Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଲଗାଣ ବର୍ଷାରେ ଚାଷୀଙ୍କ କ୍ଷତି ଫସଲ ବୁଲି ଦେଖିଲେ କବିସୂର୍ଯ୍ୟନଗର ବିଧାୟକ |||

26-Sep-2026

ବିବିନ୍ନ ପଞ୍ଚାୟତ ରେ ଲଗାଣ ବର୍ଷାରେ କ୍ଷତିହୋଇଥିବାଚାଷୀଙ୍ ଧାନ ଫସ  ଓ ପରିବା ଚାଷ କୁ ବୁଲି ଦେଖିଲେ କବିସୂର୍ଯ୍ୟନଗର ବିଧାୟକ   |

ଓଡିଶା ଜନ ମତ,ପୁରୁଷୋତ୍ତମପୁର, ଗଞ୍ଜାମ,   ଶୁଭଙ୍କର ଦାଶ :-----

ତାରିଖ --26/09/26,

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳ ତଥା ପୁରୁଷୋତ୍ତମପୁର ବ୍ଳକର 11ଗୋଟି ପଞ୍ଚାୟତ ରେ ଲଘୁଚାପ ଜନିତ ବର୍ଷା ଓ ନଦୀ, ନାଳ ପାଣି  ମାଡି ଏକର ଏକର ଧାନ ଓ ପରିବା ଚାଷ ନଷ୍ଟ ହୋଇଯାଇଛି ଲଘୁଚାପ ବର୍ଷା ଯୋଗୁଁ |
ଯାହାଦ୍ୱାରା ଏକର, ଏକର ଚାଷ ଜମି ରେ ଲାଗିଥିବାବିଭିନ୍ନ ଫସଲ ଓ ଫଳୁଥିବା ଏବଂ ଫଳିବାକୁ ଥିବା ଧାନ ସହିତ ବିଭିନ୍ନ ପରିବା ଚାଷ ନଷ୍ଟ ହୋଈ ଯାଇଛି |  ଧାର କରଜ କରି ଚାଷ କରିଥିବା ଚାଷୀ ଆଜି ଚିନ୍ତାରେ ରହିଛି | ଦୀର୍ଘ ଆଠ ରୁ ଦଶ ଦିନ  ଧରି ଚାଷ ଜମିରେ ପାଣି ରହିବା ଦ୍ୱାରା   ବିଭିନ୍ନ ପରିବା  ଚାଷ ନଷ୍ଟ ହୋଈ ଯାଇଛି  |
ଚାଷୀଟି ପନିପରିବା ଓ ଧାନ ଚାଷ କରି କିଛି ପରିବାର ପ୍ରତି ପୋଷଣ ସହିତ ସାଉକାର ର ରୁଣ ପରିଶୋଧ କରିବାର ଯେଉଁ ଲକ୍ଷ ରଖିଥିଲା  ଅବପାତ ବର୍ଷାରେ ତାହା ଧୂଳିସାତ ହୋଈ ଗଲା,ଉଜୁଡି ଗଲା ତାର ସଂସାର , ସରକାର ଯଦି ତାକୁ ସହଯୋଗ ନକରିବେ ତେବେ ଧାରା କରଜ କରିଥିବା ଚାଷୀଟି ଆତ୍ମ ହତ୍ୟା ହି କରିବ ବୋଲି ମତ ଦେଇଛନ୍ତି ଚାଷୀ  | ତେବେ ଜନ ପ୍ରତିନିଧି ହୋଈ ଥିବା ବିଧାୟକ ଚାଷୀ ମାନଙ୍କ ପାଖକୁ ଯାଇ ସେମାନଙ୍କ ଉଜୁଡି ଥିବା କ୍ଷୟ କ୍ଷତି ଫସଲ କୁ  ବୁଲି ଦେଖି  ସେମାନଙ୍କ  ଅଭାବ ଅସୁବିଧା କୁ  ସରକାର ଙ୍କ ସହିତ ବିଭାଗୀୟ ମନ୍ତ୍ରୀ ଙ୍କ ସହ କଥାବାର୍ତା କରି ଏବଂ ଜିଲ୍ଲା ପାଳଙ୍କ ସହ କଥା ହୋଈ  କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସବୁ ସୁବିଧା ଏବଂ ବ୍ୟବସ୍ତା କରିବି ବୋଲି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତରହି ପୁରୁଷୋତ୍ତମପୁର ତହସିଲଦାର ଙ୍କ ଉପସ୍ଥିତିରେ ଫସଲ ର କ୍ଷୟ କ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ ଓ ତହସିଲଦାରବିନୋଦ କୁମାର ବେହେରା, ସୁପର ଏଟିଓ ପି ଦେବାଶିଷ ମହାପାତ୍ର, ଭାଇଜର, ଓ ପାଖରେ ଥିବା ଆରାଇ ଙ୍କୁ ତୁରନ୍ତ ରିପୋର୍ଟ କରି ଦେବା ପାଇଁ କହିଥିଲେ  | ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ଓ ଆସ୍କା ବିଜେପି  ସମ୍ପାଦକ ଶ୍ରୀକାନ୍ତ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ମନୋଜ କୁମାର ଦାଶ,ପାଣ୍ଡିଆ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପାଣ୍ଡିଆ ମଣ୍ଡଳ ସମ୍ପାଦକ ରାଜୀବ ଲୋଚନ ବେହେରା, ପବିତ୍ର ସାବତ, କୃଷ୍ଣ ବିଷୋୟୀ ଟଙ୍କା ଛାଇ ଶକ୍ତି କେନ୍ଦ୍ର ପ୍ରମୁଖ, ପାଣ୍ଡିଆ ସରପଞ୍ଚପ୍ରତିନିଧି ସନ୍ତୋଷ ସେଠୀ ଓ କୈଳାଶ ସେଠୀ ଙ୍କ ସହ ବହୁ ନେତା କର୍ମୀ, ସରପଞ୍ଚ, ସମିତି ସଭ୍ୟ ଓ 11 ଗୋଟି ପଞ୍ଚାୟତ ର ପଦାଧିକାରୀ, ନେତା ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP