Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ନବେ ଟିକିଆ ହାତୀ ପଲ କୁ ଦେଖି ଚିନ୍ତାରେ ଚାଷୀ |

09-Dec-2025

ହାତୀପଲଙ୍କ ଉତ୍ପାତ, ଚିନ୍ତାରେ ଚାଷୀ,

    ଓଡିଶା ଜନ ମତ ବ୍ୟୁରୋ,

ନବେ ଟିକିଆ ହାତୀପଲ କୁ ଦେଖି ଚିନ୍ତାରେ ଚାଷୀ ସେମାନେ ବର୍ତ୍ତମାନ ବିଲରେ ଥିବା ପାଚିଲା ଧାନ  କୁ ଖାଇବା ସହିତ ଦଳା ଚକଟା  କରିଦେବାର ଭୟ ଘାରିଛି  | ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ରେଞ୍ଜ ଏଫସିଆଇ ସେକ୍ସନ୍ ଗଣ୍ଠିଗାଡ଼ିଆ ବିଟ୍ ଅଞ୍ଚଳରେ |  ୨ ଦିନ ହେବ ୯୦ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଚାଷ ଅମଳ ସମୟରେ ହାତୀପଲ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି। ଉକ୍ତ ଅଞ୍ଚଳରେ ଧାନ ଖାଇବା ସହ  ପାଦରେ ଦଳି ବ୍ୟାପକ ନଷ୍ଟ କରୁଛନ୍ତି । ସନ୍ଧ୍ୟା ହେଲେ ପାଖ ଜଙ୍ଗଲରୁ ଗାଁକୁ ଆସି ରାତିସାରା ଉପଦ୍ରବ କରୁଛନ୍ତିହାତୀ ପଲ । ବନ ବିଭାଗ ଡ୍ରୋନ୍ ମାଧ୍ୟମରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖି ପଦକ୍ଷେପ ନେଉଥିଲେ ମଧ୍ୟ ଉକ୍ତ ବନଖଣ୍ଡର ପରିସର ବିସ୍ତୃତ ହୋଇଥିବା ଯୋଗୁଁ ହାତୀଙ୍କୁ ଟ୍ରାକ୍ କରିବା ସମ୍ଭବ ହେଉନାହିଁ। ତେବେ ଏହି ୯୦ ଟିକିଆ ହାତୀପଲ ଗତ ଦୁଇଦିନ ମଧ୍ୟରେ ସ୍ଥାନୀୟ ଭାଗବତପୁର, ନଳଟାଙ୍ଗରା, ବାଇଝାଲିଆ ସାହି, ଗଡ଼ସନ୍ତ୍ରୀ, ନରେନ୍ଦ୍ରପୁର, ତୁଳସୀପାଳ, ବନ୍ଦା, ଝଜିରବାହାଳ ଅଞ୍ଚଳରେ ଚାଷଜମି ନଷ୍ଟ କରିବା ସହ ଗଡ଼ସନ୍ତ୍ରୀ କାଳୀ ମନ୍ଦିରରେ କଦଳୀ ଗଛ ଭାଙ୍ଗି ନଷ୍ଟ କରିଛନ୍ତି। ତୁଳସୀପାଳ ଲଙ୍ଗୁଳିଆବେଡ଼ାରେ ଥିବା ଏକ ଗ୍ରୋସରୀ ଦୋକାନକୁ ଭାଙ୍ଗି ବିସ୍କୁଟ୍ କେକ୍ ଖାଇଥିବା ଦୋକାନୀ ଅଖିଳ ପରିଡ଼ା ଅଭିଯୋଗ କରିଛନ୍ତି।ନଳଟାଙ୍ଗରା ଶିବ ମନ୍ଦିର ପରିସର, ଗଡ ଠାକୁରାଣୀ ନିକଟରେ ଥିବା ପାର୍କ, ବିଜୟନଗରରେ ବିମଳ ସାହୁଙ୍କ ଚୁଡ଼ାକଳ ପରିସରରେ ଉତ୍ପାତ କରି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ତାଳଚେର ରେଞ୍ଜ ସେକ୍ସନ୍ ବନପାଳ କୁଶଧ୍ବଜ ନାୟକ କହିଛନ୍ତି, ବନ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା କରାଯାଉଛି। ଯେଉଁ ଚାଷୀଙ୍କର କ୍ଷୟକ୍ଷତି ହେଉଛି ସେମାନେ ଅନଲାଇନ୍‌ରେ ଆବେଦନ କଲେ ବନ ବିଭାଗ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇବ ବୋଲି କହିଥିଲେ। ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣଭାବେ ହାତୀପଲଙ୍କ ଉପରେ ନଜର ରହିଥିବା କୁହାଯାଇଛି। ତେବେ ଚାଷୀଙ୍କ ମନରୁ କେବେ ଏହି ହାତୀଭୟ ଦୁରହେବ ତାକୁ ଦେଖିବା କଥା  |

News Comment

You Might Also Like

BACK TO TOP