତ୍ରରେ ସଫଳତାକୁ ନେଇ ପୋଲସରା ଅଞ୍ଚଳର ଏକମାତ୍ର ସ୍ବାମୀ ବିବେକାନନ୍ଦ ଯୁବକ ସଂଘ ତରଫରୁ ସେମାନଙ୍କ ବାସଗୃହକୁ ଯାଇ ପରିବାର ଲୋକଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହିତ ସ୍ବାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ଉଭୟଙ୍କ ଆଗାମୀ ଭବିଷ୍ୟତକୁ ଉଜ୍ଜ୍ୱଳ ସକାଶେ ଶୁଭକାମନା କରାଯାଇଛି। ଆଗାମୀ ଭବିଷ୍ୟତକୁ ପଚରା ଯାଇଥିବା ପ୍ରଶ୍ନରେ ଛାତ୍ର ସାଗର ଇଂଜିନିୟର ଏଵଂ ଛାତ୍ରୀ ବନ୍ଦନା ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ଦେଶର ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟଯେ, ଶତକଡା ୮୭ ପରସେଣ୍ଟ ମାର୍କ ରଖି କୃତିତ୍ୱ ଛାତ୍ର ସାଗରଙ୍କ ଘର ଏହି ପୋଲସରା ବ୍ଲକ୍ ଖଣ୍ଡରୁ ଗ୍ରାମ ପଞ୍ଚାୟତ ଚଢ଼ିଆପଡ଼ା କୃଷ୍ଣଶରଣ ଦାସ ପୁର ଶାସନ ରହିଥିବାବେଳେ ଛାତ୍ରୀ ବନ୍ଦନାଙ୍କ ଘର ଏହି ବ୍ଲକ୍ ନୀମିନା ଗ୍ରାମ ପଞ୍ଚାୟତ ନିମୀନା ଗ୍ରାମ ଅଟେ। ଉଭୟଙ୍କ ବାପା ବ୍ରାହ୍ମଣ କର୍ମ କରି ପରିବାର ପୋଷଣ କରି ଆସୁଛନ୍ତି। ଏହି ଉତ୍ସାହିତ କାର୍ଯ୍ୟରେ ସଂଘର ନାରାୟଣ ସାହୁ, ନିରଞ୍ଜନ ସାହୁ, ଅଧ୍ୟାପକ ଦେବାଶିଷ ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ। ସଂଘର ଏତାଦୃଶ ପ୍ରେରଣାଦାୟୀ କାର୍ଯ୍ୟକୁ ନେଇ ଉଭୟ ଗ୍ରାମବାସୀଙ୍କ ତରଫରୁ ଭୁୟ°ଶି ପ୍ରଶଂସା କରାଯାଇଛି।

News Comment

You Might Also Like

BACK TO TOP