Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ପୁରୁଷୋତ୍ତମପୁର ବ୍ଳକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ |

29-Nov-2025

ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ,

             ଓଡିଶା ଜନ ମତ ବ୍ୟୁରୋ, 

ଗ୍ରାମାଞ୍ଚଳ ରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ର ଶାରୀରିକ ଓ ମାନସିକ ବିକାଶ ସହିତ ଲୁକାୟିତ ପ୍ରତିଭାର ବିକାଶ ପାଇଁ ଖେଳ ର ଆବଶକ୍ୟତା ରହିଛି। ଏହାକୁ ଦୃଷ୍ଟି ରେ ରଖି ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ବ୍ଳକର ଜିପିଓ ମୀନ କେତନ ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେଉଛି  | ସେହି କ୍ରମରେ   ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଳକ ସ୍ତିତ ତାରାତାରିଣୀ ମହା ବିଦ୍ୟାଳୟ  ରେ ସାଂସଦ ଖେଳ ମହୋତ୍ସବ ମୁଖ୍ୟ ଅତିଥି ଭାବେଆସ୍କା ସାଂସଦ ଅନୀତା ଶୁଭ ଦର୍ଶନୀ ଅନୁଷ୍ଠାନିକ ଭାବେ ଉଜ୍ଜାପନ  କରିଥିଲେ। ଏଥିରେ ବ୍ଳକ ଅଧକ୍ଷା ପିଙ୍କି ବେହେରା ସଭାପତିତ୍ୱ କରିଥିଲା ବେଳେସମ୍ମାନିତ ଅତିଥି ଭାବେ ବିଡ଼ିଓ ଶରତକୁମାରପାତ୍ର, ,ତହସିଲଦାର ବିନୋଦ ବେହେରା, ତାରାତାରିଣୀ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧକ୍ଷ ପ୍ରଦୀପ କୁମାର ସାହୁ,ଏନସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସ୍ୱାଇଁ, ଏମପି ଖଲ୍ଲିକୋଟ ପ୍ରତିନିଧି ଅନିଲ କୁମାର ପଣ୍ଡା,  ସଂସଦୀୟ ଏମପି ନମିନି ଯଂଜ୍ଞ ଦାଶ, ସମାଜ ସେଵୀ ସୀତାରାମ ପାଣିଗ୍ରାହୀ, ମଞ୍ଚାସିନ ରହିଥିଲେ |  ଅତିଥି ମାନେ ରାଜ୍ୟ ସରକାର ଙ୍କ ଏହି ବ୍ଳକ ସ୍ତରୀୟ କ୍ରୀଡା ମହୋତ୍ସବ ଦ୍ୱାରା ଖେଳାଳି ମାନଙ୍କ  ପ୍ରତିଭାର ବିକାଶ ସହିତ, ସାରରିକ ମାନସିକ ଶାନ୍ତି, ନିରୋଗୀ ଜୀବନ ଯାପନ  ହେବା ସହ ବ୍ଳକ, ଜିଲ୍ଲା, ରାଜ୍ୟ ଓ ଦେଶ ବିଦେଶରେ ଗୌରବ ଅର୍ଜନ କରି ଦେଶମାତୃକାର  ନାମ ରଖିବାକୁ ଏମପି ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଅତିରିକ୍ ତହସିଲଦାର ସଙ୍ଗୀତା ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ନାଗ ଭୂଷଣ ଯାଦବ,  ଖେଳ ଶିକ୍ଷକ ସଙ୍ଘ ସଭାପତି, ସମ୍ପାଦକ,ସମାଜ ସେବି ଜଗତ ବନ୍ଧୁ ପଣ୍ଡା,  ସମସ୍ତ ପିଇଓମାନେଏବଂ ମହାବିଦ୍ୟାଳୟର ଷ୍ଟାଫମାନେ  ,   ଉପସ୍ଥିତ ରହିଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।  ବିଭିନ୍ନ ବର୍ଗ ରେ ଶହେ ମିଟର, 200ମିଟର, 400ମିଟର, 800ମିଟର, ଉଚ୍ଚା ଡିଆଁ, ଲମ୍ବା ଡିଆଁ ସଟ ଫୁଟ ଡ଼ିସକସ ଥ୍ରୋ ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ତା ସହିତ ଖୋକ, କବାଡି, ଫୁଟ ବଲ, ସହିତ ଅନ୍ୟନ୍ୟ ଖେଳ ଖେଳା ଯାଇଥିଲା  | ଏଥିରେ  ଜୁନିଅର ଓ ସିନିଅର ବିଭାଗ ରେ ବାଳକଓ ବାଳିକା ମାନେ ଅଂଶ ଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ ରେ ଅଂଶ ଗ୍ରହଣ କରିବେ ବୋଲିକହିଥିଲେ ।
ଏହି ବ୍ଲକ ର ପ୍ରାୟ 10ରୁ ଉର୍ଦ୍ଧ  ଖେଳ ଶିକ୍ଷକ ପରିଚାଳନା କରିଥିଲେ।
ଦଳ ଗତ, ବ୍ୟକ୍ତି ଗତ,ଏହି ଦୁଇ ବିଭାଗ ସୃଷ୍ଟି ହୋଇଥିଲା |ବ୍ୟକ୍ତିଗତ ଖେଳାଳି ଙ୍କୁ ସୁବର୍ଣ୍ଣ  ରୌପ୍ୟ, ତାମ୍ବ,  ମେଡେଲ ମାନପତ୍ର ପ୍ରଦାନ କରାଯାଇ ଥିଲା | ଦଳଗତ ରେ ରନର,ବିନେର  ଙ୍କୁ ଟ୍ରଫି ଓ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିଲା |

News Comment

You Might Also Like

BACK TO TOP