Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ଶେରଗଡ଼, ହିଞ୍ଜିଳି ଠାରୁ ଭୁବନେଶ୍ୱର,କଟକ, ଓପୁରୀ ବସ ସେବା ବନ୍ଦ | |

24-May-2025

ଶେରଗଡ଼ ହିଞ୍ଜିଳି ଠାରୁ ପୁରୀ କଟକ, ଭୁବନେଶ୍ୱର ଦେଇ ଯାଉଥିବା ସରକାରୀ ବସ ସେବା ବନ୍ଦ,
ପରିବହନ ମନ୍ତ୍ରୀ ଦୃଷ୍ଟି ଦେବେକି??????

                ଓଡିଶା ଜନ ମତ ବ୍ୟୁରୋ, 

ଦୀର୍ଘ ଦୁଇ ବର୍ଷ ହେଲା ଶେରଗଡ଼ ଠାରୁ, ଭୁବନେଶ୍ୱର ଦେଇ ପୁରୀ ଯାତାୟାତ କରୁଥିବା ଏସି ବସ ଓ କଟକ ଠାରୁ ସକାଳେ ହିଞ୍ଜିଳି କାଟୁ, ଏବଂ ପୁରିଠାରୁ ହିଞ୍ଜିଳି ଯାଉଥିବା ତିନି ଗୋଟି ବସ ଗତ ଦୁଇ ମାସ ହେଲା ସମ୍ପୂର୍ଣ ରୂପେ ବନ୍ଦ ହୋଇ ଯାଇଛି |ତାହା କଣ ପାଇଁ ବନ୍ଦ ହୋଇ ଯାଇଛି , ତାହା ଜନ ସାଧାରଣ ଜାଣି ନାହାନ୍ତି | କେବଳ ଏତିକି ଜାଣି ଛନ୍ତି ଯେ , ବିଜେଡି ସରକାର ସମୟରେ |  ଓଡିଶା  ଷ୍ଟେଟ ରୋଡ଼ ଟ୍ରାନ୍ସପୋର୍ଟ କମ୍ପାନୀ  ତରଫରୁ ର ଲୋକଙ୍କ ଅଭାବକୁ ହୃଦୟଙ୍ଗମ କରି ବିଭିନ୍ନ ସ୍ଥାନକୁ ଏପରିକି  ଜଗନ୍ନାଥ ଧାମକୁ  ମଧ୍ୟ ଏସି ବସ  ସହିତ ନନ ଏସି ଦୁଇ ଗୋଟି ବସ ମାନ୍ୟବରପୂର୍ବତନ ମୁଖ୍ୟମନ୍ତ୍ରୀନବୀନ ପଟନାୟକଏବଂ ସେତେବେଳେ ତାଙ୍କ ଅଭିଯୋଗ  ପ୍ରଶାସନିକଅଧିକାରୀ ଥିବା ଗୋପବନ୍ଧୁ ଦାଶ ଙ୍କ ସହଯୋଗ ରେ ହିଞ୍ଜିଳି ଠାରୁ କଟକ ଓ ପୁରୀଓ ସେରଗଡ଼ଠାରୁ ଏସିବସ ଯାତାୟାତ କରୁଥିଲା ଏହା ପୁରୁଷୋତ୍ତମପୁର ବ୍ଳକ ହିଞ୍ଜିଳି ବ୍ଳକ ଠାରୁ ଓଡ଼ିଶାର ରାଜ ଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟି ଓ ସିଲଭର ସିଟି କଟକ ଏବଂ ସ୍ପିରିଚୁଆଲ ସିଟି ଶ୍ରୀକ୍ଷେତ୍ର ସହ ବସ ଯିବା ଆସିବା କରୁ ଥିଲା  | ଆଉ ସେହିବସଦ୍ୱାରା ବହୁ ବ୍ୟକ୍ତି  ରାଜଧାନୀ ର ସମସ୍ତ  ସରକାରୀ ଅଫିସ, ସଚିବାଳୟ, ବହୁ ସରକାରୀ ବେସରକାରୀ ଚିକିତ୍ସାଳୟ ରେ ସବୁସେବା ପାଇ ଘରକୁ ଏହି ବସ ରେ ଫେରୁଥିଲେ | ଏବଂକଟକ ଠାରେ ଘରୋଇମେଡିକାଲ, ସରକାରୀ ମେଡିକାଲ  ହାଇକୋର୍ଟ,କୁ ଯାଇ କାର୍ଯ୍ୟ ସାରି ଘରକୁ ଫେରୁଥିଲେ | ଓ ଜଗନ୍ନାଥ ଧାମ କୁ ଯାଇ ଠାକୁରଙ୍କ ସାନିଧ୍ୟ ଲାଭ କରୁ ଥିଲେ  |  ଶେରଗଡ଼ ଠାରୁ ଭୁବନେଶ୍ଵର ଦେଇ ଶ୍ରୀକ୍ଷେତ୍ର ଧାମକୁ ଯାଉଥିବା ଏସି ସରକାରୀ ବସସେବା ବନ୍ଦ ହେବା ଦ୍ୱାରା ଜନସାଧାରଣ, ଭକ୍ତ, ରୋଗୀ ରାଜଧାନୀ ଭୁବନେଶ୍ୱରକୁକଟକ କୁ ସୁବିଧାରେ ଯାତାୟତ ରୁ ବଞ୍ଚିତ ହେଉଛନ୍ତି |  ଏଥିସହ ବରିଷ୍ଠ  ନାଗରିକମାନେ ସୁବିଧାରେ ବସ୍‌ଯୋଗେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଫେରୁଥିଲେ। ବସ୍‌ଟି ବର୍ତ୍ତମାନ ବନ୍ଦ ହୋଇଯାଇଥୁବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଳ୍ପ କିଛି ବ୍ୟବଧାନରେ ଶେରଗଡ଼ରୁ ଭୁବନେଶ୍ଵର, କଟକ  ଏବଂ ପୁରୀ ଯାଉଥୁବା ତିନି ଗୋଟି ବସ୍ ବନ୍ଦ ହୋଇଯିବା ଫଳରେ ଜନସାଧାରଣ .ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଜିଲ୍ଲାର ଗୋପାଳ ପୁର ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ପରିବହନ ମନ୍ତ୍ରୀ ଦାୟିତ୍ୱରେ ଥ‌ିବା ବେଳେ ଗଞ୍ଜାମ ଜିଲ୍ଳାର ଏହି ଦୁର୍ଦଶା ବିଷୟ ରେ ସେମାନେ ଅବା କାହାକୁ କହିବେ | ଶେରଗଡ଼କୁଓ ହିଞ୍ଜିଳି କୁ ଏସି, ଓ ନନ ଏସି ସରକାରୀ ବସ ସେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।  ବନ୍ଦ ହୋଇ ଯାଇଥୁବା ସରକାରୀ ବସ୍ ସେବା ପୁନଃ କାର୍ଯ୍ୟକ୍ଷମ ସହ  ସଦର ମହକୁମା ଛତ୍ରପୁର ଠାରୁ କନ୍ଧମାଳ ପର୍ଯ୍ୟନ୍ତ ଏକ ଏସିବସ ହୁମା, ପୁରୁଷୋତ୍ତମପୁର, କବିସୂର୍ଯ୍ୟ ନଗର ଠାରୁ ଆସ୍କା ଦେଇ ଯାତାୟତକଲେ ବହୁ ବ୍ୟବସ୍ୟୟୀ, ଓ ଜନ ସାଧାରଣ ଉପକୃତ ହେବା ସହ  କନ୍ଧମାଳ ର ବିଭିନ୍ନ ସାମଗ୍ରୀ ହଳଦୀ, ଆମ୍ବ, ପନିପରିବା ସହ ମହୁ, ଝୁଣା, ଫୁଲଝାଡୁ, ସହିତ ଅନେକ ବନଯାତ ଦ୍ରବ୍ୟର ଆଦାନ ପ୍ରଦାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଛନ୍ତି | ଏହାସହ ବୁଗୁଡ଼ା ଠାରୁ ଏକ ଏସି ବସ ପୋଲସରା, ବୁଢାଆମ୍ବ, ପୁରୁଷୋତ୍ତମପୁର, ତାରାତାରିଣୀ ମନ୍ଦିର ଦେଇ  ଆନ୍ଦ୍ର ପ୍ରଦେଶ ର ସିମଞ୍ଚଳ ଓ ବିଶାଖା ପାଟଣା ଦେଇ ଯାତାୟତ କଲେ ବହୁ ଲୋକ ଠାକୁରଙ୍କ ଦର୍ଶନ ପାଇବା ସହ ଅନେକ ରୋଗୀ ବିଶାଖା ପାଟ ନମରଅନେକ ଲୋକ ବିଭିନ୍ନ ରୋଗର ଚିକିତ୍ସା ପାଇ ପାରିବେ |  ତେଣୁ ମାବ୍ୟବର ପରିବହନ ମନ୍ତ୍ରୀ ଏହାଉପରେ ଗୁରୁତ୍ୱ ଦେଲେ ଶେରଗଡ଼, ହିଞ୍ଜିଳି,ଓ ପୁରୁଷୋତ୍ତମପୁର ବ୍ଳକ ସହିତ ଅନ୍ୟନ୍ୟ ବ୍ଲକର ଲୋକମାନେ ଉପକୃତ ହୋଇ ପାରିବେ  ବୋଲି ଅନୁରୋଧ କରିଛନ୍ତି  |

News Comment

You Might Also Like

BACK TO TOP