Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ମାଣବସା ଗୁରୁବାର ପାଇଁ ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଗ୍ରାହକ ଓ ଭକ୍ତ ମାନେ ||

20-Nov-2025

ମାଣ ବସା ଗୁରୁବାର ପୂଜାନିମନ୍ତେ ପରିବା ଦର ଆକାଶ  ଛୁଆଁ, 
ଭକ୍ତ ଙ୍କଆଖିରେ ଲୁହ,

       ଓଡିଶା ଜନ ମତ  ବ୍ୟୁରୋ,

ବର୍ତ୍ତମାନ ମାର୍ଗଶିର ମାସ ଚାକିଛି  | ଅର୍ଣ୍ଣପ୍ରଦାୟନୀ ଜଗତ ଜନନୀ ମା ମହାଲକ୍ଷ୍ମୀ ଙ୍କର ମାଣ ବସା ଗୁରୁବାର ପୂଜା ହେଉଅଛି  | ସମସ୍ତ ଭକ୍ତ ମାନେ ସେମାନଙ୍କ ପୂଜା ପାଇଁ ବଜାରରୁ କିଛି ସଉଦା ସହିତ ପନିପରିବା ଫଳ କିଣିବାକୁ ବଜାର କୁ ଗଲାବେଳେ ପରିବା ଓ ଫଳର ଦର ଦେଖି ବିଚରା ଭକ୍ତ ଙ୍କଆଖିରେ ଲୁହ ଆସିଯାଉଛି | ସେମଧ୍ୟରେ 
ମୂଳା କିଲୋ ୯୦ ଟଙ୍କା: ଚିନ୍ତାରେ ଗରିବ, ମଧ୍ୟବିତ୍ତ ପରିବାର |  ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଥମିବାର ନା ନେଉନି । ବଜାରରେ ଏବେ ପନିପରିବା ବର ହୁ ହୁ ହୋଇ ବଢି ଚାଲିଛି। ଦର ଅଗୀତର ରେକର୍ଡ ଭାଙ୍ଗିଥିବା ବେଳେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦେବେ ହଠାତ୍ ଦରବୃଦ୍ଧିର କାରଣ ଜଣାପଡ଼ୁନଥିଲେ ମଧ୍ୟ ବ୍ୟବସାୟୀମାନେ ଭିନ୍ନ ଭିନ୍ନ ମତ ଦେଉଥୁବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲୋକଙ୍କ ଚାହିଦା ଆନୁଯାୟୀ ଆବଶ୍ୟକୀୟ ପରିମାଣର ପରିବା ଆସୁନଥିବାରୁ ଦର ବୃଦ୍ଧି ଘଟିଥିବା ବ୍ୟବସାୟୀ କହୁଛନ୍ତି। ଅନ୍ୟ କେତେକ ବ୍ୟବସାୟୀ ଜିଲ୍ଲାରେ ହେଉଥିବା ଫସଲ ନଷ୍ଟ ଯୋଗୁଁବାହାରୁ ଆମଦାନୀ ହେଉଥିବା ଦରବୃଦ୍ଧିର ଅନ୍ୟତମ କାରଣ କହୁଛନ୍ତି। ବର୍ତ୍ତମାନ ମାର୍ଗଶିର ମାସ ଚାଲିଥିବା ବେଳେ ଗୁରୁବାର ପୂଜାରେ ହିନ୍ଦୁଧର୍ମାଲମ୍ବୀମାନେ ନିରାମିଷ ଭୋଜନ କରିଥାନ୍ତି। ବିଶେଷ କରି ଏହି ଦିନରେ ପନିପରିବାର ବେଶୀ ବାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖ୍ବ୍ୟବସାୟୀମାନେଚାଷୀମାନଙ୍କ ଠାରୁ ସମସ୍ତ ପନିପରିବା ଶାଗମାଛ ଦରରେ କିଣି ଚଢା ଦରରେ ବିକ୍ରି କରୁଥିବା ଗ୍ରାହକ ଅଭିଯୋଗ କରିଛନ୍ତି । ଦୋକାନ ଗୁଡିକରେ ମଧ୍ୟ ପରିବା ଦର ଭିନ୍ନ ଭିନ୍ନ ରହୁଥ‌ିବା ବେଳେ ଚଢ଼ାଉ ପାଇଁ ସତେ ଯେପରି କେହି ନଥୁବା ଭଳି ମନେ ହେଉଛି। ପ୍ରଶାସନିକର ଚଢଉ ଅଭାବରୁ ବ୍ୟବସାୟୀମାନେ ମନ ଇଛା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ସକାଳ ପାଇଲେ ସହରରବିଭିନ୍ନ ଛକ ମାନଙ୍କରେଏବଂ ପନିପରିବା, ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ଲାଗୁଛି। । ତେବେ ଦୋକାନଗୁଡିକରେ ଦର ତାରତମ୍ୟ ରହୁନି।  ମାଣ ବସା ଗୁରୁବାର ପାଇଁ ମୂଳା, ସିମ୍ବ,ବାଇଗଣ, କଖାରୁ,ସାରୁ, ଖମ୍ବ ଆଳୁ, ଗୁଆଁର, କଞ୍ଚା କଦଳୀ, କନ୍ଧମୂଳ, ଶାଗ ଦରକାର ପଡୁଥିବା ବେଳେ ବଜାରରେ ମୂଳା କିଲୋ ପିଛା ୯୦ଟଙ୍କା ସାରୁ 70 ଟଙ୍କା, ଖମ୍ଭ ଆଳୁ 80 ଟଙ୍କା, ବାଇଗଣ 60ରୁ 70 ଟଙ୍କା, ଶାଗ ବିଡା 30ରୁ ଚାଳିଶ ଟଙ୍କା, କଞ୍ଚା କଦଳୀ କିଲୋ ପିଛା 80 ଟଙ୍କା ଶିମ୍ବ କିଲୋ 120 ଟଙ୍କା କଖାରୁ କିଲୋ ପିଛା 40ଟଙ୍କାକନ୍ଧ ମୂଳ 70ଟଙ୍କା ରେ ବିକ୍ରି ହେଉଥିବା ବେଳେ ଅନ୍ୟାନ୍ୟ ପରିବା ପୋଟଳ କିଲୋ ୧୨୦ ଟଙ୍କା,  ଫୁଲ କୋଟି 120 ଟଙ୍କା, ପତ୍ରକୋବି ୪୦ ଟଙ୍କା, ତୋରତା ୭୦ ଟଙ୍କା, ଜହ୍ନି ୮୦ ଟଙ୍କା, ଅଲତି ୮୦ ଟଙ୍କା, ଟମାଟୋ ୬୦ ଡଙ୍କା, ଅମୃତ ଭଣ୍ଡା ୩୦ ଟଙ୍କା, ବିମ୍ସ କିଲୋ ପିଛା ୧୨୦ ଟଙ୍କା ଦର ରହିଥ‌ିବା ଜଣାପଡିଛି । ପନିପରିବା ଦର ହଠାତ୍‌ ବୃଦ୍ଧି ଘଟିଥିବାରୁ ଖାଉଟି କିଲେ ଜାଗରେ 500 ଗ୍ରାମ, ୫୦୦ ଗ୍ରାମ ଜାଗାରେ 250 ଗ୍ରାମ  ପନିପରିବା କିଣି କାମ ଚଳାଉଥିବା ଦେଖୁବାକୁ ମିଳୁଛି । ବର ନିଗନ୍ତ୍ରଣ ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜନସାଧାରଣଙ୍କ ପକ୍ଷରୁ ଚାବି ହେଉଛି। ଏହାସହ ଏହି ପରିବା ଦର ଦେଖି ମହାଲକ୍ଷ୍ମୀ ଙ୍କ ଭକ୍ତ ଙ୍କ ଆଖିରେ ଲୁହ ଜମି ଯାଉଛି | ତେଣୁ ଅତ୍ୟାବଶ୍ୟକ ପନି ପରିବା ରେ ଅହେତୁକ ମୂଲ୍ୟ ବୃଦ୍ଧି କରୁଥିବା ବ୍ୟବସ୍ୟାୟି ଙ୍କ ଉପରେ ଅଙ୍କୁଶ ସରକାର ଏବଂ ଯୋଗାଣ ବିଭାଗ ଲଗାଇସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ କଳାବଜାରୀ କୁ ରୋକଯାଇ ପାରିବ ବୋଲି ଗ୍ରାହକଙ୍କ ମତ ରହିଛି |

News Comment

You Might Also Like

BACK TO TOP