Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଆଇଟି ମନ୍ତ୍ରୀଙ୍କ ସୂଚନା ରାଜ୍ୟରେ 16 ମାସରେ 33ଗୋଟି ଆଇଟି କମ୍ପାନୀ ଖୋଲିଛି ||

02-Dec-2025

ମୁକେଶ ମହାଲିଙ୍ଗ ଙ୍କ ସୂଚନା ୧୬ ମାସରେ ରାଜ୍ୟରେ ଖୋଲିଛି ୩୩ ଆଇଟି କମ୍ପାନୀ,

        ଓଡିଶା ଜନ ମତ ବ୍ୟୁରୋ,

ବର୍ତ୍ତମାନ କମ୍ପୁଟର ପାଠ ପଢ଼ୁଥିବା  ଯୁବକ, ଯୁବତୀଙ୍କୁ ଆତ୍ମ ନିର୍ଭର ଶିଳ କରିବାକୁ ଆଇଟି ସେକ୍ଟର ନିହାତି ଦରକାର | ତେବେ ଓଡ଼ିଶାରେ ତାର ଅଭାବ ପରିଲକ୍ଷିତ ହେଉଅଛି |ଯାହାଦ୍ୱାରା ବେକାର କମ୍ପୁଟର ପିଲାଙ୍କ ଜୀବନ ଅନ୍ଧାର ହେବାକୁ ଯାଉଛି | ଏହା ଉପରେ ରାଜ୍ୟ  ଆଇଟି ମନ୍ତ୍ରୀ ଙ୍କ ସୂଚନା ଦେଈ କହିଛନ୍ତି ୧୬ ମାସରେ ଖୋଲିଛି ୩୩ଟି ନୂଆ ଆଇଟି କମ୍ପାନୀ । ୨୫୨୮ ଜଣଙ୍କୁ  ନିଯୁକ୍ତିମିଳିଛି । ବର୍ତ୍ତମାନ ସୁଦ୍ଧା ୩୫୦ ଆଇଟି କମ୍ପାନୀ ଓଡ଼ିଶାରେ କାର୍ଯ୍ୟରତ ଅଛି। ୩୫ ହଜାରରୁ ଊର୍ଦ୍ଧ୍ଵ ଯୁବକ ଯୁବତୀ ସେଠାରେ କାର୍ଯ୍ୟ କରୁଛନ୍ତି । ସୋମବାର ବିଧାନସଭାରେ ଲିଖତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାଛଡ଼ା ସେ କହିଛନ୍ତି ଯେ ବିଶ୍ଵରେ ଓଡ଼ିଶା ସଫ୍ଟୱେୟାରର ଚାହିଦା ଅଧିକ ରହିଛି । ଦେଶର ପ୍ରଥମ ୧୦ ରାଜ୍ୟରେ ଓଡ଼ିଶା ରହିଛି। ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସଫ୍ଟୱେୟାର ରପ୍ତାନୀ କରାଯାଇଛି ବୋଲି ଶ୍ରୀ ମହାଲିଙ୍ଗ ଲିଖୁତ ଉତ୍ତର ରଖୁଛନ୍ତି। ଯାହାଦ୍ୱାରା କମ୍ପୁଟର ପଢ଼ୁଥିବା ଛାତ୍ର, ଛାତ୍ରୀଙ୍କୁ ନିଯୁକ୍ତି ର ସୁଯୋଗ ରହିଛି | ତେଣୁ ସେମାନେ ଭଲ ପାଠ ପଢି ଦେଶମାତୃକାର ନାମ ରଖିବାକୁ ମୁକେଶ ମହାଲିଙ୍ଗ ଯୁବକ, ଯୁବତୀ ଙ୍କୁ ଉପଦେଶ ଦେଇଛନ୍ତି |

News Comment

You Might Also Like

BACK TO TOP