Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ପୁରୁଷୋତ୍ତମପୁର ବ୍ଳକର ବହୁ ପଞ୍ଚାୟତ ରେ ବନ୍ୟା ଜଳ ପସି ହଜାର, ହଜାର, ଏକରଧାନ ଚାଷ ପ୍ରଭାବିତ |

25-Sep-2026

ପୁରୁଷୋତ୍ତମପୁର ବ୍ଳକର 10ଗୋଟି ପଞ୍ଚାୟତ ର ହଜାର, ହଜାର ହେକ୍ଟର ଚାଷ ଜମିରେ ପଶିଲା  ଋଷିକୁଲ୍ୟା ଓ ଖରଖରୀ ନଈ ପାଣି, ଚିନ୍ତାରେ ଚାଷୀ |

ଓଡିଶା ଜନ ମତ, ଶୁଭଙ୍କର ଦାଶ,

ପୁରୁଷୋତ୍ତମପୁର, ଗଞ୍ଜାମ,  ତାରିଖ --26/09/26:---

ପୁରୁଷୋତ୍ତମପୁର ବ୍ଳକର10ଗୋଟି ପଞ୍ଚାୟତ ରେ ପଶିଲା ଋଷିକୁଲ୍ୟା ଓ ଖରଖରୀ ନଦୀ ପାଣି | ଯାହାଦ୍ୱାରା ହଜାର ହଜାର ଚାଷ ଜମି ଜଳମଗ୍ନ ହୋଈ ରହିଛି | ଧାର କରଜ କରି ଚାଷ କରିଥିବା ଚାଷୀ ଆଜି ଚିନ୍ତାରେ ରହିଛି | ଦୀର୍ଘ ଆଠ ରୁ ଦଶ ଦିନ  ଧରି ଚାଷ ଜମିରେ ପାଣି ରହିବା ଦ୍ୱାରା ଧାନ ଗଛ ପଚି ନଷ୍ଟ ହୋଈ ଯିବାର ଆଶଙ୍କା ରହିଛି |କେତେ ଆଶା ଓ ସ୍ୱପ୍ନ ନେଇ ଚାଷୀଟି ବର୍ଷକ ର ଫସଲ ଅମଳ ପାଇଁ ସାଉକାର ଠାରୁ ଧାର କରଜ କରି ଚାଷ ଜମିରେ ଦଇବ ଦାଉ ସାଧିବ କେବେ ଭାବିନଥିଲା ଚାଷୀଟି  | ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଧାନ ଜମିରେ ପାଣି ପସି ଉଜୁଡି ଗଲା ତାର ସଂସାର , ସରକାର ଯଦି ତାକୁ ସହଯୋଗ ନକରିବେ ତେବେ ଧାରା କରଜ କରିଥିବା ଚାଷୀଟି ଆତ୍ମ ହତ୍ୟା ହି କରିବ ବୋଲି ମତ ଦେଇଛନ୍ତି ଚାଷୀ  |ବ୍ଳକର ଗୋଟିଏ ସ୍ଥାନ ନୁହଁ, ଟଙ୍କା ଛାଇ, ଗାଙ୍ଗ ଦହଣୀ, ହାଣ୍ଡିଘର ମୁଳୁ କୁମାରୀ, ଆଛୁଲି, ଭୁତ ସରସିଙ୍ଗି, ବଡ଼ ବରଙ୍ଗା, ରାଣୀଙ୍ଗା, ପ୍ରତାପୁର, ଗୋଠି ଆଳି ଏପରି ଅନେକ ଗାଁ ର ଚାଷ ଜମିରେ ପଶିଛି ପାଣି | 
ପଦର ଧାନ ସହିତ  ଖାଲୁଆ ଅଞ୍ଚଳରେ ହୋଇଥିବା ଧାନ ପୁଡା ବାହାରି ଯାଇ ପାଚିବାକୁ ଥିଲା ବେଳେ ବର୍ତମାନ ତାହା ସବୁ ନଷ୍ଟ ହୋଈ ଯିବ ବୋଲି ଚାଷୀ ଆଶଙ୍କା କରି ଚିନ୍ତାରେ ରହିଛି |  ଶୁଣନ୍ତୁ ଚାଷୀଙ୍କ ମତ,  

News Comment

You Might Also Like

BACK TO TOP