Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ସ୍କୁଟି ଆରୋହୀ କୁ ଧକ୍କା ଦେଲା ପିଚୁ ବୋଝେଇ ହାଇୱା , ଜଣେ ମୃତ |

11-Dec-2025

ପିଚୁ ବୋଝେଇ ହାଇଓ୍ବାଧକ୍କା ରେ ସ୍କୁଟି ଆରୋହୀ ମୃତ

      ଓଡିଶା ଜନ ମତ ବ୍ୟୁରୋ, 

ଗଞ୍ଜାମ ଜିଲ୍ଲା ଆସିକା  ଥାନା ଅନ୍ତର୍ଗତ କଇଁଫୁଳିଆ ମୁଖ୍ୟ ଛକ ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା  ସକାଳ ପ୍ରାୟ ୮ ଘଣ୍ଟ ସମୟରେ ଘଟିଥ‌ିବା ଜଣା ପଡିଛି |  ଦ୍ରୁତ ଗତିରେ ଏକ ପିଚୁ ବୋଝେଇ ହାଇୱା ଆସି ସ୍କୁଟି ଗାଡିକୁ ଧକ୍କା ଦେଇଥିଲା । । ଏହି ଦୁର୍ଘଟଣାରେ ଆସିକା ଥାନା ଅନ୍ତର୍ଗତ କାଳ କାଳଷଣ୍ଡପୁର ପରାଂୟତ ମୁକୁନ୍ଦପୁର ଗ୍ରାମର  ଶିବରାମ ବିଶ୍ଵାଳଙ୍କ ମୃତ୍ୟୁ ହୋଇଥିଲା ।ପ୍ରତିଦିନ ଭଳି ମୃତ ଶିବରାମ ବିଶ୍ଵଳ ନିଜ ସ୍କୁଟି ଜରିଆରେ ରେ କଲେଜ ଛକକୁ ମିସ୍ତ୍ରୀ କାମ ପାଇଁ ଯାଇଥିଲେ । ସେଠାକୁ ଯିବା ସମୟରେ କଇଁଫୁଲିଆ  ଛକରେ ପିଚୁ ବୋଝେଇ ହାଇୱା ସାମନାପଟୁ ଧକ୍କା ଦେଇଥିଲା । ଏହି ଧକ୍କା ଫଳରେ  ହାଇୱା ଗାଡିଟି ଶିବରାମ ଉପରେ ମାଡି ଚାଲିଯାଇଥିଲା । ଦୁର୍ଘଟଣା ଘଟିବା ପରେ - ସ୍ଥାନୀୟ  ଲୋକେ ଗୁରୁତର ଅବସ୍ଥାରେ ଶିବରାମକୁ ଆସିକା ସବଡିଭିଜନ ମେଡିକାଲକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ଟରଶିବରାମ କୁ ମୃତ ଘୋଷଣା କରିଥିଲେ  | 
ଦୁର୍ଘଟଣା ଘଟାଇଥିବା ହାଇୱା ଗାଡିକୁ ପୋଲିସ ଜବତ ରଖି ତଦନ୍ତ କାର୍ଯ୍ୟ ଆରମ୍ଭକରିଥିବା ଜଣାପଡିଛି । ମୃତ ଶିବିରାମ ଘରର ଏକ ରୋଜଗାରିଆ ପୁଅ ଥିଲେ । ତାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପ୍ରତିଦିନ ଆସିକା ସହରରେ ଛୋଟ ଯାନା ଆରମ୍ଭକରି ଭାରି ଯାନ ଯାତାୟାତା କରୁଥିବା ବେଳେ ରାତି ଦିନ ବାଲି ବୋଝେଇ ଗାଡି, ପିଚୁ ବୋଝେଇ ଗାଡି ଏବଂ ମୋରମ ଗାଡି ଦ୍ରୁତ ଗତିରେ ଯାତାୟାତା କରୁଛି । ଏଥିରେ କୈାଣସି ପ୍ରତିବନ୍ଧକ ନଥୁବା ବେଳେ  ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ମୁଲ୍ୟବାନ ଜୀବନ ଯାଉଛି । ଏନେଇ ବୁଦ୍ଦିଜୀବୀ ମହଲରେ ସ୍ଥାନୀୟ ପ୍ରଶାସନ କୁ ବହୁବାର ଗୁହାରୀ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଘଟଣା ଆଜି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ସେପେଟ ଦୁର୍ଘଟଣା ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଦୁର୍ଘଟଣାରେ ମୃତ୍ୟୁ Ishq ସରକାର ପକ୍ଷରୁ ଆର୍ଥକ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ହେଲେ ବିଡମ୍ବନା ର ବିଷୟ ଏହିକି  ଆର୍ଥିକ ରାଶି ଏପର୍ଯ୍ୟନ୍ତ କାହାକୁମଧ୍ୟ ମିଳିନଥିବା ତାଙ୍କ ପରିବାର ବର୍ଗ କହିଛନ୍ତି |

News Comment

You Might Also Like

BACK TO TOP