Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପୁଣି ଆନ୍ଦ୍ରରେ କୋଭିଡ ରେ ଦୁଇ ମୃତ୍ୟୁ | ଓଡ଼ିଶାରେ ହାଇ ଆଲରାଟ

13-Jul-2026

 କାୟା ବିସ୍ତାର କଲାଣି ଆନ୍ଦ୍ର ରେ ପୁଣି କୋଭିଡ ।

 ଓଡିଶା ଜନ ମତ ବ୍ୟୁରୋ, 

କିଛି ବର୍ଷ ର ବ୍ୟବଧାନ ପରେ ପୁଣି ଭାରତ ରେ କୋଭିଡ କାୟା ବିସ୍ତାର କଲାଣି | ସେମଧ୍ୟରୁ ଆନ୍ଦ୍ର ପ୍ରଦେଶ ରେ କୋଭିଡ ରେ ଦୁଇ ଜଣଙ୍କ ମୃତ୍ୟୁ ହେବା ପାରେ ଓଡିଶା ତଥା  ଗଞ୍ଜାମ ଜିଲ୍ଲା ପାଇଁ ପାଇଁ ଅଧିକ 

ଚିନ୍ତାବଢିଛି | ଏଥିପାଇଁ ରାଜ୍ୟରେ ସବୁ ସମୟ ରେ କୋଭିଡ ପାଇଁ  ସତର୍କତା ରହିଛି ବୋଲି  କହିଛନ୍ତି ଜନଶ୍ଵାସ୍ତ୍ୟ ନିର୍ଦେଶକ | ସେଥିପାଇଁ ସବୁବେଳେ ଟେଷ୍ଟ କରା ଯାଉଛି | ଆନ୍ଦ୍ର ସୀମାନ୍ତ ଓଡ଼ିଶାର ସମସ୍ତ ଜିଲ୍ଳାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ  କୋଭିଡ ଟେଷ୍ଟ ପାଇଁ ନିର୍ଦେଶ ଦିଆଯାଇଛି | ତିନିଦିନ ପରେ ରଥ ଯାତ୍ରା ପଡୁଥିବାରୁ ଓ ପୁରୀକୁ ଭାରତ ଓ ଅନ୍ୟାନ୍ୟ ଦେଶ ଗୁଡିକରୁ ଭକ୍ତ ମାନଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କୁ କୋଭିଡ ରୋକିବା ନେଇ  ସ୍ୱାସ୍ଥ୍ୟ ବିଭାଗ ଅଧିକ ସଜାଗ ରହିଛି  | ସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି କି ଯଦି କାହାକୁ ଜ୍ୱର, କାଶ, ଗଳାବ୍ୟଥା, ଶ୍ୱାସ କଷ୍ଟ ଭଳି କିଛି ଅନୁଭବ କଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ | ରାଜ୍ୟରେ ପରିସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଣ ରେ ରହିଛି | ତଥାପି ପଡୋଶୀ ରାଜ୍ୟର ସ୍ଥିତି ଦୃଷ୍ଟିରେ ରଖି ସୀମାନ୍ତଜିଲ୍ଲା ଗୁଡିକ ରେ ସତର୍କତା କରାଯଇଛି  |କୋଭିଡ଼ ଲକ୍ଷଣ ବୋଲି ଅନୁଭବ କଲେ ତୁରନ୍ତ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି  | 

News Comment

You Might Also Like

BACK TO TOP