Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଦୁତୀୟ ବିବାହ କରିବେ ମହିମା ଚୌଧୁରୀ |

16-Dec-2025

ମହିମା ଚୌଧୁରୀ ଦ୍ବିତୀୟ ବିବାହ କରିବେ ବୋଲି ସୂଚନା ମିଳୁଛି,

        ଓଡିଶା ଜନ ମତ ବ୍ୟୁରୋ,

ବେଳେ ବେଳେ ବହୁ ଅଭିନେତ୍ରୀ, ଓ ଅଭିନେତା ମାନେ ଜୀବନରେ ବହୁଥର ବିବାହ କରିବାର ନଜିର ରହିଛି | ସେହିପରି ଅଭିନେତ୍ରୀ ମହିମା ଚୌଧୁରୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ୨୦୦୬ ମସିହାରେ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ। ୨୦୦୭ ମସିହାରେ ତାଙ୍କର ଝିଏଟିଏ ମଧ୍ୟ ଜନ୍ମ ହୋଇଥିଲା। ଦୁହେଁ ଅତି ଶ୍ରଦ୍ଧାରେ ଝିଅର ନାମ ଆର୍ଯ୍ୟାନ ମୁଖାର୍ଜି ରଖିଥିଲେ। କିନ୍ତୁ ତାଙ୍କର ଏହି ବିବାହ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ । ସେ ବବିଙ୍କଠାରୁ ୨୦୧୩ ମସିହାରେ ଛାଡପତ୍ର ନେଇ ଆଇନଗତ ଭାବରେ ଅଲଗା ହୋଇଗଲେ। ଏବେ ମହିମା ତାଙ୍କ ଦ୍ଵିତୀୟ ବିବାହ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ପୁଣି ଥରେ ବିବାହ କରିବାକୁ ଚାହୁଁଛନ୍ତି ୫୨ ବର୍ଷିୟା ମହିମା । ଏକ ସାକ୍ଷାତକାରରେ ମହିମା ତାଙ୍କ ଦ୍ଵିତୀୟ ବିବାହ ବିଷୟରେ କହିଛନ୍ତି । ସେ କହିଥିଲେ, ମୋର ଛାଡ଼ପତ୍ର ମାମଲା ଏପର୍ଯ୍ୟନ୍ତ ବିଚାରାଧୀନ ଅଛି। କିନ୍ତୁ ଏବେ ମୁଁ ପୁନଃବିବାହ ବିଷୟରେ ଅଧିକ ଚିନ୍ତା କରୁଛି। ଯେବେଠାରୁ ମୋର ଫିଲ୍ମ ଦୁର୍ଲଭ ପ୍ରସାଦଙ୍କ ‘ଦୁସରୀ ଶାଦୀ’ରୁ ମୋର ଲୁକ୍ ଭାଇରାଲ ହୋଇଛି। ମୁଁ ବିବାହରେ ବିଶ୍ଵାସ କରେ । ମୁଁ ବିଶ୍ବାସ କରେ ଯେ ଦୁଇ ଜଣ ଲୋକ ଏକାଠି ଜୀବନକୁ ସୁଖମୟ କରିପାରିବେ। ମହିମା ଆହୁରି କହିଛନ୍ତି ଯେ ବିବାହ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ। ଏକା ପିଲାମାନଙ୍କୁ ପାଳନ କରିବା ସହଜ ନୁହେଁ ବୋଲି ମହିମା କହିଛନ୍ତି | ତେବେ ଦେଖିବା କଥା ମହିମା ଙ୍କ ଜୀବନରେ କେବେ ପୁଣି ଦୁତୀୟ  ସାହାନାଇ ବାଜିବ ଏବଂ ତାଙ୍କର ଜୀବନ ସାଥୀ କିଏ ହେବ  ତାକୁ ଦେଖିବା କୁ ବାକି ରହିଲା |

News Comment

You Might Also Like

BACK TO TOP