Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||

27-Aug-2026

ଧାନ ମଣ୍ଡି ରେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ରାଜ ରାସ୍ତାକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଂଗଠନ।

ଓଡିଶା ଜନମତ,ଜଗତସିଂହପୁର ଜ୍ୟୋତିରଞ୍ଜନ ପଟ୍ଟନାୟକ....

ଜଗତସିଂହପୁର  “ଜିଲ୍ଲାରେ ଚାଷୀ ପଞ୍ଜିକରଣରେ ଅନିୟମିତତା” ପ୍ରସଙ୍ଗକୁ ନେଇ  ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସରକାରଙ୍କ ଗୁମର ଖୋଲିଲେ ନବନିର୍ମାଣ କୃଷକ ସଂଗଠନ। ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲ୍ଲା ସଂଯୋଜକ ଅଶୋକ କୁମାର ସ୍ବାଇଁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚାଷୀଙ୍କ ପଞ୍ଜୀକରଣ କାର୍ଯ୍ୟରେ ସରକାରଙ୍କ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ଉଠାଇଥିଲେ। ସେମାନେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଗତ ବର୍ଷ ଜିଲ୍ଲାରେ, ବିଜେପି ସରକାରଙ୍କ ଅପରିଣାମ ଦର୍ଷିତା ଏବଂ ଚାଷୀ ବିରୋଧୀ ମାନସିକତା ଯୋଗୁଁ ୩୬୬୨ ଜଣ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇ ଅଭାବୀ ଧାନ ବିକ୍ରିର ଶିକାର ହୋଇଥିଲେ। ମଣ୍ଡିରେ ଗରିବ ଚାଷୀ ଙ୍କ ଧାନରୁ କ୍ଵିଣ୍ଟାଲ ପିଚ୍ଛା ୫ ରୁ ୧୦ କେଜି ପର୍ଯ୍ୟନ୍ତ ଜବରଦସ୍ତ କାଟି ନେଇଥିଲେ। ହଜାର ହଜାର ଚାଷୀଙ୍କର ନିଜର ପ୍ରକୃତ ବିକ୍ରି ପରିମାଣ ଧାନରୁ ୨୦%, ୬୦% ଧାନ କମ୍ କରି ସରକାର କ୍ରୟକରିଥିଲେ। ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ କିଣିବାରେ ସରକାର ଅହେତୁକ ଅବହେଳା ପ୍ରଦର୍ଶନ କଲେ। ଯାହା ଫଳରେ ଚଳିତ ବର୍ଷ ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀ ମାନଙ୍କ ସରକାରଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ସନ୍ଦେହ ଦୃଢୀଭୂତ ହୋଇଛି। କାରଣ ଅଗଷ୍ଟ ୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସରକାର ଦେଇଥିବା ପଞ୍ଜିକରଣ ସମୟ ସୀମା ସରିବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବା ବେଳେ ଜିଲ୍ଲାରେ   ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮ ହଜାର ଚାଷୀ ଅପେକ୍ଷାରେ ଏବଂ ଆଶଙ୍କାରେ ଅଛନ୍ତି। ବର୍ତ୍ତମାନ ଚାଷୀ ମାନେ ବିଲରେ ଧାନ ରୋଇବାରେ ବ୍ୟସ୍ତ ଥିବା ବେଳେ ଆର ପଟେ ସରକାରଙ୍କ ଅଦୂରଦୃଷ୍ଟି ସମ୍ପନ୍ନ ପଞ୍ଜିକରଣ  ସମୟ ସୀମା କଠୋର ଏବଂ ପଞ୍ଜିକରଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି। ଗୋଟିଏ ପଟେ ପାଗ ବିଗିଡି ଗଲେ ଚାଷ ଭୁଷୁଡି ଯିବାର ଭୟ ଆଉ ଗୋଟାଏ ପଟେ ସରକାରଙ୍କ ସମୟ ସରିଗଲେ ଧାନ ବିକ୍ରିରୁ ବଞ୍ଚିତ ହେବାର ଭୟ। ତେଣୁ ଗଣତାନ୍ତ୍ରିକ ଦେଶରେ ଚାଷୀଙ୍କ ସ୍ବାର୍ଥ ରକ୍ଷା ଦିଗରେ ସରକାର ଦୃଷ୍ଟି ଦେବା ସହିତ ପଞ୍ଜିକରଣ ସମୟ ସୀମା ବୃଦ୍ଧି ଏବଂ ସମସ୍ତ ଚାଷୀଙ୍କ ବଳକା ଧାନ କ୍ରୟର  ସମସ୍ତ ବ୍ୟବସ୍ଥା କରିବାକୁ ସଂଗଠନ ତରଫରୁ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

News Comment

You Might Also Like

BACK TO TOP