Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ବିସିଆଇ 19 ବର୍ଷ ରୁ କମ ଦଳରେ ସାମିଲ ହେଲେ ଶୁଭଲକ୍ଷ୍ମୀ |

11-Dec-2025

ବିସିସିଆଇ ୧୯ ବର୍ଷରୁ କମ୍ ଦଳରେ ସାମିଲ ହେଲେ ଶୁଭ ଲକ୍ଷ୍ମୀ ,

       ଓଡିଶା ଜନ ମତ ବ୍ୟୁରୋ,

ଭାରତୀୟ କ୍ରିକେଟ କଂଟ୍ରାଲବୋର୍ଡ ଡାକରାପାଇ ଆଗାମୀ ଅଭ୍ୟାସମ୍ୟାଚ ଖେଳିବାକୁ କେରଳ ଯାଇଛନ୍ତି ନୀଳଗିରି ବ୍ଲକ୍ ସିଆଡିମାଳ ଗ୍ରାମର ଆଦିବାସୀ ଝିଅ ଶୁଭଲକ୍ଷ୍ମୀ ସିଂ । ବଣମଲ୍ଲିର ସୁଗନ୍ଧ ମହକିଛି । ପ୍ରାଥମିକ  ଶିକ୍ଷକ ଭାବେ କାର୍ଯ୍ୟରତ ବାବୁଲା ସିଂଙ୍କ ଏକମାତ୍ର ଝିଅର କ୍ରିକେଟପ୍ରତି ଦୁର୍ବଳତା ଦେଖ୍ ବାପା ଝିଅର ସ୍ୱପ୍ନକୁ ପୂରଣ କରିବାପାଇଁ ଘର ସମ୍ମୁଖସ୍ତ ମାଟିଗୁଡି ପଡିଆରେ ଅଭ୍ୟାସପାଇଁ ନିଜକୁ ସାମିଲ କରିବାସହିତ ଝିଅକୁ ଉତ୍ସାହିତ କରିଥିଲେ । ଧୀରେଧୀରେ ଜିଲ୍ଲାସ୍ତରରେ ଖେଳିବାର ସୁଯୋଗ ପାଇଥିଲେ । ପରେ ଓସିଏ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଶ୍ରେଷ୍ଠ ପ୍ରତିପାଦନ କରି ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ବିସିସିଆଇ ଡାକରାପାଇ ଗତ ୯ ତାରିଖ ରେ କେରଳ ଯାଇଛନ୍ତି । ପାଂଚମ୍ୟାଚ୍ ବିଶିଷ୍ଟ ଏହି ଅଭ୍ୟାସ ମ୍ୟାଚରେ ପ୍ରଥମ ତିନୋଟି ମ୍ୟାଚପାଇଁ ଶୁଭଲକ୍ଷ୍ମୀ ମନୋନୀତ ହୋଇଥିବା ବେଳେ ପ୍ରଥମମ୍ୟାଚ ଚଳିତମାସ ୧୩ତାରିଖ ଗୁଜରାଟ, ୨ୟ ମ୍ୟାଚ୍ ଆସାମ ଏବଂ ତୃତୀୟ ମ୍ୟାଚ୍ ରାଜସ୍ଥାନ ସହିତ ଖେଳିବାର ସମ୍ଭାବନା ରହିଛି । ତେବେ ଚୟନକର୍ତା ଏବଂ କୋଚ୍ ଶୁଭଲକ୍ଷ୍ମୀର ଦକ୍ଷତାକୁ ଦେଖ୍ ତା’ର ସଠିକ୍ ବ୍ୟାଟିଂ ନିର୍ଦ୍ଧାରଣ କଲେ ସେ ତାର ଉପଯୁକ୍ତ ପ୍ରଦର୍ଶନ ଦେଖାଇ ପାରନ୍ତା । ତେଣୁ ଏଥିପ୍ରତି ବିସିସିଆଇ ଦୃଷ୍ଟିଦେବାକୁ ନୀଳଗିରି ଅଂଚଳର କ୍ରୀଡାପ୍ରେମୀଦାବି କରିଛନ୍ତି ||

News Comment

You Might Also Like

BACK TO TOP