Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ସ୍ୱପ୍ନା ଦେଶ ପରେ ନଦୀରୁ ମିଳିଲା ଯୁଗଳ ମୂର୍ତ୍ତୀ ||

17-Dec-2025

କାଳ ଷଣ୍ଢ ପୁର ରୁ ସପ୍ନାଦେଶ ପରେ ନଦୀରୁ ମିଳିଲା ମୂର୍ତ୍ତ,

       ଓଡିଶା ଜନ ମତ  ବ୍ୟୁରୋ, 

ଅନେକ ସ୍ଥାନରେ ବହୁତ ଅଜବ ଘଟଣା ଦେଖିବାକୁ ମିଳିଥାଏ | ତାହା ଆଧ୍ୟତ୍ମିକ କିମ୍ବା ଭୌତିକ କିମ୍ବା ବାସ୍ତବ ବାଦୀ ହୋଇଥାଏ | ଯାହାକୁ ନେଇ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଭକ୍ତି କିମ୍ବା ଅବିଶ୍ୱାସ ଘଟିଥାଏ | ତେବେ ସେହିପରି ଏକ ଘଟଣା ଘଟିଛି ଆସିକା କାଳଷଣ୍ଢପୁର ନୁଆଁ ସାହିରେ |  ଜଣ ଯୁବକୁ ସପ୍ନାଦେଶ ପରେ ନଦୀରୁ ମିଳିଲା ଲକ୍ଷ୍ମୀ ନାରାୟଣ ଯୁଗଳ ମୂର୍ତ୍ତି ଓ ପୂଜା ସାମଗ୍ରୀ । ପ୍ରକାଶ ଥାଉକି ଗତ ମାର୍ଗଶିର ମାସ ଶେଷ ଗୁରୁବାର  ଦିନ ବାବୁଲା ପଣ୍ଡାଙ୍କ ପୁତ୍ର ଶୁଭମ  ପଣ୍ଡାଙ୍କୁ ଏକ ପେଚା ଦ୍ବାରା ସପ୍ନ ହେଲା । ବାରମ୍ବାର ସପ୍ନ ହେବା ପରେ ଶୁଭମ ଆଉ ଶୟନ ନକରି ଆସିକା ଋଷିକୂଲ୍ୟା ଓ ବଡ଼ ନ‌ଦୀରସଙ୍ଗମ ସ୍ଥଳ ନିକଟରେ ରହିଥିବା ସ୍ଥାନରେ ପହଞ୍ଚି ଥିଲେ | ସେଠାରେ ଖୋଳା, ଖୋଳି ପରେ ଲକ୍ଷ୍ମୀ ନାରାୟଣ ଙ୍କ ଯୁଗଳ ମୂର୍ତ୍ତୀ, ଗୁରୁବାର ବ୍ରତ ପେଡି ଓ କିଛି ପିତଳ ଜିନିଷ ବାହାରି ଥିଲା | ସେହି ସବୁ ସାମାନ କୁ ଆଣି ଶୁଭମ ଘରେ ରଖି ପୂଜାର୍ଚନା କରିବା ପରେ ପୁଣି ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା କି ସମସ୍ତ ଜନ ସାଧାରଣ ଙ୍କୁ ଏହିବିଷୟରେ ଜଣାଇ ମୋତେ ମନ୍ଦିର କରି ପୂଜା କରିବାକୁ | ଏହି କଥା ପ୍ରଘଟ ହେବାପରେ ଶୁଭମ ଙ୍କ ଘରେ ଭକ୍ତ ଓ ଜନସାଧାରଣ ଙ୍କ ଗହଳି ଲାଗି ଯାଇଥିଲା | ଏହି ଦୁଇ ମୂର୍ତ୍ତୀ କାହାର ଏବଂ ତାହା କେଉଁ ଧାତୁରେ ତିଆରି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ | ଏହାକୁ ନେଇ ପ୍ରକୃତ ଅନୁସନ୍ଧାନ କଲେ ପ୍ରକୃତ ତଥ୍ୟ ଜଣା ପଡିବ | ଏହା ପ୍ରକୃତରେ କପୋଳ କଳ୍ପିତ ନା ଆଧ୍ୟତ୍ମିକ ସବୁ ଖୁଲାସା ହୋଇ ପାରିବ ବୋଲି ବୁଦ୍ଧିଜୀବୀ ଓ ଆଧ୍ୟାତ୍ମିକ ବାଦୀ ଓ ବିଦ୍ୱାନ ପଣ୍ଡିତ ମାନେ  ମତ ଦେଇଛନ୍ତି | ତେବେ ଅନୁ
ସନ୍ଧାନ ହେଲେ ପ୍ରକୃତ  ତଥ୍ୟ ଲୋକ ଲୋଚନ କୁ ଆସି ପାରିବ  |

News Comment

You Might Also Like

BACK TO TOP