Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଖୁବ ଶୀଘ୍ର ରାମେଶ୍ୱର ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜ ପଥକୁ ମିଳିବ ଅନୁମୋଦନ |

20-Nov-2025

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା ରାମେଶ୍ୱରଠାରୁ ପାରାଦୀପପର୍ଯ୍ୟନ୍ତ ସମୁଦ୍ର କୂଳ ରାଜପଥକୁ ମିଳିବ ଅନୁମୋଦନ |

      ଓଡିଶା ଜନ ମତ ବ୍ୟୁରୋ,

ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଙ୍କ ବଡ଼ ଘୋଷଣା ଅତିଶୀଘ୍ର କୋଷ୍ଟାଲ ରାଜ ପଥକୁ ମିଳିବ ଗ୍ରୀନ ସିଗନାଲ | ଓଡ଼ିଶର ବହୁ ପ୍ରତୀକ୍ଷିତ ରମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ବୁଧବାର ଆଇନଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ପ୍ରକଳ୍ପ ପାଇଁ ରୁଟ୍ ଚୂଡ଼ାନ୍ତ ହୋଇଛି । କ୍ୟାବିନେଟ୍‌ କମିଟଅନ୍ ଆଫେୟାର୍ସ (ସିସିଏ)ର ଅନୁମୋଦନ ପରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୮,୩୦୦ କୋଟି ଟଙ୍କାରହିଛି। ଏହି ରାଜପଥର ଲମ୍ବ ୧୬୦.୧୮ କିଲୋମିଟର। ଏହା ରାଜ୍ୟ ଉପକୂଳରେ ଯୋଜନା କରାଯାଇଥିବା ୩୪୬ କିଲୋମିଟର କରିଡ଼ରର ଏକ ଅଂଶ। ଏହାକୁ ଚାରି ଲେନ୍ ବିଶିଷ୍ଟ ଆଵେସ୍-କଣ୍ଟ୍ରୋଲ୍ ରାସ୍ତାରେ ବିକଶିତ କରାଯିବ । ଯାହା କୋଣାର୍କ ଚାରିପାଖର ପର୍ଯ୍ୟଟନ ଯତାୟାତକୁ ସୁଗମ କରିବ । ଏହାକୁ ଦୁଈ ଲେନ୍ ବିଶିଷ୍ଠ ରାଜପଥ ( ପେଜ୍ ମୋଲ୍ଡର ସହିତ) ଭାବେ ନିର୍ମାଣ କରାଯିବ । ଯାହା ଅଗାମୀ ବନ୍ଦର ଓ ଲଜିଷ୍ଟିକ  ସହିତ ସଂଯୋଗରେ ଉନ୍ନତି ଆଣିବ। ଏହି ରାଜପଥରେ ମହାନଦୀ ଉପରେ ଏକ ୩.୩ ବିଲୋମିଟର ଲମ୍ବର ସେତୁ ସମେତ ୩୬ଟି ବଡ଼ ପୋଲ, ୮୯ଟି ଛୋଟ ପୋଲ ଏବଂ ୪୫ଟି ଭେଇକିଲ୍ ଅଣ୍ଡରପାସ୍‌ ନିର୍ମାଣ କରାଯିବ। ଏହି ଉପକୂଳ ରାଜପଥ କାର୍ଯ୍ୟକ୍ଷମ ହେଲେ, ରମେଶ୍ବର ଓ ପାରାଦୀପ ମଧ୍ୟରେ ଯତ୍ରା ଦୂରତା ୨୧୦ କିଲୋମିଟରରୁ ଘଟି ୧୬୦.୧୮ କିଲୋମିଟରକୁ ହ୍ରାସ ପାଇବ । ଏହା ସହ ବର୍ଭମାନ ୫.୫ ପଣ୍ଟା ଲାଗୁଥିବା ସମୟ ପ୍ରାୟ ୩ ଘଣ୍ଟାକୁ କମିଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ସୂଚନା ଦେଇଛନ୍ତି | ।

News Comment

You Might Also Like

BACK TO TOP