Breaking News

ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||      ଟ୍ରାଫିକ ସମସ୍ୟା ଯୋଗୁଁ ବାଲିମେଳା ଦୈନିକ ବଜାର ରେ ଯାତ୍ରୀ ହନ୍ତସନ୍ତ |   (05-Aug-2026)       ||      ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ, ସମ୍ମତି ଦେଲେ ମହାମହିମ |    (05-Aug-2026)       ||     

ପ୍ରଦୂଷଣ ବଢୁ ଥିବାରୁ ସିଜେ ଆଇ ଙ୍କ କଡା ଟିପ୍ପଣୀ |

16-Dec-2025

ସିଜେଆଇଙ୍କ ମତ ଧନୀ ମାନଙ୍କ ପ୍ରଦୂଷଣ ସୃଷ୍ଟିଯୋଗୁଁ ଗରିବ ମାନେ ସେଥିରେ ପ୍ରଭାବିତ ହୁଅନ୍ତି |

        ଓଡିଶା ଜନ ମତ  ବ୍ୟୁରୋ, 

ଛୋଟ ସହର ଠାରୁ ଆରମ୍ଭ କରି ବଡ଼ ବଡ଼ ସହର ଗୁଡିକ ରେ ଧନୀ ବ୍ୟକ୍ତି ମାନେ ଯେଉଁ କଳକାରଖାନା, ଟ୍ରକ, ବସ, କାର ଗାଡି ର ଧୂଆଁ, ଯୋଗୁଁ 
ଦିଲ୍ଲୀ ଏନ୍ସିଆରରେ ବିପଦଜନକ ସ୍ତରରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ। ବିଷାକ୍ତ ବାୟୁକୁ ନେଇ  ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ  ବିଚାରପତି। ସିଜେଆଇ କଡ଼ା ଜଷ୍ଟିସ୍ ସୂର୍ଯ୍ୟକାନ୍ତ କଡା ଟିପ୍ପଣୀ  ଦେଇଛନ୍ତି  ସେ କହିଛନ୍ତି ଧନୀ ଲୋକମାନେ ପ୍ରଦୂଷଣ ସୃଷ୍ଟି କରନ୍ତି, କିନ୍ତୁ ଗରିବମାନେ ଏହା ଦ୍ବାରା ଅଧୂକ ପ୍ରଭାବିତ ହୋଇଥାନ୍ତି। ସୋମବାର ସୁପ୍ରିମକୋ କୋର୍ଟ କହିଛନ୍ତି, ଦିଲ୍ଲୀ ପ୍ରଦୂଷଣ ସମ୍ପର୍କିତ ଆବେଦନ ଉପରେ ଆସନ୍ତା ୧୭ରେ ଶୁଣାଣି କରାଯିବ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ନ୍ୟାୟମୂର୍ତ୍ତି ଜୟମାଲ୍ୟ ବାଗଚୀ ଓ ନ୍ୟାୟମୂର୍ତ୍ତୀ ବି ପୁଲ ଏମ୍ ପାମଚୋଲିଙ୍କ ଖଣ୍ଡପୀଠ ବରିଷ୍ଠ ଆଇନଜୀବି ଅପରାଜିତା ସିଂହଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ । ଯିଏକି ଆମିକସ୍ କ୍ୟୁରୀ (ନ୍ୟାୟ ମିତ୍ର) ରୂପରେ କୋର୍ଟଙ୍କ ସହାୟତା କରୁଛନ୍ତି । ଶୁଣାଣି ବେଳେକୋର୍ଟ ରେ ଅପରାଜିତା ସିଂହ କହିଥିଲେ, ଯେଉଁ ପର୍ଯ୍ୟନ୍ତ କୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇ ନାହାନ୍ତି, ସେ ଯାଏଁ ରାଜ୍ୟ ସରକାର ପ୍ରଦୂଷଣ ମୁକାବିଲା ପାଇଁ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରେଟୋକଲ୍ ମଧ୍ୟ ରହିଛି, କିନ୍ତୁ ଏହାର ପାଳନ ହେଉନି। ଗତ ମାସରେ ସୁପ୍ରିମକୋର୍ଟ ଡିସେମ୍ବର ଜାନୁଆରୀ ଭିତରେ କ୍ରୀଡା ଉପରେ ରୋକଲଗାଇ ବାକୁ ନିର୍ଦେଶ ଦେଇଥିଲେ। ଏହାପ ପରେ ବି ବିଭିନ୍ନ ସ୍ଥାନରେ ଖେଳ ଆୟୋଜନ କରାଯାଉଛି। କୋର୍ଟଙ୍କ  ନିର୍ଦେଶକୁ ପଛରେ ପକାଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟ ଗ୍ରହଣ କରାଯାଇଛି । ବାସ୍ତବିକ ସ୍ତରରେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ ||ସି ଏ ଜି କହିଛନ୍ତି, କିଛି ନିର୍ଦେଶ  ଏଭଳି ରହିଛି, ଯାହାକୁ ବଳପୂର୍ବକର ଲାଗୁ କରିବାକୁ ପଡିଥାଏ,

କିନ୍ତୁମହାନଗରିରେ ଲୋକଙ୍କ ଜୀବନ ଶିଳୀକୁ ବଦଳେଇବା ସହଜନୁହେଁ |  ଧନୀ ଲୋକଙ୍କ ଲୋକଙ୍କ ଅପେକ୍ଷା ଗରିବମାନେ ପ୍ରଦୂ ଦୂଷଣରେ ଅଧୂକ ପ୍ରଭାବିତ ହୋଇଥାନ୍ତି। ପ୍ରଦୂଷଣ ସୃଷ୍ଟି କରିବା ପଛରେ ସବୁବେଳେ ଧନୀ ଲୋକଙ୍କର ଭୂମିକା ରହିଥାଏ। ଆମିକସ କ୍ୟୁରୀ ଅପରାଜିତା ସିଂହ ଏଥିରେ ମଧ୍ଯ ସ‌ହ‌ମତି ପ୍ରକାଶ କରିଥିଲେ। ସେ କହିଥିଲେ ଗରିବ ଶ୍ରମିକ ମାନେ ଏହି ସଙ୍କଟରେ ଅଧୂକ ପ୍ରଭାବିତ ହୋଇଥାନ୍ତି । ଶିଶୁଙ୍କ ସ୍ଵାସ୍ଥ୍ୟ ସମ୍ପର୍କିତ ପ୍ରସଙ୍ଗ ଉପରେ ଅଲଗା ଭାବରେ ଆବେଦନ ଦାଖଲ କରାଯାଉ । ଏହା ଉପରେ ସି ଜେଆଇ କହିଥିଲେ, ଆମେ ସମସ୍ୟାକୁ ଜାଣୁ। ଦିଲ୍ଲୀଏନ୍ସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଏହି ମାମଲା ୧୭ଡିସେମ୍ବରରେ ଖଣ୍ଡପୀଠଙ୍କ ନିକଟରେ  ଶୁଣାଣୀ ପାଇଁ ସୂଚୀବଦ୍ଧ କରାଯିବ। ଯେଉଁଠି ଏହା ଉପରେ ବିସ୍ତାର ଭାବରେ  ବିଚାର କରାଯିବ। ତାହାର ରାୟ ପରେ ହୁଏତ ପୃଦୂଷଣ ସୃଷ୍ଟି ଉପରେ କିଛି କଟକଣା ଲାଗିପାରିବ |

News Comment

You Might Also Like

BACK TO TOP