Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ଖୋର୍ଦ୍ଧା ମହୋତ୍ସବ 2025 ଉଦଘାଟିତ |

16-Dec-2025

ଖୋର୍ଦ୍ଧା ମହୋତ୍ସବ 2025 ଉଦଘାଟିତ ::
କଳା,ସାହିତ୍ୟ,ସଂସ୍କୃତି ର ବାର୍ତ୍ତା ବହ ସାଜିଛି ଖୋର୍ଦ୍ଧା--ମନ୍ତ୍ରୀ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ

ଖୋର୍ଦ୍ଧା ସାଂସ୍କୃତିକ, ସାମାଜିକ, କଳା ସାହିତ୍ୟ ର ବାର୍ତ୍ତାବହ ସାଜିଛି ଖୋର୍ଦ୍ଧା l ଯେଉଁ ମାଟିର ବୀରପୁଙ୍ଗ ମାନେ ନିଜର ପରାକାଷ୍ଠା ପାଇଁ ଏ ମାଟି କୁ ଇଂରେଜ ମାନଙ୍କ କବଳ ରୁ ଶେଷ ପର୍ଯ୍ୟନ୍ତ ଦୁରେଇ ରଖିଥିଲେ l  ପରମୁହୂର୍ତ୍ତ ରେ ଏ ମାଟି ପାଇଁ ନିଜ ଜୀବନ ଦେଇଥିଲେ ସେମାନଙ୍କୁ ମୋର ଚିର ନମସ୍ୟ ବୋଲି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖୋର୍ଦ୍ଧା ମହୋତ୍ସବ ର ଉଦଘାଟନ ଦିବସରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ l ଖୋର୍ଦ୍ଧା ଟିଏଲସି ନିକଟ ବିଡିଏ ପଡିଆ ଠାରେ ସ୍ବେଛାସେବୀ ଅନୁଷ୍ଠାନ ନିୟୁ ଥିକିଙ୍ଗ ଫୋରମ ପକ୍ଷରୁ ଆୟୋଜିତ 25 ତମ ଖୋର୍ଦ୍ଧା ମହୋତ୍ସବ 2025 ଆଜି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ମହୋତ୍ସବ ର ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଙ୍କ ସଭା ଆରମ୍ଭ ବକ୍ତବ୍ୟ ପରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ତଥା ଅନୁଷ୍ଠାନ ସଭାପତି ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ସଭାପତିତ୍ୱ ରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଖୋର୍ଦ୍ଧା   ମହୋତ୍ସବ ର 25 ବର୍ଷ ର ଇତିହାସ ଉପରେ କହିବା ସହିତ ଖୋର୍ଦ୍ଧା ର ବିକାଶ ପାଇଁ ସମସ୍ତେ ଆଗେଇ ଆସନ୍ତୁ ବିକଶିତ ଭାରତ ରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରନ୍ତୁ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ପୂର୍ବତନ ବିଧାୟକ ଜିତୁମିତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସିଂ, ଖୋର୍ଦ୍ଧା ପୌର ଅଧ୍ୟକ୍ଷ କନକଲଷ୍ମୀ ମହାନ୍ତି, ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ, ବାସନ୍ତୀ ମହାପାତ୍ର ପ୍ରମୁଖ ଯୋଗଦେଇ ଖୋର୍ଦ୍ଧା ମହୋତ୍ସବ ପାଇକ ଙ୍କ ବିରତ୍ୱ ର ଗାଥା କୁ ମନେ ପକାଇବା ସହିତ ଭାତୃତ୍ୱ ଭାବ ସୃଷ୍ଟି କରୁଛି ବୋଲି କହିଥିଲେl 300 ରୁ ଉର୍ଦ୍ଧ ବିଭିନ୍ନ ସରକାରୀ, ବେସରକାରୀ ଷ୍ଟଲ ପଡିଥିଲା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା  ବିଧାନଚନ୍ଦ୍ର ମହାନ୍ତି, ଦିଲ୍ଲୀପ ପଟ୍ଟନାୟକ ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ lଏହି ଅବସରେ ମନ୍ତ୍ରୀ ଙ୍କୁ ପଗଡି, ଉପଢୌକନ ଦେଇ ଖୋର୍ଦ୍ଧା ସଂମ୍ମାନ ପ୍ରଦାନ କରିଥିଲେ l ଚଳିତ ବର୍ଷ ଏହି ମହୋତ୍ସବ 25 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି l

News Comment

You Might Also Like

BACK TO TOP