Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

ଉତ୍ତର ପ୍ରଦେଶ ଯମୁନା ହାଇୱେ ରେ ଘନ କୁହୁଡି ଯୋଗୁଁ ବସ, କାର ମଧ୍ୟରେ ଦୁର୍ଘଟଣା 13 ଜୀବନ୍ତ ଦଗ୍ଧ |

17-Dec-2025

ଘନ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା,୧୩ ଜୀବନ୍ତ ଦଗ୍ଧ, ବହୁ ଆହାତ,

       ଓଡିଶା ଜନ ମତ ବ୍ୟୁରୋ,

ବର୍ତ୍ତମାନ ଶୀତ ଋତୁ ଯୋଗୁଁ ରାତ୍ରରେ ଘନ କୁହୁଡି ପଡିଥାଏ | ଯାହାକି ସକାଳ ସୂର୍ଯ୍ୟଦୋୟ ପର୍ଯ୍ୟନ୍ତ ରହିଥାଏ | କିନ୍ତୁ ଗନ୍ତବ୍ୟ ସ୍ଥଳ କୁ ଯାଉଥିବା, ବସ, ଟ୍ରକ ଓ କାର ଗୁଡିକ ଏହି ଘନ କୁହୁଡି ଯୋଗୁଁ ବିପରୀତ ଦିଗରୁ ଆସୁଥିବା ଗାଡି ମାନଙ୍କ ମଧ୍ୟରେ ଧକ୍କା ହୋଇ ବହୁତ କିଛି ଅସୁବିଧା ଘଟିଥାଏ ଓ ବହୁ ଧନ ଜୀବନ ନଷ୍ଟ ହୋଇ ଥାଏ | ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ରେ 
ମଥୁରାର ଯମୁନ ଏକ୍ସପ୍ରେସ ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୩ଜଣ ଜୀବନ୍ତ ଦଗ୍‌ଧ ଗ୍‌ଧ ହୋଇଯିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି |  କିଛି  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା
ନୁସାରେ  ଭୋର ସମୟରେ ଘନ କୁହୁଡି ମଧ୍ଯରେ ରାସ୍ତା ପରିଷ୍କାର ଦେଖାଯାଉନଥିବା କାରଣରୁ  ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୭ଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିଲେ |  ଯାହା ଫଳରେ କେତେକ ବସ୍ ଏବଂ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା । ଏହି ଭୟଙ୍କର ଦୁଘର୍ଟଣା ରେ ୭ଜଣ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ପ୍ରାୟ  ଶତାଧୂକ ଲୋକ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କୁହୁଡି ଥୁବା କାରଣରୁ ସେମାନେ ଘଟଣାସ୍ଥଳକୁ ଠିକ୍ ଭାବେ ଦେଖୁପାରିନଥିଲେ । ମଧ୍ୟ ପ୍ରାୟ ୨୦ ମିନିଟ୍ ମଧ୍ୟରେ ୩ ଥର ଭୟଙ୍କର ବିସ୍ଫୋରଣ ହୋଇଥିବାସେମାନେ ଶୁଣିପାରିଥିଲେ । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ୍ ଏବଂ ଉଦ୍ଧାରକାରୀ ଟିମ୍ ସହ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ତଥା ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ପ୍ରାୟ ୧୫୦ ଜଣଙ୍କୁ ୨୦ରୁ ଅଧିକ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଛି। ରିପୋର୍ଟ ଅନୁସାରେ ମଙ୍ଗଳବାରଭୋର ପ୍ରାୟ ୪ ଟା ସମୟରେ ବଳଦେବ ପୁଲିସ୍ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ ୧୨୭ ରେ ଏହି ଦୁଘଟଣା ଘଟିଛି । ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୋଲିସ ସୁପରି
ଟେଣ୍ଡେଣ୍ଟ୍‌ (ଏସ୍‌ପି) ସମେତ ଅଧୁକାରୀମାନେ ଘଟଣା
ସ୍ଥଳରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା କରିବାକ ଜିଲ୍ଲା ପ୍ରଶାସନ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୃତକ ଓ ଆହତଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷେ ପୁଲିସ୍ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ପ୍ରତେକ ରାଜ୍ୟ ର ସରକାର ମାନେ ଯଦି ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ଗୁରୁତ୍ୱ ଦେଈ କିଛି ସମୟ ବନ୍ଦ କରନ୍ତେ କିମ୍ବା କୁହୁଡି କୁ କାଟିବା ପାଇଁ କିଛି ବ୍ୟବସ୍ତା ହୋଇ ପାରନ୍ତା ତେବେ ଏହି ଦୁର୍ଘଟଣା ରୁ କିଛିମାତ୍ରାରେ ଆଶ୍ବସ୍ତି ମିଳି ପାରିଥାନ୍ତା ବୋଲି  ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି |

News Comment

You Might Also Like

BACK TO TOP