Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଗୋଟିଏ ଗରିବ ଘର ର ଭାଇ ଭଉଣୀ ଡାକ୍ତରୀ ପାଠ ପଢିବା ପାଇଁ ହେଲେ ମନୋନୀତ ||

23-Sep-2026

ଗରିବ ଘରୁ  ୫ ଭାଇ-ଭଉଣୀ ନିଟ୍‌ରେ ସଫଳ |

ଓଡିଶା ଜନ ମତ ବ୍ୟୁରୋ,

ଅସୀମ ବିଶ୍ୱାସ, କଠିନ ପରିଶ୍ରମ ଓ ପାଠ ପଢ଼ିବାର ଆଗ୍ରହ ଆଗରେ ହାର ମାନିଛି ଅଭାବ । ଝାଟିମାଟି ଘରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଛନ୍ତି ୫ ଭାଇ-ଭଉଣୀ । ଆଉ ଏହି ସ୍ୱପ୍ନକୁ ସାକାର କରିବାକୁ ଦିନରାତି ପରିଶ୍ରମ କରିଛି ସମ୍ପୂର୍ଣ୍ଣ ପରିବାର । କନ୍ଧମାଳ ଦାରିଙ୍ଗବାଡ଼ି ତାଜୁଙ୍ଗିଆ ପଞ୍ଚାୟତର ବଣ, ପାହାଡ଼ ଓ ଝରଣା ଘେରା ସିକବାଡ଼ି ଗାଁ । ଏହି ଗାଁର ବୁର୍ଶୀ ପ୍ରଧାନଙ୍କ ପରିବାରର ସଫଳତା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି ।
ବୁର୍ଶୀଙ୍କ ୪ ପୁଅ-ଝିଅ ଏବଂ ତାଙ୍କ ସାନ ଭାଇଙ୍କ ଝିଅ ମୀନାକ୍ଷୀ ଏବେ ଡାକ୍ତର ହେବାର ଲକ୍ଷ୍ୟରେ ଆଗକୁ ବଢ଼ୁଛନ୍ତି। ୨୦୨୧ରେ ନିଟ୍‌ ପାସ୍‌ କରି ବଡ଼ ପୁଅ ବିଭୀଷଣ ପ୍ରଧାନ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଇଣ୍ଟର୍ଣ୍ଣସିପ୍‌ କରୁଛନ୍ତି। ଝିଅ ମୋନାଲିସା ଡାକ୍ତରୀ ଦ୍ୱିତୀୟ ବର୍ଷର ଛାତ୍ରୀ।
ଚଳିତ ବର୍ଷ ସୁନେମି ପ୍ରଧାନ, ଅସରୀୟ ପ୍ରଧାନ ଏବଂ ବୁର୍ଶୀଙ୍କ ସାନ ଭାଇଙ୍କ ଝିଅ ମୀନାକ୍ଷୀ ପ୍ରଧାନ ମଧ୍ୟ ନିଟ୍‌ରେ ସଫଳ ହୋଇଛନ୍ତି । ଅର୍ଥାଭାବ ଭିତରେ ଏହି ସଫଳତା ପରିବାରର ପରିଶ୍ରମ ଓ ପିଲାଙ୍କ ଦୃଢ଼ ଇଚ୍ଛାଶକ୍ତିର ଉଦାହରଣ ପାଲଟିଛି । 
୫ ଜଣ ଭାଇ-ଭଉଣୀ ଗାଁ ସ୍କୁଲରେ ପାଠ ପଢ଼ିବା ପରେ ବ୍ରହ୍ମପୁରରେ ରହି +୨ ପଢ଼ିଥିଲେ । ହେଲେ ଅର୍ଥାଭାବ ଯୋଗୁଁ ନିଟ୍‌ରେ ପାଇଁ କୋଚିଂ ନେବା ସମ୍ଭବ ହୋଇନଥିଲା। ତେଣୁ ଗୋଟିଏ ମୋବାଇଲରେ ପାଳି କରି ଅନଲାଇନ୍‌ରେ ପାଠ ପଢ଼ୁଥିଲେ ତିନି ଭାଇ-ଭଉଣୀ । ପିଲାଙ୍କ ସ୍ୱପ୍ନ ସାକାର କରିବାକୁ ପରିବାରକୁ ଅନେକ କଷ୍ଟ ସହିବାକୁ ପଡ଼ିଛି । ପାଠପଢ଼ା ପାଇଁ ଟଙ୍କା ଯୋଗାଡ଼ କରିବାକୁ ବୁର୍ଶୀ କେରଳରେ ଦାଦନ ଖଟିଥିଲେ । ଏବେ ଚାଷରୁ ମିଳୁଥିବା ଆୟର ବଡ଼ ଅଂଶ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେଉଛି । ମେଡିକାଲ କଲେଜରେ ନାମଲେଖା ପାଇଁ ଘରେ ଥିବା ବଳଦ ଓ ଛେଳି ମଧ୍ୟ ବିକ୍ରି କରିବାକୁ ପଡ଼ିଛି ।
ଏବେ ଆହୁରି ୩ ଜଣ ପିଲାଙ୍କ ନାମଲେଖା ପାଇଁ ଟଙ୍କା ଆବଶ୍ୟକ। ପରିବାରର ଆର୍ଥିକ ସ୍ଥିତିକୁ ବୁଝି ପିଲାମାନେ ମଧ୍ୟ ପାଠପଢ଼ା ସହ ଘର କାମରେ ସହଯୋଗ କରୁଛନ୍ତି। ସମୟ ମିଳିଲେ ଗୋରୁଗାଈ ଚରାଇବା ଭଳି ଘରୋଇ କାମ ମଧ୍ୟ କରୁଛନ୍ତି । ପିଲାଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଆଗକୁ ନେବା ପାଇଁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ବୁର୍ଶୀ ଓ ଅନୁସୂୟା । ଝାଟିମାଟି ଘରୁ ଡାକ୍ତର ହେବାର ସ୍ୱପ୍ନ ଦେଖି ତାହାକୁ ସାକାର କରିବା ଦିଗରେ ଆଗେଇ ଚାଲିଥିବା ୫ ଭାଇ-ଭଉଣୀଙ୍କ କାହାଣୀ ଏବେ ସମଗ୍ର କନ୍ଧମାଳ ପାଇଁ ଗର୍ବର ବିଷୟ ପାଲଟିଛି ।

News Comment

You Might Also Like

BACK TO TOP