Breaking News

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||     

ସ୍ୱାମୀଙ୍କ ଦୀର୍ଘାୟୁ କାମନା ସହିତ ପରିବାର ର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କଲେ ସଧଵା ମହିଳା ମାନେ |

26-May-2025

ସ୍ୱାମୀ  ଙ୍କ ଦୀର୍ଘାୟୁ ଓ ପରିବାର ର କଲ୍ୟାଣ କରି  ସାବିତ୍ରୀ ବ୍ରତ ପାଳନ କଲେ  ସଧବା  ମହିଳା ମାନେ  | 

                  ଓଡିଶା ଜନ ମତ ବ୍ୟୁରୋ, 

ପୁରୁଷୋତ୍ତମପୁର ସହର ର ବିଭିନ୍ନ ଶୈବ ପୀଠ ବିଶେଷ କରି  କପିଳେଶ୍ଵରଙ୍କ ମନ୍ଦିର ରେ   ସାବିତ୍ରୀ ଙ୍କ ମୂର୍ତ୍ତି ଥିବାରୁ ମହିଳା ମାନେ ସେଠାରେ ଧୁଆ ମୁଗ, ଆମ୍ବ ପଣସ, ସପୁରୀ, ନଡ଼ିଆ, କଦଳୀ, ଖଜୁରୀ କୋଳି, ତାଳ, କାକୁଡି ସହିତ ଅନ୍ୟନ୍ୟ ଦ୍ରବ୍ୟ ପୂଜା କରି ସାବିତ୍ରୀ ଙ୍କ ସହ ଅନ୍ୟ ଠାକୁର  ଶିବ ଓ ନାରାୟଣ ଙ୍କୁ ମଧ୍ୟ ପୂଜା କରୁଛନ୍ତି |  ଏବଂ ଏହି ଠାକୁରଙ୍କ ପାଖରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା ସହ ପରିବାର ର ମଙ୍ଗଳ କାମନା ମନାସି  ଆଶିଷ ଭିକ୍ଷା କରିଥାନ୍ତି |  ପୌରାଣିକ କଥା ଅନୁସାରେ  ସାବିତ୍ରୀ ଙ୍କ ପିତା ରାଜା ଅଶ୍ୱପତି ଓ ମାତା କୌଶଲ୍ୟା ଦେଵୀ ଯେତେବେଳେ ତାଙ୍କର ସନ୍ତାନ ନଥିବାରୁ ଏକ ଋଷିଙ୍କୁ ପୂଜା କରି  ଥିଲେ |  ସେତେବେଳେ ଋଷିତାଙ୍କ ପାର୍ଥନା ରେ ସନ୍ତୁଷ୍ଟ ହୋଇ ଏକ  ଦୁର୍ଲଭ କନ୍ୟା ରତ୍ନ ପ୍ରାପ୍ତ ପାଇଁ ବର ଦେଇଥିଲେ | ଆଉ ସାବିତ୍ରୀ ହେଉଛନ୍ତି ତାଙ୍କ କନ୍ୟା | ହେଲେ ଯେତେବେଳେ ସାବିତ୍ରୀ ବାହା ପ୍ରସ୍ତାବ ପଡିଥିଲା ତାଙ୍କ ସ୍ୱାମୀ ସତ୍ୟବାନ ଙ୍କ ଆୟୁଷ ଏକବର୍ଷ ଅଛିବୋଲି ଜାଣିବା ପରେ  ମଧ୍ୟ ତାଙ୍କୁ ବିବାହ କରି ତାଙ୍କ ପାଖେ ପାଖେ ରହି ତାଙ୍କରି ସେବା କରୁଥିଲେ | ଓ ଶାଶୁ, ଶଶୁର ଅନ୍ଧ ଥିବାରୁଓଗରିବ ଥିବାରୁ ସତ୍ୟବାନ  କାଠ କାଟି ତାହାକୁ ବିକ୍ରି କରି  ପରିବାର ପ୍ରତିପୋଷଣ କରୁଥିଲେ |  ଯେଉଁଦିନ ସତ୍ୟବାନ ଙ୍କ ଏକବର୍ଷ ଆୟୁଷ ପୂର୍ଣ୍ଣ ହେବାର ଜାଣି  ସ୍ୱାମୀଙ୍କ ସହ ସାବିତ୍ରୀ ମଧ୍ୟ ବଣକୁ ଯାଇଥିଲେ | ଯେତେବେଳେ ଗଛରେ ଚଢି ସତ୍ୟବାନ ଶୁଖିଲା କାଠ କାଟୁଥିଲେ ଏବଂ କାଠଗୁଡିକୁ ସାବିତ୍ରୀ ତଳୁ ଗୋଟାଇ ଏକାଠି କରି ଥିବା ସମୟରେ ହଠାତ  ସତ୍ୟବାନ ଙ୍କ ମୁଣ୍ଡ ବୁଲେଇ ଦେବାରୁ ସେ ଗଛ ଉପରୁ ତଳକୁ ଖସିପଡି ବାରୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା  | ସାବିତ୍ରୀ ଏପରି ଘଟଣା ଦେଖି ବିଚଳିତ ନହୋଇ ଧର୍ଯ୍ୟ ଧରି  ସ୍ୱାମୀଙ୍କ ଶରୀର ପାଖରେ ଏକାଗ୍ରତା ଚିତରେ ଜଗି ରହି ପ୍ରଭୁ  ନାରାୟଣ ଙ୍କୁ ସ୍ମରଣ କରିବାକୁ ଲାଗିଲେ | କିଛି ସମୟ ପରେ ଯମଦୁତ  ମାନେସତ୍ୟବାନ ଙ୍କ ପ୍ରାଣକୁ ନେବାକୁ ଆସି  ସାବିତ୍ରୀଙ୍କ ସତୀତ୍ୱ, ଓ ତେଜରେ  ସତ୍ୟବାନଙ୍କପାଖ କୁ ପସି ନପାରି ସେଠାରୁ ଚାଲି ଯାଇ ଯମରାଜ ଙ୍କୁ  ଏହିବିଷୟରେ କହିଲେ  | ଯମରାଜ ସଙ୍ଗେ ସଙ୍ଗେ ମର୍ତ୍ତ୍ୟ ପୂରକୁ ଆସି  ସତ୍ୟବାନ ଙ୍କ ପ୍ରାଣ କୁ ଧରି ଚାଲିଲା ବେଳେ ଶୁଣିଲେ  ପଛରେ କାହାର ନୁପୁର ର ଶବ୍ଦ ଶୁଭୁଚି ଏବଂ କିଏ ଜଣେ ଆସୁଛି ଭାବି ପଛକୁ ବୁଲି ଦେଖିଲା ବେଳକୁ  ଜଣେ ମହିଳା ଙ୍କୁ ଦେଖି  ସେ ଅଟକି  ତାଙ୍କୁ ମୋର ପଛେ, ପଛେ କାହିଁକି ଆସୁଛ ତୁମେ କିଏ ପଚାରିବା ପରେ ସାବିତ୍ରୀ  ମୋ ସ୍ୱାମୀ ଙ୍କୁ ଧରି ଯାଉଛ ମୁକଣ କରିବି ଏହାଶୁଣି    ଯମ ରାଜ ତାଙ୍କୁ   ସେ ମରିଯିବାରୁ ତାଙ୍କ ପ୍ରାଣ ଧରି ଯାଉଛି ତୁମେ ସ୍ୱଦେହରେ କିପରି ଯମ ଲୋକକୁ  ଯାଇପାରିବ, ତୁମକୁ ମୁଁ ଗୋଟିଏ ବର ଦେଉଛି ତୁମେ ଏଠାରୁ ଫେରିଯାଅ | କିନ୍ତୁ ବର କେବଳ ସତ୍ୟବାନଙ୍କୁ ଛାଡି, ସାବିତ୍ରୀ ପ୍ରଥମେ ତାଙ୍କ ଶଶୁର  ଦ୍ୟୁମତ ସେନ ଓ ଶାଶୁ  ମାଳତୀ ଦେବୀ ଅନ୍ଧ ଅଛନ୍ତି ତାଙ୍କୁ ଦୃଷ୍ଟି ଶକ୍ତି  ଦେବାକୁ କହିବାରୁ  ଯମ ରାଜ ତଥାସ୍ତୁ କହି ସତ୍ୟବାନ ଙ୍କ ପ୍ରାଣ କୁ ଧରି ଚାଲିଲେ  | ଏହିପରି କିଛି ସମୟ ଅତିକ୍ରାନ୍ତ ପରେ ଦେଖିଲେ ପୁଣି ସାବିତ୍ରୀ ତାଙ୍କ ପଛେ ଆସୁଛନ୍ତି | ଯମ ପୁଣି ପଛକୁ ଫେରି ସାବିତ୍ରୀ ଆସୁଥିବାର ଦେଖି ତୁମେ ପୁଣି ମୋପଛରେ କାହିଁକି  ଆସୁଛ କହିବାରୁ  ସତ୍ୟବାନ ଙ୍କୁ ଛାଡି ମୁଁ ଯାଇ ପାରିବି ନାହିଁ କହି ବାହୁନି, ବାହୁନି କାନ୍ଦିବାରୁ ଯମ ରାଜ ପୁଣି ଏକ  ବର ଯାଚିଥିଲେ |  ସାବିତ୍ରୀ  ତାଙ୍କ ପିତା, ମାତା  ଙ୍କ ରାଜ୍ୟ ଅନ୍ୟମାନେ ଛଡେଇ ନେଇ ଯାଇଛନ୍ତି  ସେମାନେ ବର୍ତ୍ତମାନ ପୂରା ଗରିବ ହୋଇ ଛନ୍ତି ତାଙ୍କୁ ରାଜ୍ୟ ପ୍ରଦାନ କରନ୍ତୁ |  ଯମ ରାଜ ତଥାସ୍ତୁ କହି  ଚାଲିଲେ |  କିଛିସମୟ ପରେ ସାବିତ୍ରୀ ଯମ ଙ୍କ ପଛରେ ଯମ ଲୋକ ନିକଟ କୁ  ଆସୁଥିବାର  ଦେଖି ଯମ  ବିଚଳିତ ହୋଇ ସାବିତ୍ରୀ ଙ୍କୁ ଅଟକାଇ ଥିଲେ ଏବଂ ତୁମକୁ ଦୁଇଟି  ବର ଦେଲି ତୁମେ କାହିଁକି ମୋ ପଛରେ  ପୁଣି ଆସି  ମୋତେ ଏବଂ ତୁମ ସ୍ୱାମୀଙ୍କୁ ହଇରାଣ କରୁଛ, ଏହାଶୁଣି ସାବିତ୍ରୀ ଅତିଯୋର ରେ ସ୍ୱାମୀଙ୍କୁ ବାହୁନି କ୍ରନ୍ଦନ କରନ୍ତେ ଯମ ରାଜ ତାଙ୍କ ଦୁଃଖରେ ମ୍ରିୟମାଣ ହୋଇ ସତ୍ୟବାନ ଙ୍କୁ ଛାଡି ଶେଷ ଗୋଟିଏ ବର ଦେବାକୁ କହିଥିଲେ | ଏହାପରେ ସାବିତ୍ରୀ ଆଉକିଛି  ଅଳି କରିବେ ନାହିଁବୋଲି ଯମ ରାଜ କହିଥିଲେ | ବର ପାଇଁ  ସାବିତ୍ରୀ ଯମରାଜ ଙ୍କୁ ସଂକଳ୍ପ କରି ବାକୁ କହିବାରୁ ଯମ ରାଜ ସତ୍ୟବାନ ଓ ଅମର ବର ଛାଡି ତୃତୀୟ ଓଶେଷ ବର ମାଗିବାକୁ କହିବାରୁ ବୁଦ୍ଧି ମତା ସାବିତ୍ରୀ  ତତକ୍ଷଣତ ଯମ ରାଜ ଙ୍କୁ  ଅଷ୍ଟ ସନ୍ତାନ ର ମାତା ହେବାକୁ କହି ବାରୁ ଯମ ରାଜ ବିଚାର ଶକ୍ତି ଭୁଲିଯାଇ ତଥାସ୍ତୁ କହି  ଚାଲିଯିବାକୁ  ବାହାରନ୍ତେ  ସାବିତ୍ରୀ   କହିଲେ ଆପଣ  ବର ଦେଇ ସତ୍ୟ ଭଗ୍ନ କରି ଚାଲି ଯାଉଛନ୍ତି |  ଯମ ରାଜ କହିଲେ ମୁଁ ତ ତୁମକୁ ବର ପ୍ରଦାନ କରିଛି | ସାବିତ୍ରୀ  କହିଲେ ମୁଁ ପତିବ୍ରତା ନାରୀ ମୋ ସ୍ୱାମୀଙ୍କୁ ତ ତୁମେ ଧରି ଚାଲି ଯାଉଛ | ମୁଁକିପରିମୋ ସ୍ୱାମୀଙ୍କ ବ୍ୟତୀତ  ଆଉ କାହାର ମାତୃତ୍ୱ ଲାଭ କରିବି |  ତୁମେ ଧର୍ମ ରାଜ ହୋଉ କିପରି  ଅସତ୍ୟ ବର ଦେଇଛ |  କିଛି ସମୟ ବିଚଳିତ ହୋଇ ଯମ ଦେବତା  ବାଧ୍ୟ ହୋଇ ସାବିତ୍ରୀଙ୍କ ବୁଦ୍ଧି ପାଖରେ ପରାସ୍ତ ହୋଇ ସତ୍ୟବାନ ଙ୍କୁ ସାବିତ୍ରୀଙ୍କୁ ପ୍ରଦାନ କରି  ଯମ ଲୋକ  ଫେରି ଯାଇଥିଲେ | ସାବିତ୍ରୀ ତାଙ୍କ ସ୍ୱାମୀଙ୍କୁ ଧରି ଘରେ ପହଞ୍ଚି ଵା ପୂର୍ବରୁ ଶାଶୁ ,ଶଶୁର ତାଙ୍କ ଫେରିବା ଡେରି ହେବାରୁ ଚିନ୍ତା ପ୍ରକଟ କରନ୍ତେ ତାଙ୍କ ଦୃଷ୍ଟି ଶକ୍ତି ଫେରି ପାଇବାରୁ ପୁଅ ବୋହୁଙ୍କୁ ଖୋଜିବାକୁ ଯାଇ ରାସ୍ତାରେ ତାଙ୍କୁଦେଖି ସବୁ କଥା ସାବିତ୍ରୀ ଙ୍କ ଠାରୁ ଶୁଣି ତାଙ୍କୁ ଉତ୍ତମ ବୋହୁ କହି ପାଛୋଟି ନେଇଥିଲେ | ଏପଟେ ତାଙ୍କ ପିତା ଅଶ୍ୱପତି ଓ ମାତା କୌଶଲ୍ୟ  ଉଭୟେ ରାଜ୍ୟ ପ୍ରାପ୍ତ ପରେ ଝିଅ ପାଖକୁ ଆସି ଝିଅର ଏହି ଚମତ୍କାର ଯୋଗୁଁ ତାଙ୍କ ରାଜ୍ୟ ପ୍ରାପ୍ତ, ଜୋଇଁ ସତ୍ୟବାନ ଙ୍କ ଜୀବନ ଓ ଶାଶୁ ଶଶୁର ଙ୍କ ଅନ୍ଧତ୍ୱ କୁ  ଦୁରକରି ପୁନଃ ଦୃଷ୍ଟି ଶକ୍ତି ଦେଇ ଥିବାରୁ ସମସ୍ତେ ଖୁସି ରେ ସାବିତ୍ରୀଙ୍କ ପାଇଁ ସେମାନେ ସବୁକିଛି ପାଇଥିବାରୁ ଖୁସିରେ ଭଗବାନ ଙ୍କୁ ଅଶେଷ ପ୍ରଣାମ ଜଣାଇ ଥିଲେ | ଏବଂ ସାବିତ୍ରୀ ଓ ସତ୍ୟବାନ ଙ୍କୁ   କୋଳେଇ ନେଇ ଆଶୀର୍ବାଦ ପ୍ରଦାନ  କରିଥିଲେ |  ଆଉ ସେହି ଦିନ ଠାରୁ ଏହି ଅମାବାସ୍ୟା କୁ ସାବିତ୍ରୀ ଅମାବାସ୍ୟା ନାମରେ ନାମିତ  କରାଯାଇ ଥିଲା  |   ତେଣୁ ସାବିତ୍ରୀ ଙ୍କ ପୂଜା କରି  ମହିଳା ମାନେ ସେମାନଙ୍କ ସ୍ୱାମୀଙ୍କ ଦୀର୍ଘାୟୁଷ, ଆରୋଗ୍ୟା କାମନା ସହିତ ପରିବାର ର ମଙ୍ଗଳ କାମନା କରି ଏହି ପୂଜା କରିଥାନ୍ତି | ଏହାଓଡିଶା ବ୍ୟତୀତ ଭାରତ ର ସବୁ ରାଜ୍ୟରେ ମହିଳା ମାନେ ପାଳନ କରିଥାନ୍ତି |

News Comment

You Might Also Like

BACK TO TOP