Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଦୁର୍ଘଟଣାରେ ମୃତକଙ୍କ ପରିବାର କୁ ଆସ୍କା ବିଧ୍ୟାୟକ ଓ ତହସିଲଦାର ଙ୍କ ତିନି ଲକ୍ଷ ଟଙ୍କା ପ୍ରଦାନ |

09-Dec-2025

ଆସ୍କା ବିଧାୟକଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ଲକ୍ଷ  ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ  |

     ଓଡିଶା ଜନ ମତ ବ୍ୟୁରୋ,

ଆସ୍କା ବିଧାୟକ ସରୋଜକୁମାର ପାଢ଼ୀ 
ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାବନପୁର ଗ୍ରାମର ସର୍ଗତ ପଞ୍ଚାନନ ରାଉତଙ୍କ ଗତଜୁଲାଇ ମାସରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ  ମାନ୍ୟବର ବିଧାୟକ ସରୋଜ  କୁମାର ପାଢ଼ୀ ଓଡିଶାର ଜସଶ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଥିଲେ | ତଦନ୍ତ ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ଙ୍କ ଗିଲିଫ୍ ପାଣ୍ଠିରୁ  ୩ ଲକ୍ଷ୍ ଟଙ୍କା ସହାୟତା ପ୍ରଦାନ କରିଥିଲେ |  ବିଧାୟକ ସରୋଜ କୁମାର ପାଢ଼ୀ, ତହସିଳଦାର ସଂଗୀତ ଗୀତା ସେନ, ଆତ୍ମାର ଅଧକ୍ଷ ବିଜୟ ସାଇଁ, ତହସିଲର ବରିଷ୍ଠ କିରାଣୀ କିରଣ ପାଣୀ ରାଜସ୍ଵ ସୁପର ଭାଇଜର ସୁନୀଲ ଗୌଡ଼, ରାଜସ ନିରୀକ୍ଷକ ସୁସ୍ମିତା ବିଶ୍ବାଳ, ପ୍ରମୁଖ ମୃତ ପଞ୍ଚାନନ ରାଉତ ଙ୍କ ବାସଭବନ ରେ ପହଂଚି ତାଙ୍କ ବିଧବା ପତ୍ନୀ  କୁମାରୀ ରାଉତଙ୍କୁ ତିନି ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ବିଧାୟକ ଓ ତହସିଲଦାର ଙ୍କ ଏଭଳି ବଦନ୍ୟତା କୁ ଅଂଚଳ ରେ ଭୁୟସୀ ଫ୍ରଶସା କରିଛନ୍ତି ଜନସାଧରଣ | ଦୁର୍ଦିନ ଓ ଅସୁବିଧା, ଏବଂ ଦୁର୍ଘଟଣା ରେ ଆହାତ ବ୍ୟକ୍ତି  ଙ୍କୁ ଏପରି ସାହାଯ୍ୟ ସହଯୋଗ ପ୍ରଦାନ କଲେ ସରକାର ଓ ବିଧାୟକ ଙ୍କ ସହିତ ପ୍ରଶାସନିକ ଅଧିକାରୀ ଙ୍କୁ ଲୋକେ ସବୁବେଳେଏହି ମହତ କାମ ପାଇଁ ମନେ ରଖିବେ  |

News Comment

You Might Also Like

BACK TO TOP