Breaking News

ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||     

ବ୍ରହ୍ମପୁର ରେ ଆମ ଆଦମୀ ପାର୍ଟି ର 30 ଜଣିଆ କମିଟି ଗଠିତ |

25-May-2025

ବ୍ରହ୍ମପୁର ରେ ଆମ ଆଦମୀ ପାର୍ଟିର 30 ଜଣିଆ କମିଟି ଗଠନ,

             ଓଡିଶା ଜନମତ ବ୍ୟୁରୋ,

ବ୍ରହ୍ମପୁର 25-05-2025 ଓଡ଼ିଶାରେ ଆମ୍ ଆଦ୍‌ମୀ ପାର୍ଟିର ସାଙ୍ଗଠନିକ ବିସ୍ତାର ପାଇଁ ସ୍ଥାନୀୟ ଗେଟ ବଜାର ସ୍ଥିତ ଗଞ୍ଜାମ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ରାଜ୍ୟ ସଂଗଠନ ସମ୍ପାଦକ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦଙ୍କ ଉପସ୍ଥିତରେ ଗଞ୍ଜାମ ଜିଲ୍ଲା ପାଇଁ ଏକ ତିରିଶ ଜଣିଆ କମିଟି ଗଠନ କରାଯାଇଛି l
 
ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତଙ୍କୁ ପୁଣି ଥରେ ରାଜ୍ୟ ସଭାପତି ଭରୋସା କରି ଦାୟିତ୍ୱ ଦେଇଛନ୍ତି l ରମେଶ ବେହେରା,ପି. ମନୋଜ କୁମାର, ହିମାଂଶୁ ସାହୁ ଉପସଭାପତି, ଆଦିତ୍ୟ ନାରାୟଣ ରଥ ଜିଲ୍ଲା ସାଧାରଣ ସମ୍ପାଦକ, ଧୀରେନ୍ଦ୍ର ସାବତ ସମ୍ପାଦକ, ନିଭାସ୍ମିତା ପ୍ରଧାନ ମହିଳା ସଭାନେତ୍ରୀ, ପି. ନୀଳକଣ୍ଠ ରେଡ୍ଡୀ ଜିଲ୍ଲା ଯୁବ ସଭାପତି,ଅଜାମ୍ବିଳ ବିଶ୍ୱାଳ ଜିଲ୍ଲା ଯୁବ ସମ୍ପାଦକ,ଦିନେଶ ରାଜ ଜିଲ୍ଲା ଛାତ୍ର ସଭାପତି, କୈଳାଶ ସେଠୀ, ଲିଗାଲ ସେଲ ସଭାପତି,ଏମଡ଼ି. ସରିଫ ସଂଖ୍ୟାଲଘୁ କମିଶନ ସଭାପତି, କୃଷ୍ଣ ଚନ୍ଦ୍ର ବେହେରା ଦଳିତ ବର୍ଗ ସଭାପତି,ପ୍ରଦୀପ ଚୌଧୁରୀ କୋଷାଧକ୍ଷ,ସୁଧୀର ପ୍ରଧାନ ବ୍ରହ୍ମପୁର ଲୋକସଭା ସଭାପତି, ଭଜରାମ ସାବତ ଆସିକା ଲୋକସଭା ସଭାପତି, ଟି. ସତୀଶ ପାତ୍ର ସୋସିଆଲ ମିଡ଼ିଆ ଇନଚାର୍ଜ,ସି. ହର ପ୍ରସାଦ ବ୍ରହ୍ମପୁର ,କୁରେଶ ମହାରଣା ଦିଗପହଣ୍ଡି,ଶ୍ରୀନିବାସ ରେଡ୍ଡୀ ଚିକିଟି, ବିଜୟ କୁମାର ବେହେରା ଭଞ୍ଜନଗର, ପଦ୍ମନାଭ ମହାରଣା ଛତ୍ରପୁର, ଶ୍ୟାମସୁନ୍ଦର ଗୌଡ଼ ଖଲ୍ଲିକୋଟ, ରଞ୍ଜିତ ତ୍ରିପାଠୀ ସୋରଡ଼ା, ରଞ୍ଜନ କୁମାର ରାଉତ  ଆସିକା,ଶିବ କୁମାର କରାରି ଗୋପାଳପୁର, ମାନସ ଦାସ କବିସୂର୍ଯ୍ୟନଗର,ରାମଚନ୍ଦ୍ର ବାରିକ ପୋଲସରା ଏବଂ ବିଚିତ୍ରା ନନ୍ଦ ମୁନି ହିଞ୍ଜିଳିକାଟୁ ବିଧାନସଭା ସଭାପତି ରୂପେ ମନୋନୀତ ହୋଇଛନ୍ତି l
ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲରେ ସଂଗଠକୁ ମଜବୁତ କରି ପଞ୍ଚାୟତ ଏବଂ ମୁନିସିପାଲିଟି ନିର୍ବାଚନକୁ ଜିତିବା ଲକ୍ଷ ନେଇ ଲଢ଼ଇ କରିବାକୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦୁକା ଶ୍ରୀନିବାସ ରେଡ୍ଡୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l

News Comment

You Might Also Like

BACK TO TOP