Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ଶତାୟୁ ମହିଳା ଡକ୍ଟର ଙ୍କ ମହନିୟତା , ମହିଳାଙ୍କ ପାଈଁ ଏମ୍ସ କୁ ଦାନ କଲେ ଜୀବନର ସଞ୍ଚିତ ଅର୍ଥ |

02-Dec-2025

ମଣିଷ ହେଵତ ଏମିତି, ଶତାୟୁ ଡକ୍ଟର ଏମ୍ସ କୁ ଦାନ କରିବେ 3.40କୋଟି,

(ମହିଳାଙ୍କ କେନ୍ସର ଚିକିତ୍ସା ରେ ଖର୍ଚ୍ଚ ହେବ ଏହି ଅର୍ଥ  |

    ଓଡିଶା ଜନ ମତ ବ୍ୟୁରୋ,

ଲୋକେ କୁହନ୍ତି ଡକ୍ଟର ହେଉଛନ୍ତି ଭଗବାନ ଙ୍କ ଅବତାର, ତାଙ୍କର ହାତର ସ୍ପର୍ଶ ରେ ଦୁରାଗ୍ୟ ରୋଗ ଭଲହୋଇ ଯାଏ | ଯାହାଙ୍କ ପାଖରେ ଚିର କୃତଜ୍ଞ ହୋଇଥାନ୍ତି ଭଲ ହୋଉଥିବା ରୋଗୀ ଜଣଙ୍କ | ତେବେ କିଛି ଅର୍ଥ ପିପାସୁ ଶୋଷଣ ଡକ୍ଟର ଙ୍କ ଯୋଗୁଁ ରୋଗୀଟି ଚିକିତ୍ସା ଅବହେଳାରୁ ମୃତ୍ୟୁ ମୁଖରେ ପଡୁଥିଲା ବେଳେ ସରକାରୀ ମେଡିକାଲ ରେ ରହି ବହୁ ଅସୁବିଧା ଭୋଗ କରେ | କାରଣ ତା ପାଖରେ ଅର୍ଥ ନଥାଏ | ତେବେ ସରକାର ଙ୍କ ସ୍ୱାସ୍ଥ୍ୟ ବୀମା କାର୍ଡ କୁ ନେଇ କିଛି ଡକ୍ଟର ମଧ୍ୟ  ଗରିବ ଲୋକଙ୍କୁ ହଇରାଣ ହରକତ କୁରୁଥିବାର ଶୁଣିବାକୁ ମିଳୁଛି |ତେବେ ଏପରି ଜଣେ ଡକ୍ଟର ବର୍ତ୍ତମାନ ଅଛନ୍ତି ତାଙ୍କ ମହ ନିୟତା ଆଗରେ ହାର ମାନିଛି  ଅଵିଵେକତା, ଅର୍ଥ ଶୋଷଣତା | 
ଡିସେମ୍ବର ୫ରେ ତାଙ୍କୁ ପୂରିବ ୧୦୦ ବର୍ଷ I ନିଜର ଶହେ ତମ ଜନ୍ମଦିନରେ ସେ ଦାନ କରିବାକୁ ଯାଉଛନ୍ତି ୩ କୋଟି ୪୦ ଲକ୍ଷ ଟଙ୍କା । ନିଜ ୧୦୦ ତମ ଜନ୍ମଦିନରେ ଜୀବନ ସାରା ଅର୍ଜିଥିବା ସମସ୍ତ ସାଇତା ସମ୍ପତିକୁ ଦାନ କରିବାକୁ ଯାଉଛନ୍ତି ବ୍ରହ୍ମପୁରର ମହିଳା ଡକ୍ଟର  ଲକ୍ଷ୍ମୀ ବାଈ । ବୟସ ଶହେ । ପାଟିରୁ ସବୁ ଦାନ୍ତ ଝଡ଼ିଗଲାଣି । ଦାନ୍ତ ନଥିବାରୁ କଥା ଟିକେ ଭଲରେ ଶୁଭୁନି। ହେଲେ ଡାକ୍ତର ସାଜି ସମାଜସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଲକ୍ଷ୍ମୀ ବାଈ କେବଳ ନିଜ ବୃତ୍ତିରେ ଅଟକି ଯାଇନାହାନ୍ତି । ଡାଙ୍କର      ବୃତ୍ତିରେ ଥାଇ ଜୀବନ ସାରା ରୋଜଗାର କରିଥିବା ସମସ୍ତ ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିବାକୁ ଯାଉଛନ୍ତି ଡାକ୍ତର |ଆସନ୍ତା ୫ରେ ନିଜ ଏକଶହତମ ଜନ୍ମ ଦିନରେ ଭୁବନେଶ୍ବର ଏମ୍ସକୁ ଏହି ଅର୍ଥ ଦାନକରିବେ | ତାଙ୍କର ସେହି ଦାନ ଅର୍ଥ ମହିଳାଙ୍କ କ୍ୟାନ୍‌ସର୍ ଚିକିତ୍ସାରେ ଖର୍ଚ୍ଚ ହେବ ବୋଲି ସେ କହି ଛନ୍ତି | ଜଣେ ମହିଳା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଥୁବା ଡାକ୍ତର ଲକ୍ଷ୍ମୀ ବାଈ ମହିଳାଙ୍କ କର୍କଟ ରୋଗ ଚିକିତ୍ସା ପାଇଁ ଏମ୍ସକୁ  ତାଙ୍କର ଜୀବନ କାଳର ସମସ୍ତ  ଅର୍ଜିତ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ଏନେଇ ସମସ୍ତ ପ୍ରକାରଵିଧି, ବ୍ୟବସ୍ତା କାଗଜପତ୍ର ସରିଥିବା ବେଳେ  ସେ ଏହି କାର୍ଯ୍ୟ ପାଈଁ ବହୁତ ଖୁସି ଥିବା କହିଛନ୍ତି ଡାକ୍ତର ଲକ୍ଷ୍ମୀ ବାଈ | ତାଙ୍କର ଛାତ୍ରୀ ଥିବା ବ୍ରହ୍ମପୁର ସହରର ଜଣାଶୁଣାପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଭାଗ ପ୍ରଫେସର ପି.ଭାରତୀ ଓ ଡା. ଭାରତୀ ମିଶ୍ର ଏହି କାର୍ଯ୍ୟର ତଦାରଖ କରୁଛନ୍ତି ।ସ୍ୱାସ୍ଥ୍ୟ ସେବାପ୍ରତି ଗୁରୁଙ୍କଏହି ବଦାନ୍ୟତା ଓ ମହ ନିୟତା ଦେଖୁ ଉଭୟ ବେଶ ଖୁସି ହେବା ସହ ତାଙ୍କ ଆଦର୍ଶ ଅନେକଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି । ଶହେ ବର୍ଷରେ ବି ପୁରା ଫିଟ୍ ଅଛନ୍ତି ଡାକ୍ତର ଲକ୍ଷ୍ମୀ ବାଈ I ସେ କଟକ ଏସ୍‌ସିବି ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଡାକ୍ତରୀ ଛାତ୍ରୀ ଥିଲେ । ଯୁବାବସ୍ଥାରୁ ଯୋଗ, ପ୍ରାଣାୟାମ, ସତସଙ୍ଗ କରି ନିଜକୁ ପୂରା ଫିଟ୍ ରଖୁଥିଲେ ଡାକ୍ତର ଲକ୍ଷ୍ମୀ ବାଈ। ଶହେ ବର୍ଷରେ ପଦାର୍ପଣ କରିଥିବା ଡାକ୍ତର ଲକ୍ଷ୍ମୀ ବାଈ ବୟସ ଅନୁସାରେ ବେଶ୍ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି |  ତାଙ୍କର ଜଣେ ମେଡିକାଲ ଛାତ୍ରୀ । ଡାକ୍ତର ଲକ୍ଷ୍ମୀ ବାଈଙ୍କର ଡାଇବେଟିସ୍, ହାଇପର୍ ଇପର ଟେନ୍ସନ ନାହିଁ । କେବଳ ବୟସାଧକ ଯୋଗୁଁ ଯାହା ସାମାନ୍ୟ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ରହିଛି । ନିଜ ଇଚ୍ଛାରେ ସେ ତାଙ୍କର ସମସ୍ତ ସଂପତ୍ତି ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିବାକୁ ମନସ୍ଥ କରିଥିବା କ୍ୟା କହିଛନ୍ତି ତାଙ୍କ ଛାତ୍ରୀ। ସ୍ତ୍ରୀ ରୋଗ ବିଶେଷଜ୍ଞ• ହୋଇ ଜୀବନ ସାରା ମହିଳା ରୋଗୀଙ୍କ ସେବା କରିଥିବା ଡାକ୍ତର ଲକ୍ଷ୍ମୀ ବାଇ ନିଜର ସମସ୍ତ ସଂପଭିକୁ ସେହି ମହିଳାମାନଙ୍କ କ୍ୟାନସର ଚିକିତ୍ସା ପାଇଁ ଦାନ କ କରିବା ତାଙ୍କ ମହନୀୟତାକୁ ପରିଚୟ ଦେଉଥୁବା ବେଳେ ସାଧାରଣରେ ପ୍ରଶଂସା କରାଯାଇଛି । 
1926 ଡିସେମ୍ବର 5ରେ ଡା. ଲକ୍ଷ୍ମୀ ବାଈଙ୍କ ଜନ୍ମ । ୧୯୪୫ରୁ ୧୯୫୦ ମଧ୍ୟରେ ସେ ଏସ୍‌ସିବି ମେଡିକ କଲେଜରେ ଏମବିବିଏସ ପଢିବା ପରେ ୧୯୫୮ରେ ମାଡ୍ରାସ୍ ମେଡିକାଲ କଲେଜ ଡିଜିଓ ଆଣ୍ଡ୍ ଏସ୍ଟି ଇନ୍ ‘ଓ ଏଣ୍ଡ୍ଜିଜି ପଢ଼ିଥିଲେ। ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରୁ ଚାକିରି ଜୀବନ ଆରମ୍ଭ କରି ୧୯୮୬ରେ ଏମ୍‌କେସିଜି ମେଡିକାଲ କଲେଜ ବ୍ରହ୍ମପୁରରୁ ଅବସରଗ୍ରହଣ କରିଥିଲେ। ସ୍ଵାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଭାରତଜ୍ୟୋତି ଆୱାର୍ଡ, ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍ ଆଓ୍ବାର୍ଡ ସମେତ ଅନ୍ୟ କେତେକ ଆଓ୍ବାର୍ଡ ମିଳିଛି । ଡା. ଲକ୍ଷ୍ମୀବାଈଙ୍କ ଏଭଳି ପଦକ୍ଷେପ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେ ଜୀବନ କାଳ ମଧ୍ୟରେ କୌଣସି ବଡ଼ ରୋଗରେ ପଡି ନାହାନ୍ତି | ଯାହାକିଛି ସାମାନ୍ୟ ତାକୁ ସେ ନିୟନ୍ତ୍ରଣ କରି ରଖିଛନ୍ତି, ଯୋଗ, ପ୍ରାଣାୟାମ ଓ ବ୍ୟାୟମ ଦ୍ୱାରା ସେ ଏବେବି ସମୁର୍ଣ ସୁସ୍ଥ ରହିଛନ୍ତି | ତାଙ୍କର ଏହି କାର୍ଯ୍ୟ କୁ ସମସ୍ତ ଡକ୍ଟର ସମାଜ ଓ ଲୋକମାନେ ବୁଝିବା ଦରକାର | କାରଣ ଭଗବାନ ଙ୍କ ନିର୍ଦେଶ ରେ ଜନ୍ମ ବେଳେ କେହିକିଛି ସଙ୍ଗରେ ଧରି ଆସିନାହାନ୍ତି କିମ୍ବା ମଲା ବେଳେ କେହି କିଛି ଧରି ଯିବେନି | ତେଣୁ ମାନବିକତା, ସାହାଯ୍ୟ, ସହଯୋଗୀତା, ଓ ସମସ୍ତଙ୍କୁ ଭଲପାଇବା ସହ ସେବା କରିବା ହି ସବୁଠାରୁ ବଡ଼ ଧର୍ମ ଅଟେ | ତେଣୁ ଶାସ୍ତ୍ର କହିଛି ମାନବ ସେବାହିଁ ମାଧବ ସେବା ଅଟେ  | ତେଣୁ ଶତାୟୁ ମହିଳା ଡକ୍ଟର ଲକ୍ଷ୍ମୀ ବାଇଙ୍କ ଠାରୁ ଆମେ ସମସ୍ତେ କିଛି ଶିକ୍ଷା ଗ୍ରହଣ କରିବା ଉଚିତ ଅଟେ | ମଣିଷ ଜୀବନ କ୍ଷଣ ଭଙ୍ଗୁର ଅଟେ | ତେଣୁ ବେଳ ଥାଉଁ ସଜାଗ ହୋଇ କିଛି ମହତ କାର୍ଯ୍ୟ କରିବା ଦ୍ୱାରା ସବୁବେଳେ ସେ ମରି ମଧ୍ୟ ଅମର ହୋଇ ରହିଥାଏ |

News Comment

You Might Also Like

BACK TO TOP